ଲଣ୍ଡନ: ବ୍ରିଟେନର ସଙ୍ଗୀତକାର ପଲ ବର୍ଟନ ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହାର କାରଣ ହେଲା ତାଙ୍କ ସଙ୍ଗୀତ ଶୁଣିବା ପାଇଁ ମାଙ୍କଡପଲ ମଧ୍ୟ ବନ୍ଧୁତା କରିବାକୁ ପଛାଇ ନ ଥିଲେ । ଘଟଣାଟି ଏହିପରି..ଥାଇଲାଣ୍ଡର ଅନେକ ଐତିହାସିକ କୀର୍ତିରାଜ ଉପରେ ମାଙ୍କଡ କବଜା ରହିଛି । ଏଠାକୁ ପର୍ଯ୍ୟଟକ ଆସିଲେ ସେମାନେ ହିଂସ୍ର ହୋଇ ଉଠିଥାନ୍ତି । ସମସ୍ତ ଯୋଜନା ବିଫଳ ହେବା ପରେ ବର୍ଟନ ନିଜ ଆଡୁ ଉପରୋକ୍ତ ଉଦ୍ୟମ କରିଥିଲେ ।
ସେ ସେମାନଙ୍କ ଗହଣରେ ଯାଇ ପିଆନୋ ବଜାଇବା ଆରମ୍ଭ କରିଥିଲେ ।ଆଶ୍ଚର୍ଯ୍ୟଜନକ ଭାବେ ମାଙ୍କଡମାନେ ଉଗ୍ର ହେବା ପରିବର୍ତେ ଶାନ୍ତ ହୋଇ ପଡିଥିଲେ । ଏପରି କି ସେମାନେ ବର୍ଟନଙ୍କ ଚାରି ପଟେ ବସି ସଙ୍ଗୀତର ମଜା ଉଠାଇଥିଲେ । ପୂର୍ବରୁ ସେ ଜଙ୍ଗଲରେ ହାତୀମାନଙ୍କୁ ଏହି ଟେକନିକରେ ଶାନ୍ତ କରାଉଥିଲେ । ତେବେ ମାଙ୍କଡଙ୍କ ତୁଳନାରେ ହାତୀଙ୍କୁ ଶାନ୍ତ କରାଇବା କଷ୍ଟକର ବ୍ୟାପର ଥିଲା ବୋଲି କହିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.