Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀ ଭାଗବତ ସାର ୧୨୮: ଅସୁସ୍ଥ କୃଷ୍ଣଙ୍କୁ ସୁସ୍ଥ କରିବା ପାଇଁ ଗୋପୀମାନେ ନିଜ ନିଜର ପାଦ ଧୂଳି ପ୍ରଦାନ କରି ନର୍କଗାମୀ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କୃଷ୍ଣଭକ୍ତି ରସ ସହିତ ଗୋପୀ ପ୍ରେମ ରସରେ ଭରପୁର ଅଟେ। ସେଥିପାଇଁ ଗୋପୀ ଭକ୍ତି ଭାବକୁ ସାଧାରଣରେ "କାମ ରୁପା" ବୋଲି ବିବେଚନା କରାଯାଏ। ରୂପ ଗୋସ୍ୱାମୀ କହିଛନ୍ତି "ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ ପ୍ରଥାମ"।…

ଏହି ୫ଜଣ ପଇଡ଼ ପାଣି ପିଇବା ନିହାତି ଜରୁରୀ…

ଭୁବନେଶ୍ବର: ଯଦି ଆପଣ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବାକୁ ଚାହାଁନ୍ତି, ତେବେ ଆପଣ ପଇଡ ପାଣି ସେବନ କରିପାରିବେ। ପଇଡ ପାଣିକୁ ପୋ।ଷଣର ଭଣ୍ଡାର କୁହାଯାଏ। କାରଣ ଏଥିରେ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଇଲେକ୍ଟ୍ରୋଲାଇଟ୍ସ ରହିଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ…

ବନ୍ଦ ହେଇଯିବ ମାଇକ୍ରୋସଫ୍ଟ ଲେନ୍ସ ଆପ୍;କମ୍ପାନୀ ୟୁଜରଙ୍କୁ ଏହି ଆପ୍ ବ୍ୟବହାର ପାଇଁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟ ସ୍କାନ କରିବା ପାଇଁ ବ୍ୟବହୃତ ମାଇକ୍ରୋସଫ୍ଟର ଲୋକପ୍ରିୟ ଆପ୍ - ମାଇକ୍ରୋସଫ୍ଟ ଲେନ୍ସ ବନ୍ଦ ହେବାକୁ ଯାଉଛି। ଆଣ୍ଡ୍ରଏଡ୍ ସହିତ, ଆପଲ୍ ବ୍ୟବହାରକାରୀମାନେ ମଧ୍ୟ ଏବେ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୫ ତାରିଖରୁ ଆପ୍ ବନ୍ଦ କରିବା…

ଜଣେ ମଧୁମେହ ରୋଗୀଙ୍କ ଠାରେ ଡିପ୍ରେସନର ଆଶଙ୍କା କାହିଁକି ବଢ଼ିଯାଏ?

ଭୁବନେଶ୍ବର: ମଧୁମେହ କେବଳ ରକ୍ତ ଶର୍କରାକୁ ପ୍ରଭାବିତ କରୁଥିବା ଏକ ରୋଗ ନୁହେଁ, ବରଂ ଏହା ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ଗବେଷଣାରୁ ଜଣାପଡିଛି ଯେ ମଧୁମେହ ରୋଗୀଙ୍କଠାରେ ସାଧାରଣ ଲୋକଙ୍କ ତୁଳନାରେ ଅବସାଦର ଆଶଙ୍କା ପ୍ରାୟ ଦୁଇଗୁଣ ଅଧିକ ଥାଏ। ଏହା…

CBC ଟେଷ୍ଟ କ’ଣ?ଏହା ଶରୀରର କେଉଁ ରୋଗ ବିଷୟରେ ଜଣାଏ…

ଭୁବନେଶ୍ବର: ପ୍ରାୟତଃ ଯେତେବେଳେ ଆମେ କୌଣସି ଛୋଟ କିମ୍ବା ବଡ଼ ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଯାଉ, ସେ ଆମକୁ ଏକ ଟେଷ୍ଟ କରିବାକୁ କୁହନ୍ତି , ସେହି ଟେଷ୍ଟ ହେଲା CBC ଟେଷ୍ଟ (complete Blood Count Tes)। ଅନେକ ଲୋକ ଏହାକୁ କେବଳ ଏକ ରକ୍ତ ପରୀକ୍ଷା ଭାବି ଏହାକୁ କରାଇଥାନ୍ତି, କିନ୍ତୁ…

ଶ୍ରୀ ଭାଗବତ ସାର ୧୨୭: ବ୍ରଜବାସୀ ଗୋପୀ ମାନଙ୍କ ପଖାତର ରାଗାନୁଗା ଭକ୍ତି ଦେଖାଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ ବର୍ଣନାରେ ଭକ୍ତ ମାନଙ୍କଠାରେ ଦୁଇ ପ୍ରକାର ଭକ୍ତି ଦେଖାଯାଏ। ଯଥା ବୈଧୀ ଓ ରାଗାନୁଗା ଭକ୍ତି। ଆମେ ଦୁଇଟି ଯାକ ଭକ୍ତିର ସ୍ୱରୂପ ଗତ ଅଧ୍ୟାୟରେ ଆଲୋଚନା କରିସାରିଛେ ଓ ଏହା ବି ଜାଣିଛେ ବ୍ରଜବାସୀ…

ଅଲ୍ଟ୍ରାସୋନିକ୍ ଥେରାପି କ’ଣ? ଏହା ସାହାଯ୍ୟରେ କେଉଁ ରୋଗର ଚିକିତ୍ସା କରାଯାଏ?

ଭୁବନେଶ୍ବର: ଅଲ୍ଟ୍ରାସୋନିକ ଥେରାପି(ସର୍ଜରୀ ହୋଇନଥାଏ) ଏକ ଫିଜିଓଥେରାପି କୌଶଳ ଯାହା ହାଇ ଫ୍ରିକ୍ବେନସି ସାଉଣ୍ଡ ତରଙ୍ଗ ବ୍ୟବହାର କରି ଶରୀରର ଟିସୁଗୁଡ଼ିକୁ ସୁସ୍ଥ କରିବାରେ ସାହାଯ୍ୟ କରେ। ଏହା ବିଶେଷକରି ମାଂସପେଶୀ ଏବଂ ଗଣ୍ଠିର ଗଭୀର ଆଘାତ ସୁସ୍ଥ କରିବା ପାଇଁ ବ୍ୟବହୃତ ହୁଏ। ଏଥିରେ,…

ପିଲାମାନଙ୍କ ହାଡ଼ ଦୁର୍ବଳ ହେବାର କାରଣ କ’ଣ…?

ଭୁବନେଶ୍ବର: ପୂର୍ବରୁ ପିଲାମାନେ ସାରା ଦିନ ବାହାରେ ଖେଳୁଥିଲେ, ଗଛ ଚଢ଼ୁଥିଲେ, ଡିଆଁକୁଦା କରୁଥିଲେ ; ସେମାନଙ୍କର ହାଡ଼ ମଜବୁତ ରହୁଥିଲା। କିନ୍ତୁ ଏବେ ସାମାନ୍ୟ ଆଘାତରେ କେତେବେଳେ ହାତରେ, ଗୋଡରେ ପ୍ଲାଷ୍ଟର ଲାଗୁଛି । ବାପାମାଆମାନେ ପ୍ରାୟତଃ ଭାବନ୍ତି ଯେ ଏପରି କାହିଁକି ହେଉଛି, ସେମାନେ…

ସୁଖ,ସମୃଦ୍ଧି ଏବଂ ଧନ ପାଇଁ, ଘରେ ଏହି ୩ଟି ପେଟିଙ୍ଗ ଲଗାନ୍ତୁ!

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଯାହା ସାହାଯ୍ୟରେ ଆମେ ଘର, ଅଫିସ୍, ମନ୍ଦିର କିମ୍ବା ଯେକୌଣସି ସ୍ଥାନର ନିର୍ମାଣ ଏବଂ ଡିଜାଇନ୍ କିପରି ହେବା ଉଚିତ ତାହା ଜାଣିପାରିବା। ଏହା ସହିତ ଆମେ ବାସ୍ତୁ ଶାସ୍ତ୍ର ମାଧ୍ୟମରେ ଜାଣିପାରିବା ଯେ, ଘରେ କ'ଣ ରଖିବା ଉଚିତ ଏବଂ…

କାଢା ତିଆରି ପାଇଁ ରାମ ନା ଶ୍ୟାମ ତୁଳସୀ ଅଧିକ ଲାଭଦାୟକ?

ଭୁବନେଶ୍ବର: ତୁଳସୀ ଗଛର କେବଳ ଧାର୍ମିକ ମହତ୍ତ୍ୱ ନାହିଁ, ବରଂ ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ । ସେଥିମଧ୍ୟରୁ ତୁଳସୀ କାଢା, ଯାହାକୁ ଅଧିକାଂଶ ଲୋକ ପିଇଥାନ୍ତି । କାରଣ ଏହା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ତୁଳସୀ (ରାମ ଏବଂ ଶ୍ୟାମା…