ଲଣ୍ଡନ: ବ୍ରିଟେନର ସଙ୍ଗୀତକାର ପଲ ବର୍ଟନ ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହାର କାରଣ ହେଲା ତାଙ୍କ ସଙ୍ଗୀତ ଶୁଣିବା ପାଇଁ ମାଙ୍କଡପଲ ମଧ୍ୟ ବନ୍ଧୁତା କରିବାକୁ ପଛାଇ ନ ଥିଲେ । ଘଟଣାଟି ଏହିପରି..ଥାଇଲାଣ୍ଡର ଅନେକ ଐତିହାସିକ କୀର୍ତିରାଜ ଉପରେ ମାଙ୍କଡ କବଜା ରହିଛି । ଏଠାକୁ ପର୍ଯ୍ୟଟକ ଆସିଲେ ସେମାନେ ହିଂସ୍ର ହୋଇ ଉଠିଥାନ୍ତି । ସମସ୍ତ ଯୋଜନା ବିଫଳ ହେବା ପରେ ବର୍ଟନ ନିଜ ଆଡୁ ଉପରୋକ୍ତ ଉଦ୍ୟମ କରିଥିଲେ । ସେ ସେମାନଙ୍କ ଗହଣରେ ଯାଇ ପିଆନୋ ବଜାଇବା ଆରମ୍ଭ କରିଥିଲେ ।ଆଶ୍ଚର୍ଯ୍ୟଜନକ ଭାବେ ମାଙ୍କଡମାନେ ଉଗ୍ର ହେବା ପରିବର୍ତେ ଶାନ୍ତ ହୋଇ ପଡିଥିଲେ । ଏପରି କି ସେମାନେ ବର୍ଟନଙ୍କ ଚାରି ପଟେ ବସି ସଙ୍ଗୀତର ମଜା ଉଠାଇଥିଲେ । ପୂର୍ବରୁ ସେ ଜଙ୍ଗଲରେ ହାତୀମାନଙ୍କୁ ଏହି ଟେକନିକରେ ଶାନ୍ତ କରାଉଥିଲେ । ତେବେ ମାଙ୍କଡଙ୍କ ତୁଳନାରେ ହାତୀଙ୍କୁ ଶାନ୍ତ କରାଇବା କଷ୍ଟକର ବ୍ୟାପର ଥିଲା ବୋଲି କହିଛନ୍ତି ।
BREAKING NEWS
- ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ରେଳବାଇ ପୋଲିସ, ୧୬ ଅଭିଯୁକ୍ତ ଗିରଫ
- ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ
- ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ
- ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
- ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ
- ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
Comments are closed.