Latest Odisha News

BREAKING NEWS

ଓଡିଶା

‘୫ ମାସରେ ନୂଆ ଇତିହାସ ସୃଷ୍ଟି କଲେଣି ସରକାର’, କହି ତାତ୍ସଲ୍ୟ କଲେ ପ୍ରମିଳା

ଭୁବନେଶ୍ବର: ନୂଆ ସରକାର ଆସିବାର ଗତ ୫ ମାସ ଭିତରେ ବହୁ କିଛି ଘଟିଲାଣି । କେନ୍ଦୁଝର ଏବଂ କଟକରେ ଦୁଷ୍କର୍ମ, ଆମ୍ବ ଟାକୁଆ ଖାଇ ମୁତ୍ୟୁ । ଯାହା ୨୪ ବର୍ଷରେ ହୋଇନଥିଲା । ପରିବର୍ତ୍ତନ ଆଣିବୁ, ପରିବର୍ତ୍ତନ ଆଣିବୁ କହି ପୂରା ଇତିହାସ ହିଁ ବଦଳାଇ ଦେଲେ ବୋଲି କହି ନୂଆ…

ଛାତି ଥରାଇ ଦେବ କଟକ ଲଜ୍ଜା କାହାଣୀ: ପ୍ରତିଶୋଧ ନେବା ପାଇଁ ପିଶାଚ ସାଜିଥିଲା ପିତୁ

କଟକ: ଓଡିଶାରେ ପୁଣି ଆଉ ଏକ ଛାତି ଥରାଇ ଦେଲା ଭଳି ଗଣଦୁଷ୍କର୍ମ ଘଟଣା । ତାହା ପୁଣି ଚଳଚଞ୍ଚଳ ସହର କଟକରୁ । ନାବାଳକ କାଫେ ମାଲିକ ଆଉ ପୁରୁଷ ବନ୍ଧୁ ମାନେ ମିଶି କରିଚାଲିଥିଲେ ଦୁଷ୍କର୍ମ । ହେଲେ କାହାକୁ ଟେର୍ ହିଁ ନଥିଲା । ପ୍ରେମର ବିରହ ନିଆଁରେ ପ୍ରତିଶୋଧ ପରାୟଣ ହୋଇ ସାଙ୍ଘାତିକ…

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା; ୨ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା । ୨ ଅଭିଯୁକ୍ତ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀଙ୍କୁ ଗିରଫ କଲା ପୋଲିସ । ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା…

ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ

ଭୁବନେଶ୍ୱର: ନଭେମ୍ବର ୧୨ରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ପଞ୍ଚୁକ ରୀତିନୀତି ଚଳିତ ବର୍ଷ ଚାରି ଦିନ ପାଳନ କରାଯିବ। ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ। ପଞ୍ଚୁକ ପୂର୍ବରୁ ପୁରୀ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। କାରଣ ଚଳିତ ଥର ପଞ୍ଚୁକ…

ଗୋ ହତ୍ୟାକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍, ହେବ କଠୋର କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ଗୋ ଚାଲାଣକାରୀ ଓ ଗୋ ହତ୍ୟାକରୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ । ଗୋ ଚାଲାଣ ଆଇନ କଡ଼ାକଡ଼ି ହେବ ସହିତ ଗୋ ଚାଲାଣ, ଗୋ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସଚେତନ…

ଖେଳ

ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଟେଷ୍ଟରୁ ଓହରିଲେ ଶୁଭମନ

ପର୍ଥ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ କ୍ରିକେଟ ଦଳର ଟପ ଅର୍ଡର ବ୍ୟାଟ୍ସମ୍ୟାନ ଶୁଭମନ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ କାର୍ଯ୍ୟକ୍ରମରେ ପରିବର୍ତନ କଲା ଆଇସିସି

ଲାହୋର: ଆଇସିସି ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଆଇସିସି ଟୁର କାର୍ଯ୍ୟକ୍ରମରେ ପରିବର୍ତନ କରିଛି । ଏହି…

ଜାତୀୟ ପୁରୁଷ ହକିରେ ଇତିହାସ ରଚିଲା ଓଡିଶା

ଚେନ୍ନାଇ: ଏଠାରେ ଅନୁଷ୍ଠିତ ଜାତୀୟ ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ଇତିହାସ ରଚିଛି । ହକିର ଜାତୀୟ କ୍ୟାପିଟାଲ ସାଜିଥିଲେ ମଧ୍ୟ ଓଡିଶା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଓହରିଲେ ଭାରତ ହୋଇପାରେ ଆୟୋଜକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ନେଇ ସମସ୍ତ ବିବାଦର ଅନ୍ତ ଏ ପର୍ଯ୍ୟନ୍ତ ଘଟିନାହିଁ । ବିସିସିଆଇ ସୁରକ୍ଷା ଦୃଷ୍ଟିକୋଣରୁ…

ଦେଶ ବିଦେଶ

ଭିଡ଼ିଓ

Saiintlad