Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲଞ୍ଚ ହେଲା ସାମସଙ୍ଗ AI ଫିଚର ବିଶିଷ୍ଟ ଗାଲାକ୍ସି ବୁକ୍ 5 ସିରିଜ ଲାପଟପ୍ , ଜାଣନ୍ତୁ ଦାମ୍ ..

ନୂଆଦିଲ୍ଲୀ:ସାମସଙ୍ଗ ଭାରତରେ AIଫିଚର ଥିବା ନୂଆ ଲାପଟପ୍‌ ସିରିଜ Samsung Galaxy Book5କୁ ଲଞ୍ଚ କରିଛି । ଏହି ସିରିଜରେ Galaxy Book5 360, Galaxy Book5 Pro, ଓ Galaxy Book5 Pro 360 ଲଞ୍ଚ ହୋଇଛି । କମ୍ପାନୀର କହିବାନୁସାରେ, ୟୁଜରମାନେ ଏହି ତିନୋଟି ଲାପଟପ୍ ରେ ମାଇକ୍ରୋସଫ୍ଟର…

ସେକେଣ୍ଡହ୍ୟାଣ୍ଡ ଏସି କିଣିବାକୁ ଭାବୁଛନ୍ତି କି ? ସହିବେ ଅନେକ କ୍ଷତି..

ଭୁବନେଶ୍ବର: ଯଦି ଆପଣ ମଧ୍ୟ ଏହି ଗ୍ରୀଷ୍ମ ଋତୁରେ ସେକେଣ୍ଡହ୍ୟାଣ୍ଡ ଏସି ଘରକୁ  ଆଣିବାକୁ ଚିନ୍ତା କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ସେକେଣ୍ଡହ୍ୟାଣ୍ଡ ଏସି ଲଗାଇଲେ ଲାଭ ଅପେକ୍ଷା ଆପଣଙ୍କୁ ଅଧିକ ଅସୁବିଧା ଭୋଗିବାକୁ ପଡିପାରେ । ସେକେଣ୍ଡହ୍ୟାଣ୍ଡ ଏସି କିଣିଲେ ଏକ ନୂଆ ଏସି…

କ୍ୟାମେରା ଥିବା AirPods ଆଣୁଛି ଆପଲ୍; ଜାଣନ୍ତୁ କେବେ ହେବ ଲଞ୍ଚ !

ନୂଆଦିଲ୍ଲୀ: ଲୋକପ୍ରିୟ ଆପଲ୍ ଗତ କିଛି ଦିନ ମଧ୍ୟରେ ଅନେକ ପ୍ରଡକ୍ଟ ଲଞ୍ଚ କରିଛି। ଏଥିରେ ଆଇଫୋନ୍ 16e ଠାରୁ ଆରମ୍ଭ କରି ଆଇପ୍ୟାଡ୍ ଏୟାର ପର୍ଯ୍ୟନ୍ତ ମଡେଲ ଅନ୍ତର୍ଭୁକ୍ତ । ବର୍ତ୍ତମାନ କମ୍ପାନୀ ନୂତନ ଇନୋଭେସନ ଆଡକୁ ଧ୍ୟାନ ଦେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, AirPodsରେ କ୍ୟାମେରା…

ହୋଲି ରଙ୍ଗରୁ ଆଖିକୁ କରନ୍ତୁ ରକ୍ଷା, ଆପଣନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ସ..

ଭୁବନେଶ୍ବର: ଆଉ ଦିନ କେଇଟା ପରେ ପାଳନ ହେବ ରଙ୍ଗର ପର୍ବ ହୋଲି । ଏହି ସମୟରେ ରଙ୍ଗ ଫିଙ୍ଗିବା ସହ ଗାଢ଼ ରଙ୍ଗ ସହିତ ମଧ୍ୟ ହୋଲି ଖେଳନ୍ତି ଯାହା ଆପଣଙ୍କ ଚର୍ମ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ହୋଲିର ପାଉଡର ଯୋଗୁଁ ଅନେକ ଲୋକଙ୍କର ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି ହୁଏ ।…

୩୨ ବର୍ଷ ପୂର୍ବେ ୧୩ଟି ବିସ୍ଫୋରଣରେ ଥରିଉଠିଥିଲା ମାୟାନଗରୀ, ଯାଇଥିଲା ଅନେକ ଜୀବନ

ମୁମ୍ବାଇ: ୧୨ ମାର୍ଚ୍ଚ ୧୯୯୩ ଆଜିର ଦିନରେ ଇତିହାସ ପୃଷ୍ଠାରେ ଲେଖା ହୋଇଗଲା ମୁମ୍ବାଇର ନାମ । ଏହା ଥିଲା ସେହି ଦିନ ଯେତେବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ, ଯାହା ମାୟାନଗରୀ ଭାବରେ ମଧ୍ୟ ଜଣାଶୁଣା, ବୋମା ବିସ୍ଫୋରଣରେ ଥରି ଉଠିଥିଲା । ଏହି ବିସ୍ଫୋରଣଗୁଡ଼ିକ ଦେଶର ମୂଳଦୁଆକୁ ଦୋହଲାଇ…

ଏହି ସବୁ ଖାଦ୍ୟ ହାଡକୁ କରେ ଦୁର୍ବଳ …

ଭୁବନେଶ୍ବର: ହାଡକୁ ମଜବୁତ କରିବା ପାଇଁ ଶରୀରକୁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇଟି ତତ୍ତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ଏଥିସହ ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ…

ଲିଭରକୁ ସୁସ୍ଥ ରଖେ ତାଜା ‘ଆଖୁରସ’

ଭୁବନେଶ୍ବର: ଖରାଦିନ ଆସିଲେ ରାସ୍ତାକଡରେ ଆଖୁରସ ବିକ୍ରି ହେବା ଆରମ୍ଭ ହୋଇଯାଏ । ଜାଣିଛନ୍ତି ଏହି ଆଖୁରସ ଶରୀରକୁ ଥଣ୍ଡା ରଖେ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବଢାଇଥାଏ । ଆଖୁ ରସରେ ଫ୍ୟାଟ୍ ବହୁତ କମ୍ ରହିଥାଏ । କେବଳ ଏତିକି ନୁହେଁ ଆଖୁରସ ପିଇଲେ ଅନେକ ଲାଭ ମିଳିଥାଏ…

ଶୁଭଫଳ ପାଇଁ ଏହି ରଙ୍ଗରେ ହୋଲି ଖେଳନ୍ତୁ..

ଭୁବନେଶ୍ବର:ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ ହୋଲି ପର୍ବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ମଧ୍ୟ ହୁଏ। ତେବେ ଆସନ୍ତୁ ଜାଣିବା କେଉଁ…

ଭାରତରେ ଲଞ୍ଚ ହେଲା iQOO Neo 10R; ଗେମିଙ୍ଗ ପାଇଁ ରହିଛି ଖାସ୍ ଫିଚର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଗେମିଙ୍ଗ  ପସନ୍ଦ ଏବଂ ଏକ ନୂଆ ପାଓ୍ବାରଫୁଲ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଯାଇଛି । ଅଗ୍ରଣୀ ମୋବାଇଲ୍ ଫୋନ୍ କମ୍ପାନୀ iQOO ଏହାର ନୂତନ ସ୍ମାର୍ଟଫୋନ୍ iQOO Neo 10R ଭାରତରେ ଆଜି ଲଞ୍ଚ କରିଛି । ଏହାର…

ଏହିପରି ହ୍ବାଟ୍ସଆପରେ ବର୍ଷକ ପୁରୁଣା ମେସେଜ ଚୁଟକିରେ ପଢିପାରବେ !

ଭୁବନେଶ୍ବର: ହ୍ବାଟ୍ସଆପରେ ୟୁଜରଙ୍କ ସୁବିଧା ପାଇଁ ଅନେକ ଫିଚର ରହିଛି । ତେବେ ଜାଣିଛନ୍ତି କି ପୁରୁଣା ମେସେଜ ସର୍ଚ୍ଚ କରିବା ପାଇଁ ଏକ ଫିଚର ରହିଛି । ଏବେ ଆପଣଙ୍କୁ ପୁରୁଣା ମେସେଜ ଖୋଜିବା ପାଇଁ ଅଧିକ ସମୟ ଲାଗିବ ନାହିଁ । ଆପଣ ଏହି କାମକୁ କିଛି ମିନିଟରେ କରିବାକୁ ସମର୍ଥ ହେବେ । କୌଣସି…