Latest Odisha News

BREAKING NEWS

Browsing Category

ଅପରାଧ

ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼

ଅନୁଗୁଳ: ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼। ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ। ନାବାଳକ ଜଂଘରେ ବାଜିଛି ଗୁଳି। ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ନାବାଳକ ହେଲେ ଶ୍ରୀକାନ୍ତ…

ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ: ୪ ଅଟକ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଜଘନ୍ୟକାଣ୍ଡ। ଠାକୁରାଣୀ ଯାତ୍ରାରେ ନାଟକ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନାରେ ୪ ଜଣ…

ତୁମ ଅହଙ୍କାର ଶୌଚାଳୟରେ ଭାସିଗଲା; ଜେଲରୁ କେଜ୍ରିୱାଲଙ୍କୁ ଏଭଳି ଚିଠି ଲେଖିଲା ଠକ ସୁକେଶ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛି ଠକ ସୁକେଶ ଚନ୍ଦ୍ରଶେଖର। ଯେଉଁଥିରେ ସେ କେଜ୍ରିୱାଲଙ୍କୁ ତାଚ୍ଛଲ୍ୟ କରିବା ସହ ଦିଲ୍ଲୀରେ ଆପର ପରାଜୟ ପାଇଁ…

ବିଦ୍ୟୁତ ଆଘାତରେ ୨ ଦାଦନ ଶ୍ରମିକ ମୃତ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ବାପ ପୁଅ  ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଛନ୍ତି। ବିଦ୍ୟୁତ ଆଘାତରେ ବାପା ପୁଅଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଏପଟେ ଘଟଣାକୁ…

ଛତିଶଗଡ଼ରେ ୩୧ ନକ୍ସଲ ନିପାତ ଘଟଣା ଏକ ବଡ଼ ସଫଳତା: ଅମିତ ଶାହ

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁରରେ ରବିବାର ସକାଳୁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଥିଲେ। ନକ୍ସଲ ନିପାତ ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।…

ଛୁଟି ବାତିଲ ହେବାରୁ ସହକର୍ମୀଙ୍କୁ ଛୁରାମାଡ଼ କଲେ ସରକାରୀ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଜଣେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଯିବାରୁ କାର୍ଯ୍ୟାଳୟରେ ହଙ୍ଗାମା କରିବା ସହ ସହକର୍ମୀମାନଙ୍କୁ ଛୁରାମାଡ଼ କରିଛନ୍ତି। ଏହି ଆକ୍ରମଣରେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କୁ ନ୍ୟୁଟାଉନ୍ ଅଞ୍ଚଳର କରିଗୋରୀ ଭବନ ସ୍ଥିତ ରାଜ୍ୟ ସରକାରୀ…

ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବ୍ରହ୍ମପୁର : ରାଜ୍ୟରେ ବଢି ଚାଲିଛି ଅପରାଧ। ଗୋଟିଏ ପଟେ ଚୋରି ରାହାଜାନି କାୟା ବିସ୍ତାର କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ମୃତ୍ଯୁ ଧମକ ସାଙ୍ଗକୁ ଅତର୍କିତ ଆକ୍ରମଣ ନଜରକୁ ଆସୁଛି। ଆଜି ବ୍ରହ୍ମପୁରରେ ଘଟିଛି ସେହିପରି ଏକ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ବିଜେପି…

ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବ ଗଞ୍ଜେଇ ଚାଷ: ଡିଜିପି ୱାଇ.ବି ଖୁରାନିଆ

ଭୁବନେଶ୍ୱର: ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ଗଞ୍ଜେଇ ମୂଳୋତ୍ପାଟନ ନିର୍ଦ୍ଦେଶ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି ଖୁରାନିଆ । ଏବେ ସୁଦ୍ଧା ୫୯୧ଟି ମାମଲା ସହ ୨୫ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ୨୧୩ ମାମଲା ପଞ୍ଜୀକୃତ ହୋଇଛି। …

ଆମେରିକାରୁ ଡିପୋର୍ଟ ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି, ଯାଞ୍ଚ କରିବ ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଆମେରିକରୁ ଡିପୋର୍ଟ ହୋଇଥିବା ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି। ମମଳକୁ କଡାକଡି ଯାଞ୍ଚ କରିବ ପଞ୍ଜାବ ପୋଲିସ। ପଞ୍ଜାବ ଡିଜିପି ଗୌରବ ଯାଦବ ଆଜି ୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି।  ଆମେରିକାରୁ ଡିପୋର୍ଟ…

ଭିଜିଲାନ୍ସ ରେଡ୍: ପିଡି ବାବୁଙ୍କ ସହ ୫ ଗିରଫ

ଭୁବନେଶ୍ୱର: ମାଲକାନଗିରି ଭିଜିଲାନ୍ସ ରେଡ୍ ମାମଲାରେ ପିଡି ବାବୁଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି। ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଗିରଫ କରାଯାଇଛି। ସରକାରୀ ଅର୍ଥ…