Latest Odisha News

BREAKING NEWS

ରାୟଗଡାରେ ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ନିକଟ ୬୩ ବାଟାଲିୟନର ଜଣେ ବିଏସ୍ଏଫ୍ ଯବାନ ବୁଧବାର ଦିନ ସୁରକ୍ଷା ପାଇଁ ନିଜ ପାଖରେ ଥିବା ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ମୃତ ଯବାନ ଜଣକ ହେଉଛନ୍ତି ଦିଲୀପ ମାଇ। ସେ ଚାରି ମାସ ପୂର୍ବରୁ ବିବାହ କରିଥିଲେ।

ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡି ନ ଥିବାବେଳେ ପୋଲିସ ଏହି ଘଟଣା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରୁଛି।

Comments are closed.