Latest Odisha News
Browsing Category

ଅପରାଧ

ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି, ଡ଼ିସେମ୍ବର ଭିତରେ ଚାର୍ଜସିଟ୍ ଦାଖଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ସୋମବାର ଦାବି କରିଛନ୍ତି ଯେ ସ୍ୱର୍ଗତ ଜୁବୀନ ଗର୍ଗଙ୍କୁ ସିଙ୍ଗାପୁରରେ ହତ୍ୟା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବୀନଙ୍କ ମୃତ୍ୟୁ ହୋଇଥିଲା। ସେ ଉତ୍ତର-ପୂର୍ବ ଭାରତ ମହୋତ୍ସବ…

ଲାଞ୍ଚ ନେଇ ଫସିଲେ କମ୍ୟୁନିଟି ହେଲ୍ଥ ସେଣ୍ଟରର ଆକାଉଣ୍ଟାଣ୍ଟ ଓ ପିଅନ୍

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବରପାଲି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି)ର ଆକାଉଣ୍ଟାଣ୍ଟ ଏବଂ ପିଅନ୍ ଶେଖର ଚନ୍ଦ୍ର ସାହୁ ଏବଂ ତମନ୍ନା ସାହୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଇଛନ୍ତି। ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଉଭୟଙ୍କୁ ଓଡ଼ିଶା ଭିଜିଲାନ୍ସ…

କାମରୁ ଫେରିବା ବେଳେ ସୋନପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ଅଟକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ କଲେଜ କ୍ୟାମ୍ପସ ପଛରେ ଜଣେ ଯୁବତୀଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନ ଧର୍ମଶାଳା ଅଞ୍ଚଳରେ ମହିଳା ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା।…

ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋରେ ଶୁକ୍ରବାର ଦିନ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋରୋର କଲେଜ ସ୍କୋୟାର ଅଞ୍ଚଳର NH 16 ରେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସେଠି ବୋଲି ଜଣାପଡ଼ିଛି। ଯିଏ…

ମଦ୍ୟପ ଡ୍ରାଇଭର ଆତଙ୍କବାଦୀ ସହ ସମାନ: କୁର୍ଣ୍ଣୁଲ ବସ୍ ଦୁର୍ଘଟଣାରେ ପୋଲିସ କମିଶନର…

କୁର୍ଣ୍ଣୁଲ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ସହ ସମାନ ଅଟନ୍ତି। କୁର୍ଣ୍ଣୁଲ ବସ୍ ଦୁର୍ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ଏ ଲଭଳି ବୟାନ ଦେଇଛନ୍ତି। ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରେ ୨୦ ଜଣ ନିରୀହ ଲୋକ ନିଜ ଜୀବନ…

ଦିଲ୍ଲୀରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ 

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଲକ୍ଷ୍ମୀବାଇ କଲେଜ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ପୀଡିତା ଜଣକ କଲେଜକୁ ଯାଉଥିବା ସମୟରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ତାଙ୍କ…

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ ଘଟଣା; ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି…

ଇନ୍ଦୋର: ମଧ୍ୟପ୍ରଦେଶରେ ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଶନିବାର ଦିନ ଅସଦାଚରଣ କରାଯାଇଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ  ଅଭିଯୁକ୍ତ ଜଣକ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଆକିଲ ଓରଫ ନିତ୍ରା…

ଜଗତସିଂହପୁରରେ ପାନ ଦୋକାନୀଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ…

ଜଗତସିଂହପୁର: ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟରେ ଜଣେ ପାନ ଦୋକାନ ମାଲିକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯେଉଁ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟ ବସ୍ ଷ୍ଟାଣ୍ଡ ନିକଟ ଯୋଗଡ଼ାରୀ ଛକ…

ବେଙ୍ଗାଲୁରୁ ହିଟ୍ ଆଣ୍ଡ୍ ରନ ମାମଲା; କନ୍ନଡ ଅଭିନେତ୍ରୀଙ୍କ ସଂପୃକ୍ତି ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅକ୍ଟୋବର ୪ରେ ଏକ ହିଟ୍ ଆଣ୍ଡ୍ ରନ ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ କାରଟି କନ୍ନଡ ଅଭିନେତ୍ରୀ ଦିବ୍ୟା ସୁରେଶ ଚଳାଉଥିବା ନେଇ ଶୁକ୍ରବାର ଦିନ ପୋଲିସ ସୂଚନା ପ୍ରଦାନ କରିଛି। ତେବେ କିରଣ ନାମକ ଜଣେ ମହିଳା ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ଅନୁଷା ଏବଂ…

୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀ ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ୱାଣ୍ଟେଡ୍ ଅପରାଧୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ମେହରୌଲି ଅଞ୍ଚଳରେ ପୋଲିସ ଏବଂ ୱାଣ୍ଟେଡ୍ ଅପରାଧୀ କୋକୁ ପାହାରିଆଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏନକାଉଣ୍ଟରରେ ଦୁଇ ପୋଲିସ କର୍ମଚାରୀଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟରେ ଗୁଳି ବାଜିଥିଲା ବେଳେ ଜଣେ କନେଷ୍ଟବଳଙ୍କ ହାତରେ ଆଘାତ ଲାଗିଥିଲା। କୋକୁ ଖସିଯିବାକୁ…