Latest Odisha News

BREAKING NEWS

Browsing Category

ଅପରାଧ

ଜୁନ୍ ୨୦୨୪ରୁ ଗଲାଣି ୨୨ ଛାତ୍ରଛାତ୍ରୀଙ୍କ ଜୀବନ, ୧୧ ଗିରଫ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୦୨୪ରୁ ଓଡ଼ିଶାରେ ୨୨ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସୂଚନା ଦେଇଛନ୍ତି। ରାଜ୍ୟ ବିଧାନସଭାରେ…

ଅର୍ଥ ଆତ୍ମସାତ ଘଟଣା; ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ୍ ଗିରଫ

ଭୁବନେଶ୍ୱର: ସୋନପୁର ବିନିକାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ପୂର୍ବତନ ପ୍ରିନ୍ସିପାଲ୍ ସୌମ୍ୟରଞ୍ଜନ ଖେତିଙ୍କୁ ସୋମବାର ଦିନ ଭିଜିଲାନ୍ସ ଅଧିକାରୀମାନେ ୫୫,୦୨,୬୧୦ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସର ବିବୃତ୍ତି ଅନୁଯାୟୀ,…

ଫାର୍ଷ୍ଟ୍ କ୍ଲାସ ଏସି କୋଚରୁ ନେଉଥିଲେ ବେଡସିଟ ଓ କମ୍ବଳ, ଧରିଲେ କର୍ମଚାରୀ…

ନୂଆଦିଲ୍ଲୀ: ପୁରୁଷୋତ୍ତମ ଏକ୍ସପ୍ରେସର ଫାର୍ଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ବେଡରୋଲ ଚୋରି କରୁଥିବାର ଅଭିଯୋଗ ବାରମ୍ବାର ହେଉଥିବା ନଜର ଆସିଛି। ତେବେ ଏପରି କିଛି ଘଟଣାକୁ ନେଇ ବର୍ତ୍ତମାନ୍ ଅନଲାଇନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେନ…

ଉପମୁଖ୍ୟମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ହ୍ୟାଣ୍ଡେଲ ହ୍ୟାକ ହୋଇଯାଇଛି। ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ପୋଷ୍ଟ କରିଥିଲେ। ଘଟଣାର ୩୦ରୁ ୪୫ ମିନିଟ୍ ମଧ୍ୟରେ ଆକାଉଣ୍ଟକୁ ହ୍ୟାକର୍ସଙ୍କ…

ଠକେଇ ମାମଲାରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକ ଗିରଫ

ଭୁବନେଶ୍ୱର: ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡ଼ି) ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ସେ କଟକର ବାଦାମବାଡି ଅଞ୍ଚଳର ଝାଞ୍ଜିରି…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଧିକାରୀ; ୨୬୩ ଗ୍ରାମ ସୁନା ସହ ମୂଲ୍ୟବାନ ସମ୍ପତ୍ତି…

ଭୁବନେଶ୍ୱର: ରାୟଗଡା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ଅନ୍ତର୍ଜ୍ୟାମି ସାହୁଙ୍କୁ ଆୟ ବହିର୍ଭୁତ  ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଶନିବାର ଭିଜିଲାନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ତାଙ୍କ ପାଖରେ…

ମହିଳା କନଷ୍ଟେବଳ ହତ୍ୟା ଘଟଣା; ବୀମା ଟଙ୍କା ପାଇଁ ସ୍ବାମୀ ନେଲା ଜୀବନ..

ଭୁବନେଶ୍ୱର: ପୋଲିସ ସେବା ଭବନର ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଦୀପକ କୁମାର ରାଉତଙ୍କୁ ତାଙ୍କ ଦ୍ବିତୀୟ ପତ୍ନୀ ଅର୍ଥାତ୍ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟରତ ଥିବା ଶୁଭମିତ୍ରା ସାହୁଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହି ଗିରଫଦାରୀ ପରେ ୨୦୨୨ରେ ଏକ ସଡ଼କ…

ସ୍ୱତନ୍ତ୍ର ଅଭିଯାନର ୧୭ତମ ଦିନରେ ୧.୧୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ବେଆଇନ ନିଶା କାରବାର ବିରୋଧରେ ଚାଲୁଥିବା କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ଵରୂପ ସ୍ୱତନ୍ତ୍ର  ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ର ୧୭ତମ ଦିନରେ ମୋଟ ୧.୧୫ କୋଟି ଟଙ୍କାର ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଏହି ଅଭିଯାନ ୧୭ ତମ ଦିନରେ ୧୫୦ଟି ମାମଲା…

ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ…