Latest Odisha News

BREAKING NEWS

ସାହିତ୍ୟରେ ଲୁଇସ୍‌ ଗ୍ଲକ୍‌ଙ୍କୁ ନୋବେଲ୍

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ଚଳିତ ବର୍ଷ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ତାଙ୍କର ନିଭୁର୍ଲ କାବିକ୍ୟ ଉଚ୍ଚାରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ନୋବେଲ୍‌ କମିଟି ପକ୍ଷରୁ କୁହାଯାଇଛି। ଗ୍ଲକ୍‌ ଇଂରାଜୀ ପ୍ରାଧ୍ୟାପକ ଅଛନ୍ତି।

୧୯୬୮ରେ ପ୍ରକାଶିତ ତାଙ୍କର ପ୍ରଥମ କବିତା ଗ୍ରନ୍ଥ ‘ଫାଷ୍ଟ୍‌ବର୍ଣ୍ଣ୍‌’ ପାଠକୀୟ ଆଦୃତ ଲାଭ କରିବା ସହିତ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲା।

Leave A Reply

Your email address will not be published.