ଭୁବନେଶ୍ୱର: ଆସନ୍ତାକାଲିଠାରୁ ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ କେନ୍ଦ୍ର ଅନୁମତି ଦେଇଛି । ତେବେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଲାଇବାକୁ ମନା କରିଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ରାଜ୍ୟ ଘରୋଇ ବସ ମାଲିକ ସଂଘ ସ୍ପଷ୍ଟ ଭାବେ ଜଣାଇଦେଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ସମ୍ଭବ ନୁହେଁ । ଏହାଦ୍ୱାରା ବସ ମାଲିକଙ୍କୁ ବଡ ଧରଣର କ୍ଷତି ହେବ । ତେଣୁ ବସ୍ ଚଳାଇହେବ ନାହିଁ ।
ଦେଶରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେଉଛି । ଏହି ସମୟରେ ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକ ଚାହିଁଲେ ବସ୍ ଚଳାଚଳ କରିପାରିବେ ବୋଲି କେନ୍ଦ୍ର ଗାଇଡଲାଇନ ଜାରି କରିଛି ।
ତେବେ ଘରୋଇ ବସ୍ ଗୁଡିକ ୫୦ ପ୍ରତିଶତ ଯାତ୍ରୀ ନେଇପାରିବେ, ସାମାଜିକ ଦୂରତା ବଜାୟ ରଖିବେ ଓ ବସ୍ ସାନିଟାଇଜ୍ କରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି । ଏଭଳି ସ୍ଥିତିରେ ବସ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଛି ।
BREAKING NEWS
- ଘର ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବାକୁ ବେଦାନ୍ତ ଆଲୁମିନିୟମର ‘ଅଗ୍ନି ଜାଗୃକ୍ତ ଅଭିଯାନ’ର ଶୁଭାରମ୍ଭ
- ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା
- ‘ଜାତୀୟ ବାଉଁଶ ସମ୍ମିଳନୀ ୨୦୨୬’ ଉଦଘାଟିତ; ବାଉଁଶ ସାମଗ୍ରୀର ଅନଲାଇନ୍ ବିକ୍ରୀ ପାଇଁ ସ୍ୱତନ୍ତ୍ର ୱେବସାଇଟ୍
- ଓସ୍କାର ୨୦୨୬: କାନ୍ତରା: ଏ ଲୀଜେଣ୍ଡ ଚ୍ୟାପ୍ଟର ୧, ତନଭୀ ଦି ଗ୍ରେଟ ସମେତ ୪ ଫିଲ୍ମ ଶ୍ରେଷ୍ଠ ଫିଲ୍ମ ଦୌଡରେ
- Srimandir Bhakta Nivas: କମିବନି ଭକ୍ତ ନିବାସ ପାର୍କିଂ ଫି, ୫୦୦ ଟଙ୍କା ରହିବ:ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- Balangir Highway: ଅସୁରକ୍ଷିତ ବଲାଙ୍ଗୀର ରାଜପଥ, ୬ ବର୍ଷରେ ୧୦୩୮ଜଣଙ୍କ ମୃତ୍ୟୁ…
- ସ୍ଲିପର୍ କୋଚ୍ ବସ୍ ପାଇଁ ନୂଆ ନିୟମ; ମନା ଇଚ୍ଛା କରିପାରିବେନି…
- ରାଜ୍ୟର ୪୭ଟି ଆଇଟିଆଇ ହେବ ସେଣ୍ଟର ଅଫ୍ ଏକ୍ସେଲେନସ, ୯ଟି ଆଇଟିଆଇରେ ହେବ AI ଲ୍ୟାବ୍: ମୁଖ୍ୟମନ୍ତ୍ରୀ
- ଲାଗୁ ହେବ ପିଏମ୍-ରାହତ ଯୋଜନା; ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ଦେବେ ଏତିକି ଟଙ୍କା…
- ବିମାନବନ୍ଦର କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ ସିଆଇଏସଏଫ କର୍ମୀ, ସବୁଠି ପ୍ରଶଂସା
Comments are closed.