Latest Odisha News

BREAKING NEWS

Browsing Category

ଅପରାଧ

ବାଣୀବିହାର ରେଳଧାରଣା କଡ଼ରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବାଣୀବିହାର ରେଳଧାରଣା କଡ଼ରୁ ଆଜି ଏକ କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ମୃତକଙ୍କ ଦେହସାରା କ୍ଷତଚିହ୍ନ ରହିଥିବାରୁ…

ଅବକାରୀ ବିଭାଗକୁ ବଡ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୋଳ: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୮ ଟା ବେଳେ ବଉଦ ଅଞ୍ଚଳରୁ ଏକ କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା…

ଡାକ୍ତରଙ୍କୁ ୭ଥର ଛୁରୀ ଭୁସିଲେ ରୋଗୀଙ୍କ ପୁଅ

ଚେନ୍ନାଇ: ଚେନ୍ନାଇର କାଲାଇଗାର୍ ସେଞ୍ଚୁରୀ ହସ୍ପିଟାଲରେ ବୁଧବାର ସକାଳେ ଜଣେ ଯୁବକ ଛୁରୀରେ ସରକାରୀ ଡାକ୍ତରଙ୍କ ଉପରେ ଆକ୍ରମଣ କରିଛି। ଡାକ୍ତର ଓପିଡିରେ ଉପସ୍ଥିତ ଥିବାବେଳେ ଏହି ଅଘଟଣ ଘଟିଥିଲା। କର୍କଟ ରୋଗରେ ପିଡିତ ମା’ଙ୍କୁ ଡାକ୍ତର ଭୁଲ ଔଷଧ ଦେଇଥିବା ନେଇ ସନ୍ଦେହ କରି ଉକ୍ତ ଯୁବକ…

ବିଜେପିର ନିର୍ବାଚନୀ ରାଲିରେ ମିଥୁନଙ୍କ ପର୍ସ ଚୋରି

ଧାନବାଦ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ସୂଚନା ଅନୁଯାୟୀ, ସେ ଧନବାଦ୍ ଜିଲ୍ଲାର ନିର୍ସା ବିଧାନସଭାରୁ ବିଜେପି ପ୍ରାର୍ଥୀ ଅପର୍ନା ସେନ୍ ଗୁପ୍ତାଙ୍କ ପାଇଁ ପ୍ରଚାର କରିବାକୁ…

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ନାଁ ରେ ଏନବିଡବ୍ଲ୍ୟୁ

ରାୟଗଡା : ବହୁ ଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ଜିଲ୍ଲା ବିଜେଡ଼ି ସଭାପତି ଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଆଜି ରାୟଗଡା ଏସଡିଜେଏମ କୋର୍ଟ ଜାମିନ ବିହିନ ଗିରଫ ପରୱାନା (ଏନବିଡବ୍ଲ୍ୟୁ ) ଜାରି କରିଛନ୍ତି ।…

ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ଘର ମାଲିକଙ୍କ ବିରୋଧରେ ପୋଲିସର ମାମଲା ରୁଜୁ

ଭୁବନେଶ୍ୱର: ଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଗତକାଲି ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଘର ମାଲିକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ। ସୂଚନା ଅନୁସାରେ ସୋମବାର ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏଥିରେ ଏକାଧିକ ଜୀବନ ବର୍ତ୍ତି ଯାଇଥିବା ବେଳେ…

ଚୁଲି ନିଆଁରେ ପୋଡିଗଲା ୭ ଦିନର ଶିଶୁ କନ୍ଯା

ଉନ୍ନାଓ: କାୟାମପୁର ନିବରୱାରା ଗାଁରେ ଏକ ୭ ଦିନର ଶିଶୁ କନ୍ଯା ଚୁଲିରେ ପଡିଯିବା ଫଳରେ ଗୁରୁତର ଭାବେ ଜଳି ଯାଇଛି। ଏପଟେ ଶିଶୁର ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କାୟାମପୁର ନିବରୱାରା ଗାଁର ବାସିନ୍ଦା ସୋନୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର…

ମାଲକାନଗିରିରୁ ମାଓ ଡମ୍ପ ଉଦ୍ଧାର କଲା ବିଏସ୍‌ଏଫ୍‌, ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ଗତକାଲି ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ଯବାନମାନେ ମାଲକାନଗିରିର ଯଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଆରିଲିପଡ଼ା ଏବଂ ଟାବର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଏକ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ଡମ୍ପରୁ ୫୬ଟି ଜିଲୋଟିନ , ୧୩ଟି ବିଦ୍ୟୁତ…

ଅଯୋଧ୍ୟାର ମୂଳଦୁଆକୁ ଦୋହଲାଇଦେବୁ, ଖଲିସ୍ତାନୀ ଆତଙ୍କବାଦୀର ଧମକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଉଡାଇଦେବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ। ଏକ ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ସେ ଧମକ ଦେଇଛି। ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଉଥିବା ଜଣାପଡିଛି। ଶିଖ୍ ଫର…

ଆତଙ୍କବାଦୀ-ସେନା ଗୁଳି ବିନିମୟ: ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର…