Latest Odisha News

BREAKING NEWS

ରାଜଧାନୀର ଏକ ହୋଟେଲ୍ ୱାଶରୁମରୁ ଜବତ ହେଲା ସିିସିଟିଭି କ୍ୟାମେରା !

ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲରେ ଥିବା ୱାଶରୁମ ମଧ୍ୟରୁ ଖଞ୍ଜା ଯାଇଥିବା ସିିସିଟିଭି କ୍ୟାମେରା ଜବତ ହୋଇଛି । ଆଇଆରସି ଭିଲେଜରେ ଥିବା ଏକ ହୋଟେଲରେ ଏହା ଥିବା କୌଣସି ସୂତ୍ରରୁ ଜାଣିପାରି ନୟାପଲ୍ଲୀ ପୋଲିସ ହୋଟେଲ ଉପରେ ଚଢଉ କରିଥିଲେ ।

ଭୁବନେଶ୍ୱର ଆଇଆରସି ଭିଲେଜ ଅନ୍ତର୍ଗତ ସାଇ ଆର୍ଯ୍ୟ ରେସିଡ଼େନସି ନାମକ ଏକ ହୋଟେଲରେ ଏଠାକୁ ଆସୁଥିବା ଗ୍ରାହକ ମାନଙ୍କ୍ୁ ବ୍ଲାକମେଲ କରିବାକୁ ଏହି ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡ଼ିଛି ।

ଏହି ହୋଟେଲରେ ବୁଧବାର ଦିନ ଚଢଉ ହୋଇଥିବା ବେଳେ ପୋଲିସ ଏହି ଘଟଣାରେ ୨ ଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।

Leave A Reply

Your email address will not be published.