ଭୁବନେଶ୍ୱର: କେକକୁ ସୁସଜ୍ଜିତ ଏବଂ ଆକର୍ଷକ ଢ଼ଙ୍ଗରେ ଖାଇବାକୁ ସମସ୍ତେ ଚାହାନ୍ତି । ତେବେ ଏହାକୁ ଭିନ୍ନ ଭାବେ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲରେ ଅପରିସ୍କାର ଏବଂ ଅବିଶ୍ୱସନୀୟ ଢ଼ଙ୍ଗରେ ପରୋଷା ଯାଇଥାଏ । ଇଟାଲୀରେ ଏକ ରେଷ୍ଟୁରାଂଟରେ ଏ ଭଳି ନୂତନ ଶୈଳୀରେ କେକ ଦେଖିବାକୁ ମିଳିଥିଲା । ପ୍ରଥମ ଦେଖାରେ ଏହାକୁ ଖାଇବାକୁ ମନ ଡାକିବନି, କିନ୍ତୁ ଗୋଟିଏ ଚାମଚ ଖାଇବା ଆପଣ ଆଉ ସମ୍ଭାଳି ପାରିବେ ନାହିଁ ।
ଚପଲ ଉପରେ କାଦୁଆ ଲାଗିଲା ପରି ଶୈଳୀରେ କେକ ହେଉ କିମ୍ବା ମାସ୍କ ଭିତରେ ଥିବା ଆବର୍ଜନା ବସ୍ତୁ ସବୁ କିଛି ଏଠାରେ କେକ ରୂପରେ ଦେଖିବାକୁ ମିଳେ । ଅବଶ୍ୟ ହୋଟେଲର ଏହି ନୂତନ ଆଇଡିଆ ଯୋଗୁ ଏଠାରେ ବିକ୍ରି ଏବଂ ଅର୍ଡର ବୃଦ୍ଧି ପାଉଛି । ଦେଖାଯାଉ ଆମ ଓଡିଶାରେ ଏ ଭଳି କେକ କେବେ ଆସୁଛି ।
BREAKING NEWS
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
- ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ
- BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…
- ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ
- ତେହେରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୧୦ ଇରାନୀ ଲ୍ୟାଣ୍ଡମାଇନ୍ ନଷ୍ଟ କଲା ଆମେରିକା
- Special flights to the Middle East: ଘରକୁ ଫେରିବେ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଭାରତୀୟ, ଆଜିଠୁ ପୁଣି ଆରମ୍ଭ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନ ସହିତ କଥା ହେଲେ ଜୟଶଙ୍କର
- US-Iran clash soars in Strait of Hormuz: ସମୁଦ୍ରରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ହର୍ମୁଜରେ ପ୍ରଣାଳୀରେ ମାଇନ୍ ବିଛାଉଛି ଇରାନ? କଡ଼ା ଚେତାବନୀ ଦେଲେ ଟ୍ରମ୍ପ
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ଆଶଙ୍କା
Comments are closed.