Latest Odisha News

BREAKING NEWS

BLO: ଦୁଇ ଗୁଣ ହେଲା ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ

ଭୁବନେଶ୍ବର: ବୁଥ୍ ଲେଭଲ ଅଫିସର(BLO)ଙ୍କ ଦୁଇଗୁଣ ହେଲା ପାରିଶ୍ରମିକ । ନିର୍ବାଚନ କମିଶନଙ୍କ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଛି । ବୁଥ୍ ଲେଭଲ ଅଫିସରଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାରକୁ ବଢାଇଲେ କମିଶନ ।

ଇଲେକ୍ଟୋରାଲ ରୋଲ ରିଭିଜନର ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ବଢିଲା । ବୁଥ୍ ଲେଭଲ ଅଫିସର ସୁପରଭାଇଜରଙ୍କ ପାରିଶ୍ରମିକ ୧୨ହଜାରରୁ ୧୮ ହଜାରକୁ ବୃଦ୍ଧି କରାଗଲା । ଏଇଆରଓ ଏବଂ ଇଆରଓଙ୍କ ଦରମା ୨୫ ହଜାରକୁ ବୃଦ୍ଧି ପାଇଲା ।

Comments are closed.