Latest Odisha News

BREAKING NEWS

Browsing Category

ଅପରାଧ

ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା

କୋଲକାତା: ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା। ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ ଝିଅର ପାଠପଢା ଓ ଲାଳନପାଳନ ପାଇଁ ଟଙ୍କା ଯୋଗାଡ଼ କରିବା ପାଇଁ ସ୍ୱାମୀଙ୍କୁ ୧୦ ଲକ୍ଷ…

ଅନଲାଇନ ଅଟୋ ବୁକ୍, ଚାଳକଙ୍କୁ ଅତର୍କିତ ଆକ୍ରମଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢିବାରେ ଲାଗିଛି ଚୋରି, ଡକାୟତି, ହତ୍ୟା, ନିଶା କାରବାର ଭଳି ହିଂସାତ୍ମକ ଗତିବିଧି। ପୋଲିସର ସମସ୍ତ ବ୍ୟବସ୍ଥାକୁ ଅପରାଧୀମାନେ ଏହାକୁ ଖାତିର କରୁ ନାହାନ୍ତି। ଭରତପୁର ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଜଣେ ଅଟୋ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ…

ମୟୂରଭଞ୍ଜରେ ବନ୍ଧୁକ ମୁନରେ ମହିଳା ଆରଆଇଙ୍କୁ ଲୁଟ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ଦିନ ଜଣେ ମହିଳା ରାଜସ୍ୱ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କଠାରୁ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମହିଳା ଆରଆଇ ନିରୁପମା ନାୟକ…

ସୁନ୍ଦରଗଡରେ ଫୁଟିଲା ଗୁଳି, ଯୁବକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡର ଲେଫ୍ରିପଡାରେ ଫୁଟିଲା ଗୁଳି । ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଦର୍ଲ୍ଲିପାଲି ନିକଟରେ ଏହି ଗୁଳିମାଡ ହୋଇଛି । ଯୁବକଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବକ । ତେବେ ଏହି ଗୁଳିମାଡ ବ୍ୟବସାୟିକ ଶତୃତା କାରଣରୁ…

ପୋଲିସକୁ ବଡ଼ ସଫଳତା: ୪ ଲୁଟେରା ଗ୍ୟାଙ୍ଗ ଗିରଫ, ଜଣେ ଞ୍ଜିନିୟରିଂ ଛାତ୍ର ସାମିଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅର୍ନ୍ତଗତ ରାଳବ ରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀ ନାମକ ଜଣେ ବାସିନ୍ଦାଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା। ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ ଜଣେ ଇଞ୍ଜିନିୟର ଛାତ୍ର ହାତ ଅଛି। ଗତ ବର୍ଷ ଡିସେମ୍ବର ମାସ ୧୯…

ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ସହ ୪ ଗିରଫ

ବୌଦ୍ଧ: ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ ୧୩୧୩ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ…

ସୈଫଙ୍କୁ ଛୁରାମାଡ଼ ଘଟଣା; ପଶ୍ଚିମବଙ୍ଗରୁ ଜଣେ ମହିଳା ଗିରଫ

ମୁମ୍ବାଇ: ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗରୁ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶହଜାଦକୁ ଗିରଫ କରାଯାଇଥିଲା। ତେବେ ପୋଲିସ ଏହି ମାମଲାରେ ଖୋଳତାଡ କରିବା  ସମୟରେ ଶରିଫୁଲ ବ୍ୟବହାର କରିଥିବା ସିମ୍ କାର୍ଡ ଏକ…

୪ ଯୁବକଙ୍କୁ ଅପହରଣ ମାମଲା: ଜଣେ ଅଟକ, ଟଙ୍କା ପାଇଁ ଦିଆଯାଉଥିଲା ନିର୍ଯାତନା

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲାରେ ଜଣେ ଅଟକ। ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ଦେଇଛନ୍ତି ସୂଚନା। ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସ୍‌ପି କହିଛନ୍ତି। ଭୁବନେଶ୍ବରରୁ ସମସ୍ତଙ୍କୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ ଅପହରଣକାରୀ। ଋଣ କାରବାରକୁ ନେଇ…

ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ଗିରଫ

କଟକ: ସାଧାରଣତନ୍ତ୍ର ଦିବସରେ ଘଟିଥିବା ଅଘଟଣରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଅଂଶୁପା ରାସ୍ତାରେ ପିକଅପ୍ ଭ୍ୟାନ ଓଲଟି ଛାତ୍ର ମୃତ ଘଟଣାରେ ଗିରଫ ହେଲା ଡ୍ରାଇଭର। ଡ୍ରାଇଭର ଗଗନା ନନ୍ଦ ପୃଷ୍ଟିକୁ ଗିରଫ କରିଛି ବାଙ୍କୀ ପୋଲିସ। ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିବାବେଳେ ଗଗନା…

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ବିଜେଡି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର-ରବିବାର ରାତିରେ ବଡ଼ଧରଣର ଚୋରି ମାମଲାରେ ରବିବାର  ସାମ୍ବାଦିକ ସମ୍ମିଳନୀ କରିଛି ବିଜୁ ଜନତା ଦଳ। ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ମଧ୍ୟରେ ଯଦି ବରିଷ୍ଠ…