Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପିତୃ ଦିବସ: ବାପାଙ୍କ ପାଇଁ ଦିନ ଟିଏ

ଭୁବନେଶ୍ଵର: ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ହୋଇଥାଏ। ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ପିତାଙ୍କର ଅନେକ ଭୂମିକା ଥାଏ । ଏଥିପାଇଁ ଭାରତୀୟ ସଂସ୍କୃତିରେ ପିତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ପିତାଙ୍କ ସ୍ଥାନ ସମସ୍ତ…

ରଜ ମହୋତ୍ସବ ୨୦୨୪ ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂଙ୍କ ଦ୍ୱାରା ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ…

ପୁର ପଲ୍ଲୀରେ ରଜ ମଉଜ, କାହିଁକି ପାଳନ ହୁଏ ରଜ ଜାଣନ୍ତୁ……

ଭୁବନେଶ୍ବର: ଆଜି ରଜ ପାଳୁଛି ଓଡିଶା । ସାରା ରାଜ୍ୟରେ ପହିଲି ରଜ ମଉଜ । ଓଡିଶାର ଝିଅ ବୋହୂମାନେ ସୂର୍ଯ୍ୟ ଉଇଁବା ଆଗରୁ ଗୋଧୋଇ ପାଧୋଇ ରଜ ପାଳନ କରୁଛନ୍ତି । ରଜ ପାନ, ରଜ ଦୋଳି, ସୁନ୍ଦର ସୁନ୍ଦର ଝିଅଙ୍କ ସଜବାଜବରେ ଚଳଚଞ୍ଚଳ ଓଡିଶାର ପ୍ରତିଟି ଘର । ଘରେ ଘରେ ପିଠା ପଣା, ଦୋଳି ଖେଳ,…

ରାତି ପାହିଲେ ରଜ, ଆଜି ସଜବାଜ, ଚାରିଆଡେ ଜମିଲାଣି ଆସର

ଭୁବନେଶ୍ଵର: ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ । ତନ୍ମଧ୍ୟରୁ ଅନ୍ୟତମ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆସନ୍ତାକାଲି ରଜ ପାଳିବେ କୁଆଁରୀ । ସେଥିପାଇଁ ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବନ୍ଧା ହେଲାଣି ବିଭିନ୍ନ ପ୍ରକାରର ଦୋଳି…

ସୃଜନ ପକ୍ଷରୁ ବାର୍ଷିକ ଓଡ଼ିଶୀ ନୃତ୍ୟ ଉପସରଣମ୍-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଯୁବ ନୃତ୍ୟଶିଳ୍ପୀମାନଙ୍କୁ ନେଇ ଉପସରଣମ୍ ୨୦୨୪ ଆୟୋଜିତ ହୋଇଯାଇଛି । ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ (ଏସଏସୟୁ)ର ଫ୍ୟାକଲ୍ଟି ଅଫ୍ ଆର୍ଟସ୍ କମ୍ୟୁନିକେସନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍…

ପଡିଲା ହାତଗଣ୍ଠୀ, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ନବ ବିବାହିତ ଦେବଦମ୍ପତି

ସମ୍ବଲପୁର: ମହା ଆଡମ୍ବରରେ ଶେଷ ହେଲା ମହାଦେବଙ୍କ ବାହାଘର । ଥାଟ ପଟୁଆରରେ ଜଗତ ଜନନୀଙ୍କ ଘରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ହୋଇଥିଲା ବିବାହ ଉତ୍ସବ । ଜଗତଜନନୀ ମାତା ପାର୍ବତୀଙ୍କ ହାତ ଧରିଥିଲେ ବାବା ଭୋଳାନାଥ । ଗତକାଲି ମଧ୍ୟରାତିରେ ବିରାଟ ପଟୁଆରରେ ବରଯାତ୍ରୀ ନେଇ ଯାଇଥିଲେ…

ଆଜି ସାବିତ୍ରୀ ବ୍ରତ: ପ୍ରାଣପ୍ରିୟଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି ପତ୍ନୀ

ଭୁବନେଶ୍ଵର: ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଥାଆନ୍ତି ପତ୍ନୀ । ପରମ୍ପରା ଅନୁସାରେ…

ଶିଘ୍ର କରନ୍ତୁ ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌, ନଚେତ ଭୋଗିବେ ଏହି ଦଣ୍ଡ

ଭୁବନେଶ୍ଵର: ଆପଣ ମଧ୍ୟ କରିନାହାନ୍ତି କି ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌ । ତେବେ ଯଥାଶିଘ୍ର ସାରନ୍ତୁ ଏହି କାମ । ନଚେତ୍ ମେ, ୩୧ ପରଠୁ ହେବ ଅନେକ ସମସ୍ୟା । ଦେବାକୁ ପଡିବ ଅଧିକ ମାତ୍ରାରେ ଟିଡିଏସ ଓ ଟିସିଏସ । ଏନେଇ ଭାରତୀୟ ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଚେତାବନୀ ଜାରୀ କରାଯାଇଛି । ନିଜର…

ଇନଷ୍ଟାଗ୍ରାମରେ ଆପଣଙ୍କ ପୋଷ୍ଟ ଡିଲେଟ ହୋଇଯାଇଛି କି? ତେବେ ଜାଣନ୍ତୁ କିପରି କରିବେ ରିକଭର

ଭୁବନେଶ୍ଵର: ଆଜିକାଲିର ଇଣ୍ଟରନେଟ ଯୁଗରେ ସୋସିଆଲ ମିଡିଆ ପ୍ଲାଟଫର୍ମର କ୍ରେଜ ବେଶି । ସୋସିଆଲ ମିଡିଆରେ ଅନେକ ଗୁଡିଏ ପ୍ଲାଟଫର୍ମ ଥିଲେ ମଧ୍ୟ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ଇନଷ୍ଟାଗ୍ରାମ । ଇନଷ୍ଟାଗ୍ରାମରେ ଅନେକଗୁଡିଏ ମହତ୍ଵପୂର୍ଣ୍ଣ ଫିଚର ମଧ୍ୟ ଉପଲବ୍ଧ, ଯାହା ଉପଭୋକ୍ତାମାନଙ୍କୁ ଅନେକ…

ଦୁନିଆର ସବୁଠୁ ଦାମୀ ଚା’, ଭାରତରେ ମଧ୍ୟ ଉତ୍ପନ୍ନ ହୁଏ ଏହି ଚା’

ନୂଆଦିଲ୍ଲୀ: ଚା’ କେବଳ ଏକ ପାନୀୟ ନୁହେଁ। ଏହା ଜଡିତ ଥାଏ ଅନେକଙ୍କ ଭାବନା ସହିତ। ଖାସ କରି ଭାରତରେ ସକାଳ ଆରମ୍ଭ ହୁଏ ଏଇ କପେ ଚା’ ରୁ ଆଉ ସନ୍ଧ୍ୟା ଶେଷ ହୁଏ ଏଇ କପେ ଚା’ ରୁ। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବିନା ଚା’ ରେ ରହି ପାରିବେନି। ଯେଉଁମାନଙ୍କ ମଧ୍ୟରେ ହୁଏତ ଆପଣ ବି ଥାଇ…