Latest Odisha News

BREAKING NEWS

Browsing Category

ଅପରାଧ

ପୋଲିସ୍ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ, ରହିଥିଲା ୪ଲକ୍ଷ ଟଙ୍କା…

ଭୁବନେଶ୍ୱର: ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ବଂଶଧାରା- ଘୁମୁସର- ନାଗାବଳି (BGN) ଡିଭିଜନ ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ରାଉଣ୍ଡ ଗୁଳି…

ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଆରଆଇ

ପୁରୀ: ଜଣେ ମହିଳା ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପିପିଲିର ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତିଙ୍କ ବିରୋଧରେ ବିଏନଏସର ଧାରା ୭୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସୂଚନା…

କୁଲଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଗତ ଶନିବାର ଦିନ ଅସ୍ତ୍ରଶସ୍ତ୍ର ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ଠାରୁ ୧୫ଟି ଟ୍ରାପ୍ କ୍ୟାମେରା ମଧ୍ୟ ଜବତ କରାଯାଇଛି। ତେବେ କ୍ୟାମେରା ବ୍ୟତୀତ ସେମାନଙ୍କ ପାଖରେ ଆହୁରି ମଧ୍ୟ ବିପଦ୍ଜନକ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ। ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଶନିବାର ଦିନ ଖୋର୍ଦ୍ଧାର ବାଙ୍କୋଇ ପୋଲିସ ଆଉଟପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ସୁନ୍ଦରାୟଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ…

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୩୦ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ହିନ୍ଦୋଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି। ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳିମାଡର ଶିକାର ହୋଇଥିଲେ ଫରେଷ୍ଟ ଗାର୍ଡ। ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର କଇ ରିଜର୍ଭରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ(୩୭) ବୋଲି…

ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଜବରଦସ୍ତି ପଶିବାକୁ ଉଦ୍ୟମ, ୨ ଗିରଫ

ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଆସୁଛି। ଏହାରି ମଧ୍ୟରେ ଜଣେ ଅପରିଚିତ ପୁରୁଷ ଏବଂ ଜଣେ ମହିଳା ଅଭିନେତାଙ୍କ ମୁମ୍ବାଇ ସ୍ଥିତ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ଜୋରଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା…

ଡ଼ାକ୍ତରରୁ କୁଖ୍ୟାତ ସିରିଏଲ୍ କିଲର; ରାଜସ୍ଥାନରୁ ଗିରଫ ଦେବେନ୍ଦ୍ର ଶର୍ମା

ନୂଆଦିଲ୍ଲୀ: କୁଖ୍ୟାତ ସିରିଏଲ୍ କିଲର 'ଡକ୍ଟର ଡେଥ୍'  ଓରଫ ଦେବେନ୍ଦ୍ର ଶର୍ମାକୁ ଦିଲ୍ଲୀ ପୋଲିସ ରାଜସ୍ଥାନର ଦୌସା ରୁ ଗିରଫ କରିଛି। ସେ ଆଲିଗଡ଼ର ଛାରା ଥାନା ଅଞ୍ଚଳର ପୁରାଇନି ଗାଁର ବାସିନ୍ଦା ହୋଇଥିବା ବେଳେ ତାଙ୍କର ବୟସ ୬୭ ବୋଲି ଜଣାପଡ଼ିଛି। ସେ ଛାରା ଥାନାରେ ହିଷ୍ଟରିସିଟର ଭାବରେ…

ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଆର୍ଥିକ ନେଣଦେଣ; ଚାଲିଛି ଖୋଳତାଡ଼

ପୁରୀ: ପୁରୀର ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାର ତଦନ୍ତ ଚତୁର୍ଥ ଦିନରେ ପହଁଚିଛି। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ…

ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରୁ ୮.୩୭ ଲକ୍ଷ ଟଙ୍କା, ୩୯୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରାଉରକେଲା ବନ ବିଭାଗ ଅନ୍ତର୍ଗତ ବିସ୍ରାର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କ ଘରେ ଉପରେ ଚଢାଉ କରି ବୁଧବାର ଦିନ ୮.୩୭ ଲକ୍ଷ ଟଙ୍କା ଏବଂ ୩୯୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି। ଅଧିକ ପଢନ୍ତୁ:- ଲାଞ୍ଚ ନେଇ ଫସିଲେ ଡେପୁଟି…

ଅପହୃତ୍ ଟ୍ରେଡର କେନ୍ଦ୍ରାପଡ଼ାରୁ ଉଦ୍ଧାର, ୭ ଅଭିଯୁକ୍ତ ଗିରଫ

କଟକ: ଜଣେ ବ୍ୟବସାୟୀଙ୍କ ଅପହରଣ ମାମଲାକୁ ତଦନ୍ତ କରି ମାତ୍ର ଦୁଇ ଦିନ ମଧ୍ୟରେ ପିଡୀତଙ୍କୁ ଉଦ୍ଧାର କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ମୋଟ ୭ ଜଣ ଅପରାଧୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗିରଫ କରିଛି। ଅପହୃତ୍ ବ୍ୟକ୍ତିଙ୍କ ନାମ ସୌମ୍ୟରଞ୍ଜନ ଏବଂ ତାଙ୍କ ବୟସ ୩୧ ବର୍ଷ ବୋଲି…