Latest Odisha News

BREAKING NEWS

Browsing Category

ଅପରାଧ

୨ ମିମି. ଅଧିକ ଗଭୀର ଆଘାତ ଲାଗିଥିଲେ, ସୈଫଙ୍କୁ ହୋଇଥାନ୍ତା ପକ୍ଷାଘାତ! 

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ଘରେ ଘଟିଥିଲା। ଯାହାପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଦୁଇଟି ଅସ୍ତ୍ରୋପଚାର…

ଜେଲରେ ବିତିବ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ, ମିଳିଲା ୧୪ ବର୍ଷର ଦଣ୍ଡାଦେଶ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନ କୋର୍ଟ ତାଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଏହି ମାମଲାରେ ତାଙ୍କ ପତ୍ନୀ ବୁଶରା ବିବି ମଧ୍ଯ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ…

ଶିମିଳିପାଳରୁ କଳାବାଘ ଛାଲ ଜବତ, ୪ ଗିରଫ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି । ଏହି ବାଘ ଛାଲଟି ଦୁଇ ତିନି ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ସୂଚନା ରହିଛି । ଏନେଇ ଏଥିରେ ସମ୍ପୃକ୍ତ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ହେଲେ ଏହି କାରନାମାର ମାଷ୍ଟରମାଇଣ୍ଡ ଫେରାର ଅଛି ।…

ଜାମିନ ପାଇଁ ସୁପ୍ରିମକୋର୍ଟରେ ପୂଜା ଖେଡକର…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନିଲମ୍ବିତ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକର ଅନ୍ତରିଣ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ହାଜର ହୋଇଛନ୍ତି। କାରଣ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା…

ମହାକୁମ୍ଭ ଯାଉଥିବା ଟ୍ରେନ ଉପରକୁ ପଥରମାଡ଼

ଜଳଗାଓଁ: ଗୁଜରାଟର ପ୍ରୟାଗରାଜ ଯାଉଥିବା ଏକ ଟ୍ରେନରେ ପଥର ମାଡ଼ ହୋଇଛି। ସୁରତରୁ ଯାଉଥିବା ଏହି ଟ୍ରେନରେ ଅଧିକାଂଶ ଯାତ୍ରୀ ମହାକୁମ୍ଭ ଯାତ୍ରାକୁ ଯାଉଥିଲେ। ଟ୍ରେନଟି ମହାରାଷ୍ଟ୍ରର ଜଳଗାଓଁ ଦେଇ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସମୟରେ ହଠାତ ଟ୍ରେନ କାଚ ଉପରକୁ ପଥର ମାଡ଼ ହୋଇଥିଲା।…

ପୋଲିସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଷ୍ଟାଇଲ୍ କପି… 

ମୁମ୍ବାଇ: ମୁମ୍ବାଇ ପୋଲିସରେ ନିଯୁକ୍ତି ପାଇଁ ଚାଲିଥିବା ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲରେ କପି କରିଛନ୍ତି। ତାଙ୍କୁ ପୋଲିସ ମଧ୍ଯ ଗିରଫ କରିଛି। 'ମୁନ୍ନା ଭାଇ ଏମବିବିଏସ ଫିଲ୍ମ'ର ଏକ କପି ସିନ୍ ଭଳି ପରୀକ୍ଷା ଚାଲିଥିବା ସମୟରେ ଜଣେ ପରୀକ୍ଷାର୍ଥୀ ମାଇକ୍ରୋଫୋନ୍…

ସରକାରୀ ଚାକିରି ଲୋଭ ଦେଖାଇ ଠକୁଥିଲେ ଠକ ଦମ୍ପତି, ଗିରଫ କଲା ପୋଲିସ

ରାଉରକେଲା: ସରକାରୀ ଚାକିରି ନାଁରେ ଠକୁଥିଲେ ଠକ ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଅନେକ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି । ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ ଏ ନେଇ ଅଭିଯୋଗ ହେବା ପରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…

ନିଆଁ ପୋଇଁବା ସମୟରେ ଜଳିଗଲେ ୨ ନାବାଳକ

ବୌଦ୍ଧ : ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତ। ନିଆଁରେ ପୋଇଁବା ସମୟରେ ଜଳିଗଲେ ଦୁଇ ନାବାଳକ। ଶୀତରୁ ରକ୍ଷା ପାଇବା ପାଇଁ ନିଆଁରେ ପୋଇଁବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି। ଅସାବଧାନତା କାରଣରୁ ନିଆଁ ଲାଗିଯିବାରୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ…

୨ ମହିଳାଙ୍କ ସମେତ ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫…

ଠକ ଦମ୍ପତିଙ୍କ ଆଉ ଦୁଇଟି ଦାମୀ କାର ଜବତ କଲା ପୋଲିସ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାରକୁ ଜବତ କରିଛି କମିଶନରେଟ ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସ କାର ଦେଇଥିଲେ।…