Latest Odisha News

BREAKING NEWS

Browsing Category

ଅପରାଧ

ଚୋରା ଚାଲାଣ ବେଳେ ୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ଏଥର କୌଣସି ଚାରି ଚକିଆ ଗାଡିରେ ନୁହେଁ ବରଂ ଏକ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଏହାର ଖବର ପାଇ ମାଡି ବସିଲା ପୋଲିସ। ଏଭଳି ଘଟଣା ଘଟିଛି କୋରାପୁଟର ଲମତାପୁଟ ବ୍ଲକରେ। ସୂଚନା ଅନୁସାରେ ଲମତାପୁଟରେ ଅନେକ ସମୟରେ ଗାଡି ଗୁଡିକୁ ଅଟକାଇ…

ନିଲମ୍ବିତ ସବ୍-ଇନ୍ସପେକ୍ଟରଙ୍କୁ ଗରିଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ନିଲମ୍ବିତ ସବ୍-ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ବିରୋଧରେ ଓଡିଶା ଭିଜିଲାନ୍ସ ଏକ ନୂଆ ମାମଲା ରୁଜୁ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ବିଜ୍ଞପ୍ତି ଅନୁଯାୟୀ ବିଞ୍ଝାରପୁର ଥାନାର ଏସଆଇ କେଶବ ଚନ୍ଦ୍ର ଦାସଙ୍କ…

ବେଙ୍ଗାଲୁରୁରେ ମହିଳାଙ୍କୁ ୫୦ ଖଣ୍ଡ କରିବା ମାମଲା, ଓଡ଼ିଶାରେ ମୁଖ୍ୟ ଅଭିଯୁକ୍ତର ଘର

ବେଙ୍ଗାଲୁରୁ: ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ଫ୍ରିଜରେ ରଖିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି…

ରାଉରକେଲାରେ ଲଜ୍ଜା! ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲା: ପୁଣି ରାଉରକେଲାରେ ଲଜ୍ଜା। ୪ ଦିନ ତଳେ ୨ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରିବା ଭଳି ଘଟଣା ଘଟିବା ପରେ ଆଜି ପୁଣି ସମାନ ଏକ ମାମଲା ସମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ…

ରାସ୍ତାରେ ଯାଉଥିବା ବୃଦ୍ଧଙ୍କ ମୁହଁରେ ସ୍ନୋ ସ୍ପ୍ରେ କଲେ ଯୁବକ, ବାନ୍ଧିଲା ପୋଲିସ

ଝାନ୍ସୀ: ଝାନ୍ସୀରେ ଜଣେ ଯୁବକ ସୋସିଆଲ ମିଡିଆରେ ରିଲ୍ସ କରିବାକୁ ଯାଇ ରାସ୍ତାରେ ଯାଉଥିବା ବୃଦ୍ଧଙ୍କ ମୁହଁରେ ସ୍ନୋ ସ୍ପ୍ରେ କରିବାକୁ ପଛାଇ ନାହାଁନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକ ନିଜ ବନ୍ଧୁଙ୍କ ସହ ବାଇକରେ ଆସିଥିଲେ ଏବଂ ବୃଦ୍ଧଙ୍କ ମନା ସତ୍ତ୍ବେ ତାଙ୍କ ଉପରକୁ ସ୍ନୋ ସ୍ପ୍ରେ…

ଅଲୋଡା ଶିଶୁ କନ୍ଯା; କ୍ୟାପିଟାଲ ହସ୍ପିଟାଲର ଡଷ୍ଟବିନରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଡଷ୍ଟବିନରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଡାକ୍ତରଖାନାର କିଛି ଲୋକ ଶିଶୁ କନ୍ୟାକୁ ଓଡ଼ିଶା ସରକାରଙ୍କ ପେଡିଆଟ୍ରିକ୍ ୱାର୍ଡ ନିକଟରେ ଥିବା ଡଷ୍ଟବିନ ଭିତରେ ପଡ଼ିଥିବାର…

ପୁଣି ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରିବା ପାଇଁ ଷଡଯନ୍ତ୍ର ଚାଲିଛି। କେତେକ ସ୍ଥାନରେ ରେଳ ଟ୍ରାକରେ ବଡ ପଥର ମିଳୁଥିବା ବେଳେ ଆଉ କେତେକ ସ୍ଥାନରେ ସିଲିଣ୍ଡର ଜବତ କରାଯାଇଛି। ଏହାରି ମଧ୍ୟରେ ବଠିଣ୍ଡା ଟ୍ରାକରେ ଲୁହା ରଡ୍ ପଡ଼ିଥିବାର ଦେଖିବାକୁ ମିଳିଛି। ଦିଲ୍ଲୀରୁ…

ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼

ବାଗପାତ: ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଟ ଅନ୍ତର୍ଗତ ବାଗପାତରେ। ସୂଚନା ଅନୁଯାୟୀ, ୟୁପିରେ ଜଣେ ଯୁବକ ୬ବର୍ଷର କୁନି ଝିଅକୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା। ଏପରିକି ତା'ର ପୋଷାକ ଖୋଲି…

ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି: ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଘରେ ପଶି ଆକ୍ରମଣ

ଯାଜପୁର: ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି। ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନର୍ସଙ୍କ ଘରେ ପଶି କନେଷ୍ଟବଳଙ୍କ ଆକ୍ରମଣ। ଯାଜପୁର ରାମବାଗ ଫାଣ୍ଡିର କନେଷ୍ଟବଳ ଜିତେନ୍ଦ୍ର ବିଶ୍ଵାଳଙ୍କ ବିରୋଧରେ ମଙ୍ଗଳପୁର ଥାନାରେ ଅଭିଯୋଗ ଆସିବା ପରେ ମଙ୍ଗଳପୁର ପୋଲିସ କନେଷ୍ଟବଳଙ୍କୁ…

ରାଜଧାନୀର ଏକ କଲେଜ ପରିସରରେ ବୋମାମାଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ପରିସରରେ ଶନିବାର ରାତିରେ କିଛି ଦୁବୁର୍ତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଦୁବୁର୍ତ୍ତ ମାନେ ବିଳମ୍ବିତ ରାତିରେ କଲେଜକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା…