Latest Odisha News

BREAKING NEWS

Browsing Category

ଅପରାଧ

ସେନା କ୍ୟାମ୍ପ ଉପରେ ଗୁଳିମାଡ଼, ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନ ଉପରେ ଆତଙ୍କବାଦୀମାନେ ସୋମବାର ଦିନ ଗୁଳିମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ଏନେଇ ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଜମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନରେ ଆତଙ୍କବାଦୀ ମାନେ…

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ତାଳଚେର: ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌। ସେହିପରି…

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଧରିଲା ବନବିଭାଗ, ଓଆଇଏସଏଫ କର୍ମୀଙ୍କ ସହ ୭ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ଏବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ବନବିଭାଗ। ଏହି ଘଟଣାରେ ବନବିଭାଗ ଜଣେ ଓଆଇଏସଏଫ ଯବାନଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘକୁ ଶିକାର…

ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଥିବା…

ଭିଜିଲାନ୍ସ ରେଡ୍ ବେଳେ କାଶୀପୁର ଜେଇଙ୍କ ଘରୁ ମିଳିଲା ୩୦ ଭରି ସୁନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଜେଇଙ୍କୁ ଭିଜିଲାନ୍ସ ଧରିବା ବେଳେ ଛାନିଆ ହୋଇ ବାବୁ ମୂର୍ଚ୍ଛା ହୋଇଯାଇଥିବା ଜଣାପଡିଛି। ଏହି ରେଡରେ କାଶୀପୁର…

ମାତିଛନ୍ତି ବ୍ରାଣ୍ଡେଡ୍ ଫୋନ ଲୁଟେରା, ଟ୍ରକରୁ ଲୁଟି ନେଲେ ୧୫୦୦ଟି ‘ଆଇଫୋନ୍’

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମାତିଛନ୍ତି ଆଇଫୋନ୍ ଲୁଟେରା। ଡକାୟତମାନେ ଟ୍ରକ ଡ୍ରାଇଭରକୁ ନିଶା ଦେଇ ୧୧ କୋଟି ଟଙ୍କା ମୂଲ୍ୟର ୧୫୦୦ ଆଇଫୋନ୍ ଲୁଟ୍ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ପୋଲିସର ଅବହେଳା ପାଇଁ ଜଣେ ପୋଲିସ…

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତ ମହିଳାଙ୍କ ନାମ…

ମଲିଉଡ୍‌ର ଡାର୍ଟି ପିକଚର୍‌

ନୂଆଦିଲ୍ଲୀ: ଉନ୍ନତ କଳାତ୍ମକ ଫିଲ୍ମ ପାଇଁ ପ୍ରସିଦ୍ଧ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଏବେ ହଇଚଇ । ଯୈାନ କେଳେଙ୍କାରୀ ନେଇ ଉଠୁଛି ପଡୁଛି ମଲିଉଡ୍ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ମଲିଉଡରେ ଯୈାନ ଶୋଷଣ, କାଷ୍ଟିଂ କାଉଚ୍ ନେଇ ସୃଷ୍ଟି ହୋଇଛି ଆଲୋଡନ ।…

ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଚାଲିଛି ରେଡ୍‌

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ। କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଛି ରେଡ୍‌। ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ରେଡ୍ । ବାଲେଶ୍ବର…

ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ହୋଇଥିବା ଅଭିଯୋଗ

ବାଲେଶ୍ବର: ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର। ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ସୂଚନା ଅନୁସାରେ ତିନିଦିନ ହେଲା…