Latest Odisha News

BREAKING NEWS

ମାଆ ହେଲେ ବ୍ରିଟେନର ରାଜକୁମାରୀ ବ୍ରିଟିସ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ ସୋମବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚେଲସୀର ୱେଷ୍ଟମିନଷ୍ଟର ଡାକ୍ତରଖାନରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ତାଙ୍କ ସ୍ୱାମୀ ଇଡାର୍ଡୋ ମ୍ୟାପେଲି ମୋଜି କହିଛନ୍ତି । ଶିଶୁଟିର ଓଜନ ୨.୭୮ କିଗ୍ରା ରହିଛି ।

୨୦୨୦ରେ ବ୍ରିଟିସ ଓ ମ୍ୟାପେଲି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ରାଣୀ ଏଲିଜାବେଥ ମଧ୍ୟ ଏ ନେଇ କହିଛନ୍ତି, ଆମ ଘରକୁ ପୁନର୍ବାର ଖୁସି ଆସିଛି । ଏଲିଜାବେଥଙ୍କ ଏହା ୧୨ତମ ନାତୁଣୀ ।

Leave A Reply

Your email address will not be published.