Latest Odisha News

BREAKING NEWS

Browsing Category

ଅପରାଧ

କପଡା ଦୋକାନରୁ ଲୁଟି ନେଲେ ୨.୫୦ ଲକ୍ଷ ଟଙ୍କା, ସିସିଟିଭିରେ କଏଦ ଚୋରିର ଦୃଶ୍ୟ

କଟକ: କଟକରେ ଥିବା ଏକ କପଡା ଦୋକାନରେ ପଶି ୨.୫୦ଲକ୍ଷ ନଗଦ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ୍ତ। ଚୋରି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ସହରର ମଧୁପାଟଣା ଅଞ୍ଚଳରେ ଘଟିଛି। ଆଜି ସକାଳେ ମାଲିକ ଯେତେବେଳେ ଦୋକାନ ଖୋଲିବାକୁ ଆସିଥିଲେ ସେତେବେଳେ ଚୋରି ହୋଇଥିବା ନେଇ…

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର, ୧.୫ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି…

ସୁନ୍ଦରଗଡରେ ଡବଲ ମର୍ଡର; ବନ୍ଧା ହେଲା ପ୍ରେମିକ ରାଜୁ

ସୁନ୍ଦରଗଡ: ସୁନ୍ଦରଗଡରେ ଡବଲ ମର୍ଡର ଘଟଣାରେ ବନ୍ଧା ହେଲା ପ୍ରେମିକ ରାଜୁ ନାଗ। ପୋଲିସର ସୂଚନାନୁସାରେ, ରାଜୁ ଗତ ସପ୍ତାହରେ ଜଣେ ଏମବିଏ ଛାତ୍ରୀ ଲିପସା କେର୍କେଟା ଏବଂ ତାଙ୍କ ବନ୍ଧୁ ପ୍ରତାପ ଲାକ୍ରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଘଟଣାର ତଦନ୍ତ କରୁଥିବା ଏକ ସ୍ୱତନ୍ତ୍ର…

କେନ୍ଦୁଝରର ଜଙ୍ଗଲରୁ ଉଦ୍ଧାର ହେଲା ଅପହୃତ ଯୁବକ

କେନ୍ଦୁଝର: କେନ୍ଦୁଝର ନନ୍ଦିପଡା ଗ୍ରାମରୁ ଋଣ ପରିଶୋଧ ନକରିବାରୁ ଜଣେ ଯୁବକଙ୍କୁ ଅପହରଣ ଘଟଣାରେ ଉକ୍ତ ଯୁବକଙ୍କୁ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି। ଯୁବକଙ୍କ ନାମ ସନାତନ ନାୟକ ହୋଇଥିବା ବେଳେ ସେ ହାଟଡିହି ବ୍ଲକ ଅନ୍ତର୍ଗତ…

ସାଇବର ଲୁଟେରାଙ୍କ ଟାର୍ଗେଟରେ ବଡ଼ବଡ଼ିଆ ଅଧିକାରୀ, ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

ଭୁବନେଶ୍ୱର:ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ ହୋଇଛି । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ…

ଜଳୁଛି ବାଂଲାଦେଶ; ସୁଟ୍-ଅନ-ସାଇଟ୍ ନିର୍ଦ୍ଦେଶ ଦେଲେ ସରକାର

ଢାକା : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ବିକ୍ଷୋଭକାରୀଙ୍କୁ  “ସୁଟ୍-ଆଟ୍-ସାଇଟ୍” ବା ଦେଖିବା ମାତ୍ରକେ ଗୁଳି ଆଦେଶ ଜାରି ହୋଇଛି। ଚାକିରି କୋଟା ଉପରେ ନିୟମ କରିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରସ୍ତୁତ କରୁଥିବା ବେଳେ ଦେଶବ୍ୟାପୀ ଚାଲିଛି…

ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

ଦେବଗଡ଼: ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ। ବନ୍ଧା ହେଲେ ବ୍ୟାଙ୍କ୍ ମ୍ୟାନେଜର। କୃଷ୍ଣଚନ୍ଦ୍ର ମହାକୁଡ଼ଙ୍କଠାରୁ ଦେବଗଡ଼ ଆକ୍ସିସ ବ୍ୟାଙ୍କର ପୂର୍ବତନ ଅପରେସନ ମ୍ୟାନେଜର ପ୍ରବେଶ ଚନ୍ଦ୍ର ଦାସ ୧୮ ଲକ୍ଷ ଟଙ୍କା ଚୂନ ମାରିଛନ୍ତି। ପ୍ରଥମେ କୃଷ୍ଣଚନ୍ଦ୍ରଙ୍କ ସହ ଭଲ ସମ୍ପର୍କ ରଖି ୨୪ ଲକ୍ଷ…

ଗୁଣି ଗାରେଡିର କରୁଣ ପରିଣତି; ଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି

ସମ୍ବଲପୁର: ଗୁଣି ଗାରେଡିର କରୁଣ ପରିଣତି।ଡାକ୍ତରମାନେ ଅସ୍ତ୍ରୋପଚାର କରି ଯୁବତୀଙ୍କ ମୁଣ୍ଡରୁ ଆଉ ୭ଟି ଛୁଞ୍ଚି ବାହାର କରିଛନ୍ତି। ଗତକାଲି ତାଙ୍କ ମୁଣ୍ଡରୁ ୭୦ଟି ଛୁଞ୍ଚି ବାହାର କରାଯାଇଥିଲା। ବୁର୍ଲା ଭୀମସାରେ ୧୦ ଜଣିଆ ଡାକ୍ତରୀ ଟିମ୍ ପକ୍ଷରୁ ଏହି ଅସ୍ତ୍ରୋପଚାର କରାଯାଇଛି। ତେବେ ଏହି…

୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଧର୍ମଗଡ଼: ୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଦୀନେଶ ରାଉତ ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ ହୋଇଛନ୍ତି।‌ ନିଜ କାର୍‌ରେ ଟଙ୍କା ନେଇ ଯାଉଥିଲା ବେଳେ ପିଛା କରି ଧରିଲା…

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…