ନୟାଗଡ଼ : ନୟାଗଡ଼ ଜଗନ୍ନାଥପ୍ରସାଦ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଓଲଟି ପଡ଼ିରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ୧୫ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କିଛି ଆହତଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୟାଗଡ଼ ବ୍ରହ୍ମପୁରରୁ ନରସିଂହପୁର ଯାଉଥିବା ବେଳେ ଜଗନ୍ନାଥପ୍ରସାଦ ନିକଟରେ ଓଲଟି ପଡ଼ିଥିଲା ଚୌଧୁରୀ ବସ୍ ।
BREAKING NEWS
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର୍ୟୁ ସଦସ୍ୟ
- ରାଉରକେଲା ସର୍କିଟ ହାଉସ ମାମଲା; ବିହାରରୁ ଗିରଫ ଯୁବ ନେତା ପ୍ରକାଶ ପାସୱାନ ଗିରଫ
- Kailash Mansarovar: ନେପାଳ ବନ୍ୟାରେ ଭାସିଗଲେ ଶହ ଶହ କୈଳାସ ମାନସରୋବର ତୀର୍ଥଯାତ୍ରୀ! ଜାଣନ୍ତୁ କେତେ କଷ୍ଟକର ଏହି ଯାତ୍ରା…କେଉଁ ବାଟ ଦେଇ ଯାଆନ୍ତି ଭାରତୀୟ?
- Modi Cabinet Reshuffle: ମୋଦି କ୍ୟାବିନେଟ୍ରେ ବଡ଼ ‘ରିସେଟ୍’! ବିଦା ହେବେ ୭୦+ ମନ୍ତ୍ରୀ? ଜାଣନ୍ତୁ କାହାର କଟିବ ପତ୍ତା, କାହାକୁ ମିଳିବ ମନ୍ତ୍ରୀପଦ?
- ନେପାଳ ବନ୍ୟା, ବିହାରରେ ହାଇ ଆଲର୍ଟ
- ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର
- ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
- ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍’ ସେବା
- ନେପାଳରେ ବନ୍ୟା; ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ୧୩୩ ଭାରତୀୟ ନିଖୋଜ…
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?

Comments are closed.