Latest Odisha News

BREAKING NEWS

Browsing Category

ନିର୍ବାଚନ ୨୦୨୪

ବାପାଙ୍କ ଗଡରେ ଝିଅର ପରାଜୟ, ଝାରୁସୁଗୁଡାରେ ଫୁଟିଲା ପଦ୍ମ

ଝାରସୁଗୁଡା: ବାପାଙ୍କ ଗଡରେ ପରାସ୍ତ ହେଲେ ଝିଅ ଦୀପାଳି । ପଦ୍ମ ହାତକୁ ଗଲା ଝାରୁସୁଗୁଡା । ଝାରୁସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ହରାଇଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ବାପା ନବକିଶୋର ଦାସଙ୍କ ହତ୍ୟା ଘଟଣା ପରେ ଗତବର୍ଷ ଝାରସୁଗୁଡା…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ଆଗରେ

କଣ୍ଟାବାଜି: କଣ୍ଟାବାଞ୍ଜିରେ ଟ୍ରାକକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖାପାଖୀ ୮୦୦ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ଆଗରେ ଅଛନ୍ତି । ପ୍ରଥମରୁ ହିଁ ନବୀନ ପଛରେ ପଡିଥିବା ବେଳେ ଏବେ କଣ୍ଟାବାଞ୍ଜିରେ ଲିଡ୍ କରୁଛନ୍ତି ନବୀନ ପଟ୍ଟନାୟକ । ସେହିପରି ଗଞ୍ଜାମ…

ଚାଲିଛି ଭୋଟ ଗଣତି, ପଛରେ ପଡିଛନ୍ତି ବହୁ ହେଭିଓ୍ବେଟ

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ସବୁଠି ଲିଡ୍ କରୁଛି ବିଜେପି । ଏହାରି ଭିତରେ ଆରମ୍ଭ ହୋଗଲାଣି ପଞ୍ଚମ ରାଉଣ୍ଡ । ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଅନେକ ହେଭିଓ୍ବେଟ ନେତା ଫଛରେ ରହିଛନ୍ତି । ଏହାରି ଭିତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ରାଉଣ୍ଡ ସୁଦ୍ଧା…

ତୃତୀୟ ରାଉଣ୍ଡ ସୁଦ୍ଧା ଓଡିଶା ଲୋକସଭାରେ; ବିଜେପିର ୧୮, ବିଜେଡି ୨, କଂଗ୍ରେସ ୧

ଭୁବନେଶ୍ବର: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେପି । ଲୋକସଭା ଆସନରେ ଏଥର ରେକର୍ଡ ସଂଖ୍ୟକ ଭୋଟ ହାତେଇପାରେ ବିଜେପି । ବର୍ତମାନ ସୁଦ୍ଧା ବିଜେପି ୧୮ ଟି ଆସନରେ ଲିଡ୍ କରୁଥିବା ବେଳେ ବିଜେଡି ୨ଟି ଓ କଂଗ୍ରେସ ଗୋଟିଏରେ ଲିଡ୍ କରୁଛି । ଦେଖନ୍ତୁ ଓଡିଶା ଲୋକସଭାରେ ଏଯାବତ କିଏ…

ଓଡିଶା ବିଧାନସଭାରେ ଆଗୁଆ ବିଜେପି, ବାଜି ପଲାଟାଇ ପାରିବ ତ ବିଜେଡି?

ଭୁବନେଶ୍ବର: ଓଡିଶା ବିଧାନସଭାରେ ହଇଚଇ । ପ୍ରାଥମିକ ପର୍ଯ୍ୟାୟରେ ଲିଡ୍ କରୁଛି ମୋଦୀ ମ୍ୟାଜିକ । ଏଯାବତ ହାତେଇଲାଣି ୬୦ ଆସନ । ସେପଟେ ବିଜେଡି ଏପର୍ଯ୍ୟନ୍ତ ୩୭ ଟି ଆସନ ଗ୍ରହଣ କରିଛନ୍ତି । ଏଥି ସହିତ କଂଗ୍ରେସ ୧୦ ଟି ଆସନ ଗ୍ରହଣ କରିଛି । ଯାହା ଏବେ ୨୫ ବର୍ଷର ସରକାରକୁ ଦୋହଲାଇ ପାରେ…

ଓଡିଶା ଲୋକସଭାରେ ବି ଦୌଡରେ ଆଗୁଆ ବିଜେପି

ଭୁବନେଶ୍ବର: ବଡ ବାଜି ମାରିଲାଣି ବିଜେପି । ଦେଶ ତ ଦେଶ ଏବେ ରାଜ୍ୟରେ ବି ପ୍ରାଥମିକ ପ୍ରର୍ଯ୍ୟାୟରେ ଟ୍ରେଣ୍ଡ କରୁଛି । ଦେଶରେ ମୋଦୀ ଲହର ପୂବାନୁମାନ କରାଯାଇଥିବା ବେଳେ ରାଜ୍ୟରେ ଏବେ ଅଧିକ କ୍ଷେତ୍ରରେ ବିଜେପି ଆଗୁଆ ରହିଥିବା ଦେଖାଦେଇଛି । ଓଡିଶା ବିଧାନସଭାରେ ୫୦ ରୁ ଅଧିକ ଆସନରେ…

ପୁରୀ ଓ ଭୁବନେଶ୍ବର ମଧ୍ୟରେ ଲିଡ୍ କରୁଛି  ବିଜେପି

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭୋଟ ଗଣତି । କେନ୍ଦ୍ରରେ ବିଜେପି ଆଗୁଆ ଥିବା ବେଳେ ରାଜ୍ୟରେ ଏବେ ପୁରୀ ବିଧାନସଭାରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା ମିଳୁଛି । ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ସୂଚନା ମିଳିଛି । ସେହିପରି…

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ଆଜି ୨୦୧୯ ବିଧାନସଭା ଭଙ୍ଗ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ…

ମୋଦି ୩.୦ରେ ସାମିଲ ହେବେ ଉଦ୍ଧବ ଠାକରେ?, ଭବିଷ୍ୟବାଣୀ କଲେ ରବି ରାଣା….

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଆସନ୍ତାକାଲି ଅର୍ଥାତ ଜୁନ୍ ୪ରେ ବାହାରିବ ଫଳ । ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା  । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ହାତ ମିଳାଇବେ ବୋଲି କହି ସେ ଦୃଢୋକ୍ତି…

ମତଦାନକୁ ନେଇ ବିଶ୍ବରେ ରେକର୍ଡ କଲା ଭାରତ, ୨୦୧୯ ଅପେକ୍ଷା ଅଧିକ ମହିଳା ଭୋଟର

ନୂଆଦିଲ୍ଲୀ: ସରିଯାଇଛି ଗଣତନ୍ତ୍ରର ମହାପର୍ବ । ଆସନ୍ତାକାଲି ବାହାରିବ ପରିଣାମ । ଏହାରି ଭିତରେ ପ୍ରେସମିଟ କରିଛନ୍ତି ଭାରତୀୟ ନିର୍ବାଚନ ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଏଥର ଲୋକ ସଭା ନିର୍ବାଚନରେ ୬୪.୨କୋଟି ଲୋକ…