Latest Odisha News

BREAKING NEWS

ବିପିୟୁଟିର ଅଡ୍ ସେମିଷ୍ଟାର ପରୀକ୍ଷା ଲାଗି ନୂଆ ତାରିଖ ଘୋଷଣା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ପକ୍ଷରୁ ଅଡ୍ ସେମିଷ୍ଟାର ଅନଲାଇନ୍ ପରୀକ୍ଷା ୨୦୨୧କୁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଯେଉଁ ପରୀକ୍ଷା ବାତ୍ୟା ‘ୟାସ୍’ ଯୋଗୁଁ ସ୍ଥଗିତ ରହିଥିଲା।

ମେ ୨୪ରୁ ଜୁନ୍ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ବର୍ତ୍ତମାନ ସମୟରେ ଜୁନ୍ ୪ ରୁ ଆରମ୍ଭ ହୋଇ ୧୭ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ।

ତେବେ ଛାତ୍ରଛାତ୍ରୀ ମାନଙ୍କୁ ପୂର୍ବରୁ ଦିଆଯାଇଥିବା ଆଡମିଟ୍ କାର୍ଡ ବୈଧ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.