Latest Odisha News

BREAKING NEWS

ଆଜିଠୁଁ ବସ୍ ସେବା ଆରମ୍ଭ; ଦେଖନ୍ତୁ, ବରମୁଣ୍ଡା ବସଷ୍ଟାଣ୍ଡରୁ ସମସ୍ତ ଜିଲ୍ଲାକୁ ରେଟ୍ ଚାର୍ଟ୍‌

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବସ୍ ସେବା ଆରମ୍ଭ । ଓଡ଼ିଶା ସରକାରଙ୍କ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବସ୍ ଭଡ଼ାକୁ ନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ କରିଛନ୍ତି ।

ଗୁରୁବାର ଠାରୁ ରାଜ୍ୟରେ ବସ୍ ସେବା ପୁଣି ଥରେ ଆରମ୍ଭ ହୋଇଥିବା ବେଳେ ସମସ୍ତ ଯାତ୍ରୀ ବସ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ । ଏଥିସହିତ ବସରେ ଯେତୋଟି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ ।

ଅଧିକ ପଢନ୍ତୁ: ମାନିଗଲା ମାଲିକ ସଂଘ , ଗୁରୁବାର ଠାରୁ ଗଡିବ ଘରୋଇ ବସ୍‌

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ରେଟ୍ ଚାର୍ଟ ନେଇ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.