Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୋଲାପୀ ରଙ୍ଗର ଚାଦରରେ ଘୋଡେଇ ହୋଇଛି ମାୟାନଗରୀ, ସୃଷ୍ଟି କରୁଛି ବିଦେଶର ଭ୍ରମ

ମୁମ୍ବାଇ: ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଇଷ୍ଟର୍ଣ୍ଣ ଏକ୍ସପ୍ରେସୱେରେ ଗୋଲାପୀ ରଙ୍ଗର ସୁନ୍ଦରତା ଖେଳିଯାଇଛି । ଏଠାକାର ଦୃଶ୍ୟ ଦେଖି ଆପଣ ଅନୁଭବ କରିବେ ଯେପରି ଆପଣ ଏକ ବିଦେଶକୁ ଆସିଛନ୍ତି । ସୁନ୍ଦର ଗୋଲାପୀ ରଙ୍ଗର ଫୁଲ ଥିବା ଗଛଗୁଡିକ ମୁମ୍ବାଇର ବିକ୍ରୋଲିରେ ଲଗାଯାଇଛି,…

କୋଲେଷ୍ଟ୍ରଲ ଏବଂ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବ ‘ଅଳସୀ ମଞ୍ଜି’

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତରେ ଆୟୁର୍ବେଦିକ ଔଷଧରେ ଅଳସୀ ମଞ୍ଜି (ଫ୍ଲେକ୍ସସିଡ୍) ବ୍ୟବହାର କରାଯାଏ | ମଞ୍ଜି, ତେଲ, ପାଉଡର, ବଟିକା, କ୍ୟାପସୁଲ ଏବଂ ଅଟା ଆକାରରେ ଅଳସୀ ଉପଲବ୍ଧ | କୋଷ୍ଠ କାଠିନ୍ୟ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ହୃଦ ରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା…

ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ ଏଥର ଯିବା ଦେଓଝର…

ଭୁବନେଶ୍ଵର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା । ପ୍ରକୃତି ତା’ର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଓଡ଼ିଶା ଉପରେ ଅଜାଡ଼ି ଦେଇଛି । ଯାହା ନଦେଖିଲେ ଆଖିକୁ ବିଶ୍ୱାସ ହେବନାହିଁ । ପର୍ଯ୍ୟଟନ ଋତୁର ଆଗମନରେ ପୁରୁଣା ବର୍ଷର କିଛି ସ୍ମୃତି ସାଉଁଟିବା ପାଇଁ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ…

କାହିଁକି ଶିଶୁ ଜନ୍ମ ପରେ ଘରେ ବନ୍ଦ ରହେ ପୂଜାର୍ଚ୍ଚନା?

ଭୁବନେଶ୍ବର: ସାଧାରଣତଃ ଆମ ପରିବାରରେ କାହାର ମୃତ୍ୟୁ ହେଲେ ତାଙ୍କ ସମ୍ମାନରେ ୧୪ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଉପାସନା କରିନଥାଉ । ଏହି ସମୟରେ ପରିଜନଙ୍କୁ ହରାଇ ଆମେ ଦୁଃଖି ମଧ୍ୟ ରହିଥାଉ, ଆଉ ଏଥିସହିତ ପୌରାଣିକ କଥାବସ୍ତୁ ଅନୁଯାୟୀ, ଏହି ସମୟ ଅଶୁଭ ମଧ୍ୟ ହୋଇଥାଏ । ତେଣୁ ଏହି…

ମାତା ପାର୍ବତୀ କାହିଁକି ଦେବୀ ଅନ୍ନପୂର୍ଣ୍ଣାଙ୍କ ଅବତାର ନେଇଥିଲେ ?

ଭୁବନେଶ୍ବର: କୁହାଯାଏ ଯେ ଦେବୀ ଅନ୍ନପୂର୍ଣ୍ଣା ଯେଉଁ ଘରେ ବାସ କରନ୍ତି ସେଠାରେ କଦାପି ଖାଦ୍ୟର ଅଭାବ ହୋଇନଥାଏ | ଏହା ସହିତ ଜୀବନରେ ସୁଖ ଏବଂ ସମୃଦ୍ଧି ମଧ୍ୟ ଭରି ରହିଥାଏ | ଅନ୍ନପୂର୍ଣ୍ଣା ଜୟନ୍ତୀ ପ୍ରତିବର୍ଷ ମାର୍ଗଶିର ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ | ବିଶ୍ୱାସ…

ସକାଳୁ କରନ୍ତୁ ଏହି ସବୁ ବ୍ୟାୟାମ: ଦିନ ସାରା ରହିବେ ସତେଜ ଆଉ ଫିଟ୍

ଭୁବନେଶ୍ବର: ଶୀତୁଆ ସକାଳେ ଉଠିବାକୁ ପ୍ରାୟତଃ ଇଚ୍ଛା ହୋଇନଥାଏ। ଯଦି ବି କୌଣସି କାର୍ଯ୍ୟ ପାଇଁ ଜଲଦି ଉଠିବାକୁ ବାଧ୍ୟ ହୋଇଥାଉ, ହେଲେ ଦିନ ସାରା ଆମକୁ ଅଳସ ଆଉ ନିଦୁଆ ନିଦୂଆ ଅନୁଭବ ହୋଇଥାଏ। ଏଭଳି ସ୍ଥଳରେ ସକାଳୁ ଉଠି ପ୍ରଥମେ ବ୍ୟାୟାମରୁ ଦିନ ଆରମ୍ଭ କରିବା ଲାଭପ୍ରଦ ହୋଇଥାଏ। ଆଜି ଆମେ…

ସ୍ୱପ୍ନରେ ହାତୀ ଦେଖିଲେ ଶୁଭ ନା ଅଶୁଭ?

ଭୁବନେଶ୍ବର:ରାତିରେ ଶୋଇବା ସମୟରେ ଅଧିକାଂଶ ଲୋକ ସ୍ୱପ୍ନ ଦେଖନ୍ତି | କିଛି ସ୍ୱପ୍ନ ଭଲ ଏବଂ କିଛି ବହୁତ ଖରାପ ସ୍ୱପ୍ନ ଥାଏ । ସ୍ୱପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ଅର୍ଥ ଥାଏ | ଯଦି ତୁମେ ସ୍ୱପ୍ନରେ ହାତୀ ଦେଖୁଛ, ଏହାର ମଧ୍ୟ ଏକ ବିଶେଷ ଅର୍ଥ ଅଛି | ଆସନ୍ତୁ ଜାଣିବା ଏହି…

ମହାକୁମ୍ଭ ମେଳା ୨୦୨୫: ମହାକୁମ୍ଭକୁ ଗଲେ ନିଶ୍ଚିତ ଭାବରେ ଏହି ଜିନିଷ ସାଥୀରେ ଆଣନ୍ତୁ..

ନୂଆଦିଲ୍ଲୀ : ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬ ଫେବୃଆରୀରେ ସମାପନ ହେବ । ପ୍ରୟାଗରେ ମହାକୁମ୍ଭ ସମୟରେ ସାଧୁସନ୍ଥ, ନାଗା ସାଧୁ ଓ ମହାନ ବ୍ୟକ୍ତିତ୍ୱଙ୍କ ସମାବେଶ…

ମେହେନ୍ଦୀ ରଙ୍ଗ ହେବ ଗାଢ, ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର:ପୂଜାପର୍ବାଣୀ, ବାହାଘର ହେଉ ଅବା ସ୍ବତନ୍ତ୍ର ଦିନମାନଙ୍କରେ ଝିଅ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । ଆଜିକାଲି,ବଜାରରେ ଅନେକ ପ୍ରକାରର ମେହେନ୍ଦୀ ଉପଲବ୍ଧ ଅଛି , ଯାହା ଲଗାଇବାର କିଛି ସମୟରେ ହିଁ ମେହେନ୍ଦୀ ରଙ୍ଗ ଗାଢ ଆସିଥାଏ , କିନ୍ତୁ ପାରମ୍ପାରିକ ମେହେନ୍ଦୀରେ ଥିବା…