ବାଲେଶ୍ୱର : ଗତକାଲି ବାଲେଶ୍ୱର ସମୁଦ୍ରକୂଳରେ ଦେଖାଦେଇଥିବା ଡଲଫିନ୍ ର ମୃତ ଦେହ ଉଦ୍ଧାର ହୋଇଛିା ମୃତ ଡଲଫିନ୍ ଭାସି ଭାସି ଆସି କୂଳରେ ଲାଗିଥିବା ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ମୃତ ଡଲଫିନକୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଡଲଫିନ୍ ଦେଖି ସ୍ଥାନୀୟ ଲୋକ ଓ ପିଲାମାନ ଡଲଫିନ୍ ସହ ସେଲ୍ଫି ନେଇଥିଲେ ।ଡଲଫିନ୍ ମୁଣ୍ଡରେ ଟ୍ରଲରେ ମାଡହୋଇ ଆଘାତ ଲାଗିଥିବା ଯୋଗୁଁ ସ୍ଥାନୀୟ ଧୀବର ମାନେ ଡଲଫିନକୁ ଚିକିତ୍ସା ମଧ୍ୟ କରିଥିଲେ । ଡଲଫିନ୍ ସମୁଦ୍ରକୁ ନଯିବାରୁ ଧୀବର ମାନେ ଭସାଇ ନେଇ ଡଲଫିନ୍ କୁ ଗଭୀର ସମୁଦ୍ରକୁ ଛାଡିଥିଲେ । ହେଲେ ଆଜି ସେହି ଡଲଫିନ୍ ର ମୃତ୍ୟୁ ଖବର ସାମ୍ନାକୁ ଆସିଛି।
BREAKING NEWS
- ବାପର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ
- ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା, ଆଉ ତାପରେ..
- ଦୁଲୀପ ଟ୍ରଫି ଫାଇନାଲ : ୫୮୪ ରନ୍ର ବିଶାଳ ଅଗ୍ରଣୀ ସହ ବିଜୟ ଦ୍ୱାରଦେଶରେ ଇଷ୍ଟ ଜୋନ
- ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ ପରିସରକୁ BCCI ଏବଂ ରାଜ୍ୟ ସଂଘଗୁଡ଼ିକ କାହିଁକି ଆସିବେ ନାହିଁ: ସୁପ୍ରିମକୋର୍ଟ
- ଓଡ଼ିଶାରେ ଜମି ଦୁର୍ନୀତି ରୋକିବାକୁ ନୂଆ ଫର୍ମୁଲା: କମ୍ପ୍ୟୁଟରାଇଜ୍ ହେବ ଭୂଦାନ ଜମି, ମୁକୁଳିବ ମନ୍ଦିର ସମ୍ପତ୍ତି
- ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୩ ମୃତ
- ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଶାସକ ଦଳର ମେଣ୍ଟ ନାମ ‘ସେକ୍ୟୁଲାର୍ ସୋସିଆଲ୍ ଜଷ୍ଟିସ୍ ଭିକ୍ଟ୍ରି ଆଲାଏନ୍ସ’
- ପ୍ରଥମ ଆଇଫୋନ୍ର ଦାମ୍ ଥିଲା ଏତିକି, ଜାଣନ୍ତୁ ଭାରତରେ କେଉଁ ମଡେଲ୍ ପ୍ରଥମେ ଆଣିଥିଲା ଆପଲ୍
- ବଡ଼ ପରଦାରେ ବି ହିଟ୍ ହେଲା ‘ମିର୍ଜାପୁର’: ୪ ଦିନରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା
- ପିତୃ ଦୋଷ କ’ଣ ଏବଂ ଏହା ଜୀବନ ଉପରେ କି ପ୍ରଭାବ ପକାଏ? ପିତୃ ପକ୍ଷରେ କରନ୍ତୁ ଏହି ସ୍ୱତନ୍ତ୍ର ପ୍ରତିକାର

Comments are closed.