Latest Odisha News
Browsing Category

ନିର୍ବାଚନ ୨୦୨୪

ମୋଦୀ ୩.୦; ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ଏହାପରେ ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ଭାବେ…

ଲୋକସଭାରେ ମହିଳା ପାଓ୍ବାର, ୨୦୧୯ ଠାରୁ କମିଛି ସଂଖ୍ୟା

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଏଥର ନିର୍ବାଚନ ସବୁଠୁ ରୋଚକ ଥିଲା । ବହୁ ଟାଣୁଆ ନେତା ମାଟି କାମୁଡି ପଡି ଥିବା ବେଳେ ଏଥର ନୂଆ ଚେହେରା ବାଜିମାତ୍ କରିଛନ୍ତି । ସେପଟେ ଦେଶ ତଥା ରାଜ୍ୟରେ ଚାଲିଛି ମୋଦୀ ଲହର । ଏଥର ଲୋକସଭାରେ ବିଜେପି ନେତୃତାଧିନ ଏନଡିଏ ବହୁମତ ଗ୍ରହଣ କରିଥିବା…

ହାରିଗଲେ ହେଭିଓ୍ବେଟ, ସବୁଠୁ ଅଧି୍କ ବିଜେଡି ନେତା

ଭୁବନେଶ୍ବର: ଓଡିଶାରେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ଟ୍ରେଣ୍ଡି ସରକାରଙ୍କୁ ଇତିହାସ କରିଦେଲା ବିଜେପି । ଯାହା କେବେ କେହି କଳ୍ପନା କରିନଥିଲେ ଆଜି ତାହା ବାସ୍ତବତାରେ ପରିଣତ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇତିହାସ ହୋଇଯାଇଛନ୍ତି । ଖାଲି ଯେ ଦଳୀୟ ହାର ହୋଇଛି…

ରେକର୍ଡ ବିଜୟ; ବାରଣାସୀରୁ ମୋଦୀ ଓ ଗାନ୍ଧିନଗରରୁ ଶାହା   

ନୂଆାଦିଲ୍ଲୀ: ଦେଶର ସବୁଠୁ ବଡ ନିର୍ବାଚନ ତଥା ରୋଚକ ନିର୍ବାଚନର ମଙ୍ଗଳବାର ଫଳାଫଳ ପ୍ରକାଶ ପାଇଛି । ଏହାରି ଭିତରେ ବାରଣାସୀରୁ ବଡ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବାରଣୀସୀରେ ମୋଟ ୬,୧୨,୯୭୦ ଖଣ୍ଡ ଭୋଟରେ ଜିତିଛନ୍ତି ମୋଦୀ । କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରାୟ…

ବାପାଙ୍କ ବଳରେ ବଳିୟାନ ହେଲେ ସୋଫିଆ, ଜିତିଲେ କଟକ-ବାରବାଟୀ

କଟକ: ବାପାଙ୍କ ଗଡରେ ବିଜୟୀ ହେଲେ ଝିଅ ସୋଫିଆ । କଟକ-ବାରବାଟୀ ବିଧାନସଭା ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ । ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭, ୯୭୪ ଭୋଟ ବ୍ୟବଧାନରେ ହରାଇଛନ୍ତି ସୋଫିଆ । ଦିନେ ବାପାଙ୍କର ଗଡ ଥିଲା…

ଗଡରେ ବିଜୟ ବଜାୟ ରଖିଲେ ବିଜୟଙ୍କ ପୁଅ, ପାଟକୁରାରେ ଶଙ୍ଖନାଦ

ପାଟକୁରା: ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି । ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ହେଉଛନ୍ତି ଅରବିନ୍ଦ ମହାପାତ୍ର ।…

ବରଗଡ ବିଧାନସଭାରେ ବିଜୟ ଧ୍ବଜା ଉଡାଇଲା ବିଜେପି

ବରଗଡ: ବରଗଡ ବିଧାନସଭା ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ୪, ୭୭୨ ଭୋଟରେ ବିଜେଡିକୁ ପରାସ୍ତ କଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଛନ୍ତି ଅଶ୍ବିନୀ । ଏବେ ଓଡିଶାରେ ଚାଲିଛି ବିଜେପି ଲହର । କାମ ଦେଇଛି ଓଡିଆ ଅସ୍ମିତା ପ୍ରସଙ୍ଗ । ଭୋଟ ଗଣତି ପ୍ରକ୍ରିୟାରେ…

ଧର୍ମଗଡରେ ବିଜେପିର ବାଜିମାତ୍, ଜିତିଲେ ସୁଧୀର ପଟ୍ଟଯୋଶୀ

ଧର୍ମଗଡ: ଧର୍ମଗଡରେ ଝଣ୍ଡା ପୋତିଲା ବିଜେପି । କଳାହାଣ୍ଡି ଧର୍ମଗଡ ବିଧାନସଭାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପଟ୍ଟଯୋଶୀ । ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ୧୮, ୬୮୫ ଭୋଟରେ ପରାସ୍ତ କରିଛନ୍ତି ବିଜେପିର ସୁଧିର ରଞ୍ଜନ ପଟ୍ଟଯୋଶୀ । ଏବେ ଓଡିଶାରେ ଚାଲିଛି…

ଦଶପଲ୍ଲା ବିଧାନସଭା ହାତେଇଲେ ବିଜେଡି ପ୍ରାର୍ଥୀ ରମେଶ

ଦଶପଲ୍ଲା: ଦଶପଲ୍ଲା ହାତେଇଲା ବିଜେଡି । ନୟାଗଡ ଦଶପଲ୍ଲା ବିଧାନସଭାରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା । ରାଜ୍ୟରେ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ଭିତରେ କେତେକାଂଶରେ କିଏ ବିଜୟୀ, ତାହା  ପ୍ରକାଶ ପାଇଯାଇଛି । ଅଧିକାଂଶ ବିଜେପି ଗଡ ଭାବେ ଅଧିକୃତ ହୋଇଥିବା…

ବହୁ ପଛରେ ମା-ପୁଅ, କୋରେଇରେ ଆକାଶ ଆଗରେ, ସମ୍ବଲପୁରରେ ଆଗୁଆ ଧର୍ମେନ୍ଦ୍ର

ସମ୍ବଲପୁର: ଲାଗୁଛି ଚାରିପାଞ୍ଜିରୁ ଯିବେ ବବି ଦାସ ଓରଫ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଗୋଟେ ପଟେ ନିଜ ଗଡ ଯାଜପୁର ଛାଡି ସମ୍ବଲପୁରରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ମାଆଙ୍କୁ ବିଜେଡି ଯାଜପୁର କୋରାଇରୁ ପ୍ରାର୍ଥୀ କରିଥିଲା । ହେଲେ ଏବେ ଗଣନା ଯାହା କହୁଛି ଦୁଇ ଆଡୁ ଘାଟାରେ…