ଭୁବନେଶ୍ୱର : ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ୍ -୧ ପରୀକ୍ଷା । ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଶଦ ପକ୍ଷରୁ ସୂଚନା ମିଳିଛି । ଜାନୁଆରୀ ୫ ରୁ ୮ ଯାଏ ଚାଲିବ ବୋଲି ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ ପରୀକ୍ଷା ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଫର୍ମ ଫିଲପ ମଧ୍ୟ ସରିଛି । ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସେମେଟିଭ୍-୧ ପରୀକ୍ଷା ଦେବେ ବୋଲି ଜଣାପଡିଛି । ସମେଟିଭ୍ -୧ ପରୀକ୍ଷା ଡିସେମ୍ବର ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଏଥିର ସମାନ୍ୟ ପରିବର୍ତ୍ତନ କରାଯାଇଛି ।
BREAKING NEWS
- ପତ୍ନୀହନ୍ତାକୁ ଫାଶୀଦଣ୍ଡ;ଏସିଡ ମାଡ଼କରି…
- ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ
- ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
- Cyber Fraud: ୨ ସାଇବର ଠକକୁ ବାନ୍ଧିଲା ପୋଲିସ; ୫କୋଟିର ଠକେଇ
- ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା
- ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା: ୪ ସହର ହେବ କମନ ଇକୋନୋମିକ୍ ଜୋନ୍
- CM Odisha: ନବରଙ୍ଗପୁରକୁ ୪୪୬ କୋଟି ପ୍ରକଳ୍ପର ଭେଟି; ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ
- ଏଆଇ ଉପଯୋଗ କରି ଫିଲ୍ମ ନିର୍ମାଣ କରିବେ ରାଜକୁମାର ହିରାନୀ
- ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ
Comments are closed.