ନୂଆଦିଲ୍ଲୀ: ମଣିପୁରରେ ବଜେପିର ବାଜିମାତ । ମଣିପୁର ଆସନ ସଖଲ କଲା ଭାରତୀୟ ଜନତା ପାର୍ଟି । ମଣିପୁର ବିଧାନସଭାର ୪ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ ୱାଙ୍ଗୋଇ ଆସନରୁ ବାଜିମାତ କରିଛନ୍ତି । ନଭେମ୍ବର ୭ରେ ମଣିପୁରରେ ୫ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଳା ।
BREAKING NEWS
- ରୋହିତଙ୍କୁ ଆଇପିଏଲରେ ନାକେଦମ କରନ୍ତି ଏହି ବୋଲର
- ଘୋଷଣା ହେଲା ଓଡିଆ ଫିଲ୍ମ ‘ଚକ୍ରାନ୍ତ’ର ଟାଇଟଲ
- ଭାଙ୍ଗୁଛି ମାଓ ଗଡ; ଆତ୍ମସମର୍ପଣ କଲେ ୬୪ ଜଣ ମାଓବାଦୀ
- ମହାକାଶରେ ନାଚିଲେ ସୁନୀତା, ଭିଡିଓ ଦେଖିଲେ ଖୁସି ହୋଇଯିବେ
- ଅମିତ ରୋହିଦାସଙ୍କୁ ପ୍ରଗତ ସିଂ ଆୱାର୍ଡ
- ପ୍ରବଳ ତାତିରୁ ଆଶ୍ବସ୍ତି, ପ୍ରବଳ ପବନ ସହ ହେଲା ବର୍ଷା
- ଆଗରେ ବସିବାର ଯୋଗ୍ୟତା ନାହିଁ; କାହିଁକି କ୍ଷୋଭ ପ୍ରକାଶ କଲେ ଜୟନାରାୟଣ..
- ୨୭ରେ ବିଧାନସଭା ଘେରିବ କଂଗ୍ରେସ: ନିଯୁକ୍ତ ହେଲେ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା
- ଆଇସିସି ସହିତ ଚାଲିଛି ଆଲୋଚନା, ସାଉଦି ଆରବରେ ହୋଇପାରେ ଆଉ ଏକ ମହା ଲିଗ
- ନକଲି ସାମ୍ବାଦିକଙ୍କ ଉପରେ ବର୍ଷିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; କହିଲେ, ଉଲଗ୍ନ କରି…
Comments are closed.