Latest Odisha News

BREAKING NEWS

Browsing Category

Science

ମଣିଷ ପେଟରେ ଘୁଷୁରୀ କିଡ୍‌ନୀ

ଆମେରିକା: ବିଶ୍ୱର ପ୍ରଥମ ଘଟଣା । ଜଣେ ମଣିଷ ପେଟରେ ଘୁଷୁରୀର କିଡ୍‌ନୀ । ଆଜ୍ଞା ହଁ, ଜଣେ ୬୬ବର୍ଷୀୟ ବ୍ୟକ୍ତି ବଂଚିଛନ୍ତି ଘୁଷୁରୀର କିଡ୍‌ନୀରେ । ପ୍ରାୟ ୨୭୧ଦିନ ବା ୯ ମାସ ହେବ ବିନା ମଣିଷ କିଡନୀରେ ଭଲ ଅଛନ୍ତି । ଘୁଷୁରୀ କିଡନୀକୁ ଦେହରେ ରଖି ଜୀବନ ବଂଚିିଛନ୍ତି ବ୍ୟକ୍ତି ଜଣକ । ଏପରି…

HIV: ବଟିକା ଅପେକ୍ଷା ଇଂଜେକ୍ସନ ଭଲ !

ବ୍ୟୁରୋ: ଏଚଆଇଭି ଭାଇରସକୁ ମୂଳରୁ ଦମନ କରିବାର ନୂଆ ଅଧ୍ୟୟନ ସାମ୍ନାକୁ ଆସିଛିା ଏଣିକି ବଟିକା ନୁହେଁ ଏଚଆଇଭି ଇଂଜେକ୍ସନ ଭାଇରସକୁ ମୂଳୋତ୍ପାଟନ କରିବାରେ ହେବ ରାମ ବାଣ । ଦ ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଇଂଜେକ୍ସନ ନେଉଥିବା ଗୋଟେ ପ୍ରତିଶତ ଲୋକଙ୍କ ମଧ୍ୟରେ ୯୬…

ବୈଜ୍ଞାନିକଙ୍କ ମତ, ମସ୍ତିଷ୍କ ହେଉଛି ଦୁଇଟି ପୃଥକ ଅଙ୍ଗ

କାର୍ଲିଫର୍ଣ୍ଣିଆ : ମଣିଷ ଶରୀର ପାୱାର ହାଉସ ହେଉଛି ବ୍ରେନ୍ । ହେଲେ ଜାଣି ଆଶ୍ଚର୍ୟ୍ୟ ହେବେ, ଆମ ମସ୍ତିଷ୍କ ଗୋଟିଏ ନୁହେଁ, ବରଂ ୨ଟି ୃଥକ ଅଙ୍ଗ । ଷ୍ଟାନଫୋର୍ଡ ୟୁନିଭର୍ସିଟି ବୈଜ୍ଞାନିକଙ୍କ ନୂଆ ଗବେଷଣା ସାମ୍ନାକୁ ଆସିଛି । ଏପରି ବିଚିତ୍ର ଏବଂ ଚମକେଇ ଦେବା ପରି ତଥ୍ୟ ଶୁଣି ଆଶ୍ଚର୍ୟ୍ୟ…

LIVER TRANSPLANT ପରେ କାମ କରୁନି ଫୁସଫୁସ୍‌ !

ଡେନମାର୍କ : ଲିଭର ଟ୍ରାନ୍ସପ୍ଲାଂଟ ନେଇ ଆସିଛି ବଡ ଖବରା  ଅଧ୍ୟୟନରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏକ ସଫଳ ଯକୃତ ପ୍ରତିରୋପଣ ଜୀବନକୁ ଏକ ନୂଆ ଦିଗ ଦେଇପାରେ, ହେଲେ ଗବେଷକମାନେ ଦେଖିଛନ୍ତି ନୂଆ ସମସ୍ୟ।। ହ୍ରାସ ପାଇପାରେ ଫୁସଫୁସ୍ କାୟ୍ୟ ର୍ କ୍ଷମତ।। ୟାହା ଆରୋଗ୍ୟ ପ୍ରକ୍ରିୟାକୁ…

NEWBORN EXOPLANET: ଜ୍ୟୋତିର୍ବିଜ୍ଞାନୀଙ୍କ ନୂଆ ଆବିଷ୍କାର, ସୌରଜଗତ ବାହାରେ ଶିଶୁ-ଗ୍ରହ

ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ କମ୍ ବୟସର ଏକ୍ସୋପ୍ଲାନେଟ୍ ର ପତ୍ତା ପାଇଛନ୍ତି ଜ୍ୟୋତିର୍ବିଜ୍ଞାନୀା ଏହି ନବଜାତ ତଥା ଶିଶୁ ଗ୍ରହଟିକୁ ପୁରୁଣା ତଥ୍ୟଭଣ୍ଡାରରୁ ଆବିଷ୍କାର କରାୟାଇଥିବା ସୂଚନା ମିଳିଛି । ବୃହସ୍ପତି ସଦୃଶ ବିଶାଳ ଆକାରର ଏହି ନୂତନ ଆବିଷ୍କୃତ 'Elias 2-24 b' ଏକ…

Identical Quadruplets: ୨ କି ୩ ନୁହେଁ… ଏକାସାଙ୍ଗରେ ଜନ୍ମକଲେ ୪ ଝିଅ! ଅବିକଳ ଦେଖିବାକୁ ପୂରା ଏକା…

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ, ଡାକ୍ତର…ସମସ୍ତେ ଚକିତ! ଏକାସାଙ୍ଗରେ ଜନ୍ମ ନେଲେ ଅବିକଳ ୪ ଝିଅ! ବିଜ୍ଞାନ ଯାହାକୁ 'ଅତ୍ୟନ୍ତ ଦୁର୍ଲଭ' କହୁଛି, ତାହା ଅଷ୍ଟ୍ରେଲିଆରେ ସତରେ ଘଟିଛି। ଅଷ୍ଟ୍ରେଲିଆର ୩୪ ବର୍ଷୀୟା ଜେନିଟର ସାଉ ନାଆମୋଆନା ଏକାଥରେ ଚାରିଜଣ ଅବିକଳ ଦେଖାଯାଉଥିବା କନ୍ୟା…

International Women’s Day: ୨୦ ରୁ ୬୦ ବର୍ଷ ବୟସର ମହିଳାମାନେ ଆଜି ହିଁ କରନ୍ତୁ ଏହି ଡାକ୍ତରୀ…

ଭୁବନେଶ୍ଵର: ଯଦି ଆପଣ ଜଣେ ମହିଳା...ଆପଣଙ୍କ ବୟସ ୨୦ ରୁ ୬୦ ବର୍ଷ ମଧ୍ୟରେ ତେବେ ଆଜି ହିଁ କରନ୍ତୁ ଏହି ଯାଞ୍ଚ୍...ନିଜ ସ୍ୱାସ୍ଥ୍ୟର ରଖନ୍ତୁ ଧ୍ୟାନ...ତେବେ ସୁସ୍ଥ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ। ତଥାପି, ପାରିବାରିକ ଦାୟିତ୍ୱ ଯୋଗୁଁ ମହିଳାମାନେ…

NASA Scientist Warning: ଧ୍ଵଂସ ହୋଇଯିବ ଅନେକ ସହର!

ନୂଆଦିଲ୍ଲୀ: ଆସୁଛି ବଡ଼ ଭୂକମ୍ପ! ରଚାଇବ ଧ୍ଵଂସ ଲୀଳା! ମାଟିରେ ମିଶିଯିବ ବିଶ୍ଵର ଅନେକ ସହର! ଡରାଇଲାଣି ନାସା ନାସାର ଜଣେ ବୈଜ୍ଞାନିକ ପୃଥିବୀ ପାଇଁ ଏକ ଭୟଙ୍କର ଚେତାବନୀ ଜାରି କରିଛନ୍ତି। ନାସାର ଗ୍ରହ ପ୍ରତିରକ୍ଷା ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି ଯେ ପୃଥିବୀର ୧୫ ହଜାର…

Universe Destruction Signs: କିଛି ନୂଆ ବିପଦର ସଂକେତ ଦେଉଛି କି ମହାକାଶ? ସୂର୍ଯ୍ୟ ପରି ତାରାର ହଠାତ୍ ମଳିନ…

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡର ଗଭୀରତାରେ ଏକ ଅତ୍ୟନ୍ତ ଅଦ୍ଭୁତ ଘଟଣା ଘଟିଛି ଯାହା ବିଶ୍ୱବ୍ୟାପୀ ବୈଜ୍ଞାନିକମାନଙ୍କୁ ବିସ୍ମିତ କରିଛି। ପୃଥିବୀଠାରୁ ପ୍ରାୟ ୩୦୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ J0705+0612 ନାମକ ଏକ ତାରା ଆଲୋକ ହଠାତ୍ ୪୦ ଗୁଣକ ହ୍ରାସ ପାଇଛି। ଏହି ତାରା ଆମ ସୂର୍ଯ୍ୟ ସହିତ ବହୁତ…

Darkness For 6 Minutes: ୬ ମିନିଟ୍ ପାଇଁ ଅନ୍ଧାର ହୋଇଯିବ ପୃଥିବୀ!

ନୂଆଦିଲ୍ଲୀ: ସତ ହେବାକୁ ଯାଉଛି କି ମାଳିକା ବଚନ?...୧୦୦ ବର୍ଷରେ ପ୍ରଥମ ଥର...ଅନ୍ଧକାରମୟ ହୋଇଯିବ ଦୁନିଆ... ଦେଖାଯିବାକୁ ଯାଉଛି ୨୧ ଶତାବ୍ଦୀର ସବୁଠାରୁ ଦୀର୍ଘ ସୂର୍ଯ୍ୟଗ୍ରହଣ । ଏହି ଦିନ, ପୃଥିବୀ ୬ ମିନିଟ୍ ପାଇଁ ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡ଼ିଯିବ। ଏହି ତାରିଖ ବିଶ୍ୱ…