ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବସ୍ ସେବା ଆରମ୍ଭ । ଓଡ଼ିଶା ସରକାରଙ୍କ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବସ୍ ଭଡ଼ାକୁ ନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ କରିଛନ୍ତି ।
ଗୁରୁବାର ଠାରୁ ରାଜ୍ୟରେ ବସ୍ ସେବା ପୁଣି ଥରେ ଆରମ୍ଭ ହୋଇଥିବା ବେଳେ ସମସ୍ତ ଯାତ୍ରୀ ବସ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ । ଏଥିସହିତ ବସରେ ଯେତୋଟି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ ।
ଅଧିକ ପଢନ୍ତୁ: ମାନିଗଲା ମାଲିକ ସଂଘ , ଗୁରୁବାର ଠାରୁ ଗଡିବ ଘରୋଇ ବସ୍
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ରେଟ୍ ଚାର୍ଟ ନେଇ ସୂଚନା ଦିଆଯାଇଛି ।
The bus fare was last revised on 21.3.2020 and the fare is still in force. The fare between different towns for different category of buses is attached for the benefit of passengers. pic.twitter.com/Wx365w96He
— STA Odisha (@STAOdisha) May 27, 2020
Comments are closed.