Latest Odisha News

BREAKING NEWS

ଦୁର୍ଘଟଣାଗସ୍ତ ହେଲା ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ୍: ୭ ଗୁରୁତର

ବାଲେଶ୍ବର: ପୁଣି ଦୁର୍ଘଟଣାଗସ୍ତ ହୋଇଛି ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ ।

ମିଳିଥିବା ସୂଚନା ଅନୁସାରର, ପ୍ରବାସୀଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ବାଲେଶ୍ଵର ଜିଲ୍ଲା ବସ୍ତା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଗସ୍ତ ହୋଇଛି । ଏହି ବସଟିକୁ ଏକ ଟ୍ରକ ପଛପଟୁ ପିଟିଥିବା ସୂଚନା ମିଳିଛି । ଏଥିରେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇଛି ।

Leave A Reply

Your email address will not be published.