Latest Odisha News

BREAKING NEWS

Browsing Category

ଅପରାଧ

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ…

ବିକ୍ରି ପାଇଁ ଚାଲିଥିଲା ଡିଲ,ମାଡ଼ି ବସିଲା ବନ ବିଭାଗ: ୨ ଟି ହାତୀ ଦାନ୍ତ ଜବତ, ୧୦ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଅଞ୍ଚଳରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସୂଚନା ପାଇଁ ଚଢାଉ କଲା ବନ ବିଭାଗର ସ୍ୱତନ୍ତ୍ର ଟିମ। ସେଠାରୁ ୨ଟି ହାତୀ ଦାନ୍ତ ଜବତ କରାଯାଇଥିବେ ବେଳେ ୧୦ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ଜବତ ହାତୀଦାନ୍ତ ମଧ୍ୟରୁ ଗୋଟିଏର ଲମ୍ବା…

ବସ ଯାତ୍ରୀଙ୍କ ନିକଟରୁ ମୋବାଇଲ ଫୋନ ଓ ମନିପର୍ସ ଲୁଟିବା ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ବସ ଯାତ୍ରୀ ମାନଙ୍କ ନିକଟରୁ ବେଆଇନ ଟଙ୍କା ଏବଂ ମୋବାଇଲ ଫୋନ ଆଦାୟ କରିବା ଅଭିଯୋଗରେ ପାଞ୍ଚ ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ ନାବାର୍ଡ ବସ ରହଣି ସ୍ଥଳ ନିକଟରେ ଅଭିଯୁକ୍ତ ମାନେ କୃତ୍ରିମ ଭିଡ ସୃଷ୍ଟି କରି ବସ ଯାତ୍ରୀ ମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ମନିପର୍ସ ଲୁଟ…

ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଠାବ ହୋଇଛି। ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡ଼ି ରହିଛି ମୃତଦେହ। ୨ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ତେବେ ଗତ ୧୧ ଦିନ ହେବ ଉଭୟ ନିଖୋଜ ଥିଲେ। ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ ଥିବା ବେଳେ…

ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ

କଟକ: ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳର ୨ ଯୁବକ ମୃତ। ସୂଚନା ଅନୁସାରେ ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍। ତେବେ ଏହି ଦୁର୍ଘଟଣାରେ ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିନାହିଁ।…

ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ

ଅହମ୍ମଦାବାଦ: ଗୁଜୁରାଟ ବିମାନବନ୍ଦରରୁ ଧରାହେଲେ ୪ ଶ୍ରୀଲଙ୍କୀୟ ସନ୍ଦିଗ୍ଧ ଆତଙ୍କବାଦୀ । ଅହମ୍ମଦାବାଦ ବିମାନବନ୍ଦରକୁ ଉଡାଇଦେବାର ଧମକ ଦେଇଥିଲେ । ଆଜି ବିମାନବନ୍ଦରରୁ ଗିରଫ କଲା ଆଣ୍ଟି ଟେରର ସ୍କ୍ବାଡ ବା ଏଟିଏସ । ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦରରୁ ଆଜି ୪ ସନ୍ଦିଗ୍ଧ ISIS…

ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ

ସୁବର୍ଣ୍ଣପୁର: ନିର୍ବାଚନ ପାଇଁ ବିନିକା ଅଞ୍ଚଳରେ ଗାଡ଼ିମଟର ଗୁଡ଼ିକୁ କଡାକଡି ଭାବରେ ଯାଞ୍ଚ ଚାଲିଛି । ଏହି ଅବସରରେ ଗତକାଲି ରାତିରେ ବିନିକା ଏସଏସଟି ଟିମ ଦ୍ବାରା ଗାଡି ମଟର ଗୁଡିକ ଯାଞ୍ଚ ଚାଲିଥିଲା ବେଳେ ସ୍କର୍ପିଓ ଗାଡ଼ିରୁ ଜବତ ହେଲା ବେଆଇନ ନଗଦ ଟଙ୍କା। ଏହି ଘଟଣାରେ ଗାଡ଼ିକୁ ଜବତ କରି…

ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼, ୪୦ କୋଟିରୁ ଅଧିକ ଟଙ୍କା ଜବତ

ଲକ୍ଷ୍ନୌ: ଆୟକର ବିଭାଗ ଉତ୍ତରପ୍ରଦେଶର ଆଗ୍ରାଠାରେ ତିନି ଜୋତା ବ୍ୟବସାୟୀଙ୍କ ଉପରେ ଚଢଉ କରିଛି। ଏହି ଅବଧି ମଧ୍ୟରେ, ତାଙ୍କ ସମ୍ପତ୍ତିରେ ଅଗଣିତ ସମ୍ପତ୍ତି ମିଳିଛି। ଜୋତା ବ୍ୟବସାୟୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କାର ପାହାଡ଼ । ସରକାରୀ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତିନି…

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର…

ପୁଣି ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ନିର୍ବାଚନ ମଧ୍ୟରେ ଗୁରୁବାର ମଧ୍ୟରାତ୍ରୀରେ ରାଜଧାନାରେ ବୋମା ମାଡ଼ ହୋଇଛି। ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଛି । ଅଫିସ ସାମ୍ନାରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା…