Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଫୋନର ଏହି ପାସୱାର୍ଡକୁ ଭୁଲରେ ବି ରଖନ୍ତୁ ନାହିଁ, ପର୍ସନାଲ ଡାଟା ହେବ ହ୍ୟାକ୍

ଭୁବନେଶ୍ବର:ଆପଣଙ୍କ ପାସୱାର୍ଡ କେତେ ସୁରକ୍ଷିତ ତାହା ଆପଣ ଜାଣନ୍ତି କି? କିଛି ପାସୱାର୍ଡ ଏତେ ଦୁର୍ବଳ ଥାଏ ଯେ ସେଗୁଡିକ ସହଜରେ ହ୍ୟାକ୍ ହୋଇପାରେ । କିନ୍ତୁ ପାସୱାର୍ଡ ତିଆରି କରିବା ପୂର୍ବରୁ, ଏହା କେତେ ଷ୍ଟ୍ରଙ୍ଗ ତାହା ବିଷୟରେ ଆମେ କେବେ ଚିନ୍ତା କରୁ କି? ସରକାର ମଧ୍ୟ ଏ ବିଷୟରେ ସୂଚନା…

ଜାଣତ କିମ୍ବା ଅଜାଣତରେ ରାତିରେ ଅନୁସରଣ କରୁଛନ୍ତି କି ଏହି ଅଭ୍ୟାସ? ସ୍ୱାସ୍ଥ୍ୟ ପ୍ରତି ହୋଇପାରେ ବିପଦ

ଦୈନନ୍ଦିନ ଜୀବନରେ ଅନୁସରଣ କରାଯାଉଥିବା କିଛି ଅଭ୍ୟାସ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବା ଆରମ୍ଭ କରେ ଏବଂ ଆପଣ ଏହା ବିଷୟରେ ମଧ୍ୟ ଅବଗତ ନୁହଁନ୍ତି। ଯଦି ଆପଣ ମଧ୍ୟ ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣ ରାତିରେ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍।…

ଷ୍ଟାଇଲିସ୍‌ ଲୁକ୍ ପାଇଁ ସାଲ୍ କୁ ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ପ୍ରବଳ ଥଣ୍ଡାରୁ ରକ୍ଷାକରେ ସାଲ୍ । ଆଜିର କଥା ନୁହେଁ କେତେ ପିଢି ତଳୁ ସାଲ୍ ଫ୍ୟାସନ ଚାଲିଆସିଛି, ଆଗକୁ ମଧ୍ୟ ଚାଲିବ । ସାଲ୍ ଆଜିର ଯୁବପିଢିଙ୍କ ମଧ୍ୟରେ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛି । ସାଲ୍ ଷ୍ଟାଇଲିସ୍‌ ଲୁକ୍ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସାଲ୍ କୁ କିପରି…

ଶନିବାର ଘରକୁ ଏହି ଜିନଷ ଆଣନ୍ତୁ ନାହିଁ..

ଭୁବନେଶ୍ବର:ନୂଆବର୍ଷ ଆରମ୍ଭ ହୋଇଯାଇଛି । ନବବର୍ଷରେ ପୂରା ବର୍ଷଟି ଭଲ ଯାଉ ସେଥିପାଇଁ ଧ୍ୟାନ ରଖନ୍ତୁ ଶନିବାର ଦିନ କିଛି ଜିନିଷ ଘରକୁ ଆଣନ୍ତୁ ନାହିଁ । -ଶନିବାର ଦିନ ଲୁଣ କିଣନ୍ତୁ ନାହିଁ । ଏହି ଦିନ ଲୁଣ କିଣିଲେ ଆର୍ଥିକ ସମସ୍ୟା ଓ ଧନ ଅଭାବ ଲାଗି ରହେ ବୋଲି କୁହାଯାଏ । -ସେହିପରି…

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଆରବିଆଇ ଦ୍ୱାରା କେଉଁ ନୋଟ୍ ମୁଦ୍ରିତ ହୋଇଥିଲା?

ନୂଆଦିଲ୍ଲୀ: ଆଜି ଭାରତରେ ସର୍ବାଧିକ ପ୍ରଚଳିତ ନୋଟ୍ ହେଉଛି ୧୦ ଟଙ୍କା, ୨୦, ୫୦, ୧୦୦ ଏବଂ ୫୦୦ ଟଙ୍କା। କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଭାରତ ସ୍ୱାଧୀନ ହେଲା ସେତେବେଳେ ଆରବିଆଇ ଦ୍ୱାରା ଜାରି ହୋଇଥିବା ପ୍ରଥମ ନୋଟ୍ କେଉଁଟି ଥିଲା? ଆଜି ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ଚିତ୍ର ସମସ୍ତ…

ମହାକାଶରୁ ଖସିଥିବା ୫୦୦ କେଜି ରିଙ୍ଗ ଏବେ କାହାର ସମ୍ପତ୍ତି?

ନୂଆଦିଲ୍ଲୀ: କେନିଆର ଏକ ଗାଁରେ ଏକ ରିଙ୍ଗ ଆକୃତିର ବଡ଼ ବସ୍ତୁ ମହାକାଶରୁ ଖସି ପଡିଥିବା ଦାବି କରାଯାଉଛି। ସୂଚନା ଅନୁଯାୟୀ, ଡିସେମ୍ବର ୩୦ ତାରିଖରେ କେନିଆର ଦକ୍ଷିଣ ଭାଗରେ ଅବସ୍ଥିତ ମାକୁନି ଜିଲ୍ଲାର ମୁକୁକୁ ଗ୍ରାମରେ ଏକ ବଡ ଧାତୁ ରିଙ୍ଗ ଆକାଶରୁ ଖସିପଡିଥିଲା। ଗାଁର ଲୋକମାନେ ଏହି…

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ୪୩୬ଟଙ୍କା ପ୍ରିମିୟମରେ ମିଳୁଛି ଏତେ ଲକ୍ଷର ବୀମା..

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହେଉଛି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା (PMJJBY) । ଏହି ଯୋଜନା ୨୦୧୫ରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ୪୩୬ ଟଙ୍କା ପ୍ରିମିୟମରେ ୨ଲକ୍ଷ ଟଙ୍କା କଭର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା…

କରନ୍ତୁ ପଶ୍ଚିମୋତାଶନ ଆସନ, ପେଟର ଚର୍ବି ହେବ କମ୍

ଭୁବନେଶ୍ବର: ପଶ୍ଚିମୋତାଶନର ନାମ ପଶ୍ଚିମ ଏବଂ ଉତ୍ତାନ ଶବ୍ଦ ମିଶିକି ହୋଇଛି । ପଶ୍ଚିମ ଅର୍ଥାତ୍ ପଶ୍ଚିମ ଦିଗ କିମ୍ବା ଶରୀରର ପଛ ଭାଗ ଏବଂ ଉତ୍ତାନର ଅର୍ଥ ଟାଣି ହେବା । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ, ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମୋତାଶନ କରିବାର ପଦ୍ଧତି, ଏହାର ଉପକାର ଏବଂ ସତର୍କତା…

ବିଶ୍ବ ପକ୍ଷୀ ଦିବସ, ଲୋପ ପାଇଲେଣି ବିରଳ ପକ୍ଷୀ

ଭୁବନେଶ୍ଵର: ଶୀତ ଋତୁ ଆସିବା କ୍ଷଣି ଲୋକଙ୍କ ମନରେ ଯେପରି ଖୁସି ଖେଳିଯାଏ ପକ୍ଷୀମାନଙ୍କ ମନରେ ମଧ୍ୟ ସେମିତି ଖୁସି ଖେଳିଯାଏ । ବ୍ୟସ୍ତବହୁଳ ଜୀବନ ଭିତରୁ ବାହାରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବର୍ଷ ସାରା ଏହି ଶୀତ ଋତୁ କି ଅପେକ୍ଷା କରିଥାନ୍ତି ପର୍ଯ୍ୟଟକ । ସେହିପରି ଶୀତ…

ବାସ୍ତୁ ଟିପ୍ସ: କର୍ପୂର ଆଳତି କଲେ ଘରକୁ ଆସେ ସୁଖଶାନ୍ତି

ଭୁବନେଶ୍ବର: ଆମର ହିନ୍ଦୁଧର୍ମରେ ପୂଜାବେଳେ କର୍ପୂର ଆଳତି କରାଯାଏ । ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଆଳତି କରୁ । ବାସ୍ତୁ ଶାସ୍ତ୍ର ହିସାବରେ କର୍ପୂର ଜଳାଇବା ଦ୍ୱାରା ଘରୁ ସକାରାତ୍ମକ ପ୍ରଭାବ ଘରେ ପଡିଥାଏ । ଆସନ୍ତୁ ଜାଣିବା କର୍ପୂର ଆଳତି ଦ୍ବାରା କଣ ଲାଭ ମିଳେ.. -କର୍ପୂର ଆଳତି…