Latest Odisha News

BREAKING NEWS

Browsing Category

ଅପରାଧ

ସହକାରୀ ଯନ୍ତ୍ରୀଙ୍କ ଘର କିଣା ନିଶା; ସିକ୍ରେଟ ଚାମ୍ବରରେ ରଖିଥିଲେ ୬ ଲକ୍ଷ..

ଭୁବନେଶ୍ୱର: ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା ନେଇ ତାଙ୍କର ସମ୍ବଲପୁର ବାସଭବନରେ ଗୁରୁବାର ଦିନ ଭିଜିଲାନ୍ସ ତରଫରୁ…

ଦିଲ୍ଲୀ ଡବଲ ମର୍ଡର: ଗାଳି କରିବାରୁ ମା’, ପୁଅଙ୍କ ବେକ କାଟିଦେଲା ଚାକର….

ନୂଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏବଂ ତାଙ୍କ ନାବାଳକ ପୁଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ବୁଧବାର ସକାଳେ ବନ୍ଦ ଘରୁ ଉଭୟଙ୍କ ମୃତଦେହ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡବଲ୍ ମର୍ଡର ଘଟଣା ଘଟିଥିବା ସୂଚନା…

ଶେଖ ହାସିନାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ

ଢାକା: ବାଂଲାଦେଶର ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ ହାସିନାଙ୍କୁ ଅଦାଲତଙ୍କ ଅବମାନନା ଅଭିଯୋଗରେ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଗତ ବର୍ଷ ଅକ୍ଟୋବରରେ ତାଙ୍କର ଏକ ଫୋନ୍ କଲ୍ ଲିକ୍ ହେବା ପରେ…

୨ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ଅତ୍ୟାଚାର ଘଟଣା; ନିଜ ଆଡୁ ମାମଲା ରୁଜୁ କଲା ଏନଏଚଆରସି

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ (ଏନ୍‍ଏଚ୍‍ଆର୍‍ସି) ନିଜଆଡ଼ୁ ମାମଲା ରୁଜୁ କରିଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ…

କନ୍ଧମାଳରୁ ମାଓବାଦୀ ସାମଗ୍ରୀ ଜବତ

ବ୍ରହ୍ମପୁର: ଓଡ଼ିଶାର କନ୍ଧମାଳ ଜିଲ୍ଲାର ପୁଶୁଙ୍ଗିଆ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ପୋଲିସ କିଛି ବନ୍ଧୁକ ଏବଂ ମାଓ ସାମଗ୍ରୀ ଜବତ କରିଛି। କନ୍ଧମାଳ ଏସ୍ପି ହରିଶ ବିସିଙ୍କ ଅନୁଯାୟୀ, ସର୍ଚ୍ଚ ଅପରେସନ ସମୟରେ ସ୍ଲିଙ୍ଗ ସହିତ ଏକ ୩୦୩ ରାଇଫଲ୍, ମାଗାଜିନ୍, ଏକ ରିଭଲଭର୍ ଏବଂ ଗୁଳି,…

ଶସ୍ତାରେ ହୋଟେଲ ବୁକିଂ ନାଁରେ ଠକେଇ; ୧୫ ନକଲି ୱେବସାଇଟ ବ୍ଲକ…

ଭୁବନେଶ୍ବର: କ୍ରାଇମ୍ ବ୍ରାଞ୍ଚ ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଯାବତ୍ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।…

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନେ ହେଲେ ଝାରପଡ଼ାର ସଞ୍ଜୀବ ମିଶ୍ର…

କୋଲକାତାରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ସିସିଟିଭିରୁ ମିଳିଲା ପ୍ରମାଣ

କୋଲକାତା: କୋଲକାତାର ଜଣେ ଆଇନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ସିସିଟିଭିରୁ ମିଳିଛି ପ୍ରମାଣ। କଲେଜର ସିସିଟିଭିରେ ଜୁନ୍ ୨୫ ତାରିଖ ଅପରାହ୍ନ ୩:୩୦ ରୁ ରାତି ୧୦:୫୦ ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟାର ଫୁଟେଜରେ ସବୁ କିଛି ସ୍ପଷ୍ଟ ହୋଇଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ…

ଆଇନ ଛାତ୍ରଙ୍କ କଳା କାରନାମା; ବିବାହ ପାଇଁ ମନା କରିବାରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ 

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ପଶ୍ଚିମବଙ୍ଗ କୋଲକାତାରେ ଏକ ଆଇନ କଲେଜରେ ଲୋମହର୍ଷଣକାରୀ ଘଟଣା ଘଟିଛି। ୨୫ ଜୁନରେ ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ୍ ସବୁଆଡେ ଚର୍ଚ୍ଚାର ବିଷୟ…

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ…