Latest Odisha News

BREAKING NEWS

Browsing Category

ଅପରାଧ

ଜୀବନ ନେଲା ଆଶ୍ରା: ଜନ୍ମଦାତ୍ରୀକୁ ଗଳା କାଟି ହତ୍ୟା

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ । ଆଜି ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀ ବିହାରରେ । ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ…

ବିହାରରେ ଚାଞ୍ଚଲ୍ୟ; ଦୁଷ୍କର୍ମ ଉଦ୍ୟମ କରୁଥିବା ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଲେ ନର୍ସ

ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର ଦୁଇ ସହକର୍ମୀଙ୍କ ସହ ମିଶି ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ନିଜକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଥିଲେ।…

ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ, ୧୭ ବ୍ୟବସାୟୀ ଅଟକ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ୨୦ କେଜି ସୁନା ଜବତ କଲା ସିଟି ଜିଏସଟି (CT GST)। ୧୭ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ରିପୋର୍ଟ ଅନୁଯାୟୀ, ସିଟି ଏବଂ ଜିଏସ୍ଟି ବିଭାଗ ମୁମ୍ବାଇରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୭ ଜଣ ବ୍ୟବସାୟୀଙ୍କୁ ସନ୍ଦେହରେ ଅଟକ…

ଇନଷ୍ଟାଗ୍ରାମ ବନ୍ଧୁ ଠକି ନେଲେ ୧.୪୬ ଲକ୍ଷ ଟଙ୍କା

ଗୁରୁଗ୍ରାମ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ଧୁତା କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ଉକ୍ତ ମହିଳା ଜଣକ ୧.୪୬ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଇନଷ୍ଟାଗ୍ରାମରେ ଜଣେ ବ୍ଯକ୍ତିଙ୍କ ସହ ବନ୍ଧୁତା କରିଥିଲେ। ସେହି ବ୍ୟକ୍ତି…

ଆର୍ମି ଅଫିସରଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରରେ ଆର୍ମି ଅଫିସରଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ। ସୂଚନା ଅନୁସାରେ ପିକ୍‌ନିକ୍‌ ପାଇଁ ପର୍ଯ୍ୟଟନସ୍ଥଳୀ ଜାମ୍ ଗେଟ୍ ରାଣୀ ଅହଲ୍ୟାବାଈ ବୁଲିବାକୁ ଯାଇଥିଲେ ୨ ଆର୍ମି ଅଫିସରଙ୍କ ସହ ତାଙ୍କର ୨ ମହିଳା ବାନ୍ଧବୀ। ସେମାନେ ଘରକୁ ଫେରିବା ବେଳେ ଘଟିଛି ଏହି ଅଘଟଣ।…

ହଠାତ୍ କୋଚିଂ ସେଣ୍ଟରରେ ପଶି ଛାତ୍ରୀଙ୍କୁ ଗୁଳି ମାରିଲେ ଛାତ୍ର

ମୁଜାଫରପୁର: ହଠାତ୍ କୋଚିଂ ସେଣ୍ଟରରେ ପଶି ଛାତ୍ରୀଙ୍କୁ ଗୁଳି ମାରିଲେ ଛାତ୍ର। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରର ମୁଜାଫରପୁରରେ। ସୂଚନା ଅନୁଯାୟୀ, କୋଚିଂ ସେଣ୍ଟରରେ ପିଲାମାନେ ପାଠପଢ଼ାରେ ବ୍ୟସ୍ତ ଥିଲେ। ଦଶମ ଶ୍ରେଣୀର ଜଣେ ଛାତ୍ର ଏକ କୋଚିଂ ସେଣ୍ଟର ଭିତରେ ପଶିଥିଲା। ଆଉ…

ନିଶାସକ୍ତ ଡାକ୍ତରଙ୍କ ଗାଡି ଧକ୍କାରେ ୪ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଡବିଲରେ ଜଣେ ନିଶାସକ୍ତ ଡାକ୍ତର ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଦୁଇ ନାବାଳକଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଘଟଣାରେ ପୋଲିସ ଜଣେ ସରକାରୀ ଡାକ୍ତରଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଡାକ୍ତର ଜଣକ ହିମାଂଶୁ ଝା ବୋଲି ଚିହ୍ନଟ ହୋଇଥିଲା ବେଳେ ସେ ବଡବିଲ…

ରେଲୱେ ଟ୍ରାକରେ ହାଇଡ୍ରାମା; ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ପଡିଲେ

ପାଟନା: ଗତ ମଙ୍ଗଳବାର ଦିନ ମୋତିହାରୀ ରେଳ ଟ୍ରାକରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। କାରଣ ​​ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ରହିଥିଲେ ଜଣେ ଯୁବତୀ। ଯେଉଁଥିପାଇଁ 15556 ବାପୁଧାମ୍ ମୋତିହାରୀ-ପାଟଲିପୁତ୍ର ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନ ଦୀର୍ଘ ସମୟ ଧରି ଅଟକି…

ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼: ଜଣେ ମୃତ, ୩ ଗୁରୁତର

ଆଠଗଡ଼: ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼, ଜଣେ ମୃତ। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଘଟିଛି ଏହି ଅଘଟଣ। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଛି। ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କଟକ ମେଡିକାଲରେ ଜଣଙ୍କୁ ଭର୍ତ୍ତି…

ବାୟୁସେନା ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ

ଶ୍ରୀନଗର: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଜଣେ ମହିଳା ଫ୍ଲାଇଂ ଅଫିସର ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏ ନେଇ ଜମ୍ମୁ-କାଶ୍ମୀରର ବଡଗାମ ଥାନରେ ମାମଲା ରୁଜୁ ହୋଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ମୁତୟନ ଅଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ଏହି ମାମଲାରେ ସ୍ଥାନୀୟ…