Latest Odisha News

BREAKING NEWS

ଶସ୍ତା ହୋଇପାରେ ସୁନା-ରୁପା, ମହଙ୍ଗା ହେବ ମୋବାଇଲ୍ କିଣିବା

ନୂଆଦିଲ୍ଲୀ: ବଜେଟ ଘୋଷଣା ଅନୁସାରେ ଶସ୍ତା ହେବ ଷ୍ଟିଲ, ତମ୍ବା ଓ ଲୁହା ସାମଗ୍ରୀ । ମହଙ୍ଗା ହୋଇପାରେ ମୋବାଇଲ ଓ ଏହାର ଉପକରଣ । ମୋବାଇଲ ଉପକରଣ ଉପରେ ସୀମା ଶୁଳ୍କ ୨.୫% ହୋଇଛି । କିଛି ଅଟୋ ପାଟର୍ସ ଉପରେ କଷ୍ଟମ ଡ୍ୟୁଟି ବଢିବ । ଶସ୍ତା ହୋଇପାରେ ସୁନା ଓ ରୁପା । ସୁନା ଓ ରୁପା ଉପରେ ସୀମା ଶୁଳ୍କ ହ୍ରାସ ନେଇ ବଜେଟରେ ଘୋଷଣା କରିଛନ୍ତି ସରକାର । ସେହିପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଏଣିକି ଅଧିକ ଟଙ୍କା ଗଣିବାକୁ ପଡ଼ିବ । ମୂଲ୍ୟବାନ ପଛର ବି ମହଙ୍ଗା ହେବ ।

Comments are closed.