ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଏପ୍ରିଲ୍ ମାସରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଦେଶରେ ବିଶୃଙ୍ଖଳା ବିସ୍ତାର କରିବାକୁ ସେ ଇଚ୍ଛା କରୁ ନ ଥିବାରୁ ସେ ତାଙ୍କ ସ୍ୱାସ୍ଥ୍ୟ ସୂଚନାକୁ ଗୁପ୍ତ ରଖିଥିଲେ।
ୱିଲିୟମ୍ଙ୍କ ପିତା ପ୍ରିନ୍ସ ଚାର୍ଲ୍ସ ମଧ୍ୟ ଏପ୍ରିଲରେ କରୋନା ଆକ୍ରାନ୍ତ ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ ପ୍ରିନ୍ସ ୱିଲିୟମ୍ ତାଙ୍କ କରୋନା ଯାଞ୍ଚ୍କୁ ଗୁପ୍ତ ରଖିଥିଲେ କାରଣ ସେ ଦେଶରେ କୌଣସି ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନଥିଲେ। ପ୍ରିନ୍ସ ୱିଲିୟମ୍ ହେଉଛନ୍ତି ରାଣୀ ଏଲିଜାବେଥଙ୍କ ନାତି।
ସୂଚନାଯୋଗ୍ୟ ସରକାରଙ୍କ କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ନିଜକୁ ସଙ୍ଗରୋଧରେ ରଖିଥିଲେ ୱିଲିୟମ୍। ତେବେ ସେ ଏପ୍ରିଲରେ ଭଏସ୍ ଏବଂ ଭିଡିଓ କଲ୍ ମାଧ୍ୟମରେ ନିଜର ସମସ୍ତ କାର୍ଯ୍ୟ ଜାରି ରଖିଥିଲେ।
BREAKING NEWS
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
Comments are closed.