Latest Odisha News

BREAKING NEWS

Browsing Category

ଅପରାଧ

ପ୍ରଧାନଶିକ୍ଷକ ମୁସଲିମ ବୋଲି ସ୍କୁଲ ଟାଙ୍କିରେ ବିଷ ମିଶାଇଦେଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଏକ ସରକାରୀ ସ୍କୁଲର ମୁସଲିମ ପ୍ରଧାନ ଶିକ୍ଷକଙ୍କୁ ହଟାଇବା ପାଇଁ ଦୁର୍ବୃତ୍ତମାନେ ପାଣି ଟାଙ୍କିରେ ବିଷ ମିଶାଇ ଦେଇଥିଲେ। ୧୪ ଜୁଲାଇରେ ଘଟିଥିବା ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଶ୍ରୀ ରାମ…

ଯୌତୁକ ପାଇଁ ବଧୂ ହତ୍ୟା!

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଯୋଗୁଁ ମହିଳାଙ୍କ ରହସ୍ୟମୟ ମୃତ୍ୟୁ ପରେ ଭୁବନେଶ୍ୱରରୁ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଯୌତୁକ ପାଇଁ ତାଙ୍କ ଶାଶୁ ଘର ପକ୍ଷରୁ ତାଙ୍କୁ ନିରନ୍ତର ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ବାପ ଘର ଲୋକ। ବିଶ୍ୱନାଥ ସ୍ୱାଇଁ ନାମକ…

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ ଜଣେ ବରିଷ୍ଠ ଆୟକର (ଆଇଟି) ଅଧିକାରୀଙ୍କ ଘରୁ ଡକାୟତି କରିଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ କମିଶନରେଟ୍ ପୋଲିସ ନୂଆଦିଲ୍ଲୀରୁ ଗିରଫ କରିଛି। ଏହି ଲୁଟେରାଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏମାନେ…

ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସିଡବ୍ଲ୍ୟୁସି ଗିରଫ

ଜଗତସିଂହପୁର: ଜଗତସିଂହପୁରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ସିଡବ୍ଲ୍ୟୁସି ଭାବରେ କାର୍ଯ୍ୟରତ ବିବେକାନନ୍ଦ ବଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ସାତ ମାସ ଧରି ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେହି…

ଲୁଟେରି ଦୁଲହନ, ୮ ଜଣଙ୍କୁ ଲୁଟିଲା ପରେ ଏମିତି କରିଥିଲେ ପ୍ଲାନ୍

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ଅନେକ ପୁରୁଷଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ନାମ ସମୀରା ଫାତିମା ହୋଇଥିବା ବେଳେ ସେ ପେଶାରେ ଜଣେ ଶିକ୍ଷୟିତ୍ରୀ ବୋଲି ସୂତ୍ରରୁ ଜଣା ପଡ଼ିଛି। ତେବେ ସେ…

କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କୁ ମାରିଛନ୍ତି। ଅନ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ଚିନାର କର୍ପସ ଭାରତୀୟ ସେନା ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିଛି ଯେ ସୁରକ୍ଷା…

‘୧୭ ବର୍ଷ ଧରି ନିର୍ଯାତିତ ହେଲି’, କୋର୍ଟଙ୍କ ରାୟ ପରେ ଏମିତି କହିଲେ ସାଧ୍ବୀ ପ୍ରଜ୍ଞା…

ମୁମ୍ବାଇ: ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଦିନ  ସେପ୍ଟେମ୍ବର ୨୦୦୮ରେ ଘଟିଥିବା ମାଲେଗାଓଁ ବିସ୍ଫୋରଣ ମାମଲାରେ ପୂର୍ବତନ ବିଜେପି ସାଂସଦ ତଥା ସାଧ୍ଵି ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନା ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବୁଧବାର ଦିନ ଭୁବନେଶ୍ୱର ଆରଆଣ୍ଡବି ଡିଭିଜନ- ୩ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ…

ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର, ଝରକାରୁ ଫୋପାଡିଥିଲେ ସୁନା..

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର। କାଲି ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱରର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଇଞ୍ଜିନିୟର ରାଜା କିଶୋର ଜେନାଙ୍କ ଘର ରେଡ୍‌ କରିଥିଲେ। ଆଉ ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ସେହି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକଙ୍କ…

ସ୍ତ୍ରୀ ଏବଂ ଶାଶୁଙ୍କୁ ମାରି ପୋତିଦେଲେ; ଅପରାଧ ଲୁଚାଇବା ପାଇଁ ଲଗାଇଲେ କଦଳୀ ଗଛ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଶାଶୁଙ୍କୁ ହତ୍ୟା କରି ନିଜ ବାଡ଼ିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର କୁଳିଅଣା ଥାନା ଅଧୀନରେ ଥିବା ନୂଆଗାଁ ଗ୍ରାମରେ ୨୯ ଜୁଲାଇରେ ଘଟିଥିଲା। ଅଭିଯୁକ୍ତ ଜଣକ ଦେବାଶିଷ…