Latest Odisha News

BREAKING NEWS

Browsing Category

ଅପରାଧ

ଅଗଷ୍ଟ ୧୮ ସୁଦ୍ଧା ତଦନ୍ତ ସାରିବାକୁ ମମତାଙ୍କ ନିର୍ଦ୍ଦେଶ, ନଚେତ୍… 

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡା ଚେତାବନୀ। ଅଗଷ୍ଟ ୧୮ ସୁଦ୍ଧା କୋଲକାତା ପୋଲିସ ଯଦି ତଦନ୍ତ ନସାରେ ତାହେଲେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ…

ଖଣ୍ଡା ଆକ୍ରମଣରେ ଗୁରୁତର ଆହତ ହେଲେ ଅଙ୍ଗନବାଡି କର୍ମୀ

କଟକ: ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ। କଟକ ଜିଲ୍ଲାର ବାଙ୍କି ନିକଟ ନୁଆଗାଓଁ-ଖଜୁରିପଡା ରାସ୍ତାରେ ଥିବା ଚାରି ଛକରେ ସୋମବାର ସକାଳେ ଏଭଳି ଘଟଣା ଘଟିଛି। ଗୁରୁତର ଆହତ ଅଙ୍ଗନବାଡି କର୍ମୀ ଜଣକ ବାଙ୍କି ତହସିଲ ଅନ୍ତର୍ଗତ ଅନୁରୀ ଗାଁର ବାସିନ୍ଦା ଭାରତୀ ଜେନା ବୋଲି ଜଣାପଡିଛି।…

ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ସେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ସିବିଆଇ ଗିରଫଦାରୀକୁ…

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଘରୁ ମିଳିଲା ପୁଳାପୁଳା ସୁନା ଅଳଙ୍କାର ଓ ବିଦେଶୀ ମୁଦ୍ରା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି।  ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚାଲିଛି ରେଡ୍। ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ କରିବାକୁ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା; ଅଭିଯୁକ୍ତଙ୍କୁ ଧରାଇ ଦେଲା ଇୟରଫୋନ

କୋଲକାତା: କୋଲକାତାରେ ମହିଳା ପିଜି ଟ୍ରେନି ଡାକ୍ତରଙ୍କୁ ଯୌନ ଉତ୍ପୀଡ଼ନ ତଥା ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ସିଲଡା କୋର୍ଟରେ ହାଜର କରାଯାଇଥିଲା, ସେମାନଙ୍କୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।…

ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ…

୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ଜମ୍ମୁ କାଶ୍ମୀର ପୋଲିସ, ଧରାଇଦେଲେ ମିଳିବ ଲକ୍ଷଲକ୍ଷ ଟଙ୍କା 

ଶ୍ରୀନଗର: ଜୁନ୍-ଜୁଲାଇ ମାସରୁ ଜମ୍ମୁରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ହେଉଛି। ଜମ୍ମୁ କାଶ୍ମୀର ପୋଲିସ ଶନିବାର ଦିନ ସୀମାନ୍ତ ଜିଲ୍ଲା କାଠୁଆରେ ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୋଲିସ। ସେମାନଙ୍କ ସୂଚନା ପ୍ରଦାନ କଲେ ବ୍ୟକ୍ତିଙ୍କୁ ୫…

ଘର ଲୋକଙ୍କ ଠାରୁ ଠିକଣା ନେଇ ଭିଆଇଲେ କାଣ୍ଡ, ନେଇଗଲେ ଯୁବକଙ୍କ ଜୀବନ

ପୁରୀ: ଘର ଲୋକଙ୍କ ଠାରୁ ଯୁବକଙ୍କ ଠିକଣା ପଚାରିଲେ, ଠିକଣା ପାଇ ନେଇଗଲେ ଜୀବନ । ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୋଗ ଆସିଛି ପୁରୀରୁ । ଆଉ ମୃତକ ଜଣଙ୍କ ହେଉଛନ୍ତି ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ତେବେ ମିଳିଥିବା ସୂଚନା ଅନୁଯାୟୀ,…

ପାର୍କିଂରୁ ଡବଲ ମର୍ଡର ଘଟଣା: ଗଠନ ହେଲା ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ, ୪ ଅଟକ

ଭୁବନେଶ୍ୱର: ଗାଡି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ ଏହି ଘଟଣା ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ…

ସପ୍ତାହେ ଧରି ସ୍କୁଲରେ ବନ୍ଦୀ ୨୫୦ ଛାତ୍ର!

ପାଟଣା: ବିହାରର ବେଗୁସରାଇରେ ୨୫୦ ଜଣ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ବନ୍ଦୀ ହୋଇ ରହିଛନ୍ତି। ସ୍ଥିତି ଏପରି ଯେ ବିଦ୍ୟାଳୟରେ ଥିବା ପିଲାମାନେ ନିଜ ଘରକୁ ଯାଇପାରୁଛନ୍ତି କିମ୍ବା ନିଜ ପରିବାରକୁ ଲୋକଙ୍କୁ ଭେଟିପାରୁଛନ୍ତି। ଗତ ଏକ ସପ୍ତାହ ଧରି ସମସ୍ତ ଛାତ୍ରମାନେ ଦୟନୀୟ ସ୍ଥିତିରେ…