Latest Odisha News

BREAKING NEWS

Browsing Category

ଅପରାଧ

ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ

ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।…

ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

ତିହିଡ଼ି: ବାତ୍ୟା ‘ଦାନା’ ସମୟରେ ଠିକ  ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା…

୮ କୋଟି ଦେଲେନି ବୋଲି ୮୦୦ କିମି. ଦୂରରେ ଫୋପାଡିଦେଲେ ସ୍ବାମୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ। ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ପୋଲିସ ଚାରିଟି ଦଳ ଗଠନ କରି ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ତଦନ୍ତ ଅନୁଯାୟୀ,…

ମହିଳାଙ୍କୁ ହତ୍ଯା ପାଇଁ ୨୨ଥର ‘ଦୃଶ୍ୟମ’ ଦେଖିଥିଲେ ଜିମ୍ ଟ୍ରେନର, ଏଭଳି କରିଥିଲେ ପ୍ଲାନିଂ… 

କାନପୁର: ବଲିଉଡ ଫିଲ୍ମ୍ ଦୃଶ୍ୟମ ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିମ ଟ୍ରେନର ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଜିଲ୍ଲାପାଳଙ୍କ କମ୍ପାଉଣ୍ଡଠାରୁ କିଛି ଦୂରରେ ଥିବା ଅଫିସର୍ସ କ୍ଲବ କମ୍ପାଉଣ୍ଡ ଭିତରେ ପୋତି ଦେଇଥିଲେ। ସୂଚନା ଅନୁଯାୟୀ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ସୁଗାରମିଲ…

ଲକ୍ଷ୍ନୌର ୧୦ ହୋଟେଲକୁ ବୋମାରେ ଉଡ଼ାଇବାକୁ ଧମକ

ଲକ୍ଷ୍ନୌ: ଗୁଜୁରାଟ ପରେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅନେକ ହୋଟେଲକୁ ବୋମା ଧମକ ମିଳିଛି। ପ୍ରାୟ ୧୦ଟି ହୋଟେଲକୁ ଉଡ଼ାଇବା ପାଇଁ ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଛି। ଏହି ହୋଟେଲ ଗୁଡ଼ିକ ମଧ୍ଯରେ…

ପାଟ୍ରୋଲିଂ ସମୟରେ ବିପୁଳ ବେଆଇନ ବାଣ ଜବତ କଲା ଜଟଣୀ ପୋଲିସ୍

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରୁ ଆଜି ଜବତ ହୋଇଛି ବିପୁଳ ପରିମାଣର ବେଆଇନ ବାଣ। ପାଟ୍ରୋଲିଂ ସମୟରେ ଜବତ କରିଛି ଜଟଣୀ ପୋଲିସ ଟିମ୍ ।  ସୂଚନା ଅନୁଯାୟୀ, ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପାଟ୍ରୋଲିଂ ଟିମ ରାତ୍ରିକାଳୀନ…

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର: ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ୍‌ । କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ମାନଙ୍କରେ ଲାଗିବ IP କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ…

ଗୁଜୁରାଟର ୧୦ ହୋଟେଲକୁ ବୋମା ଧମକ

ରାଜକୋଟ: ଗୁଜୁରାଟର ରାଜକୋଟର ୧୦ଟି ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଛି। ଏହି ହୋଟେଲ ଗୁଡିକରେ ଇମ୍ପେରିଆଲ ପ୍ୟାଲେସ, ଗ୍ରାଣ୍ଡ ରେଜେନ୍ସି, ହୋଟେଲ ସାୟାଜୀ, ହୋଟେଲ ସିଜନ ଆଦି ରହିଛନ୍ତି୲ ଏହି ସମସ୍ତ ହୋଟେଲରେ ଯାଞ୍ଚ କଡାକଡି କରାଯାଇଥିବା ବେଳେ ବୋମା ସ୍କ୍ବାଡ୍ ଏବଂ ସନ୍ଧାନୀ…

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ

ଖାତିଗୁଡା: ଆଗକୁ ଆସୁଛି ଦୀପାବଳି। ବ୍ୟବସାୟ ପାଇଁ  ଗୋଦାମରେ ଗଚ୍ଛିତ ଥିଲା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ। ବିନା ଅନୁମତିରେ ଗଚ୍ଛିତ ଥିଲା ବାଣ। ଖବର ପାଇ ନବରଙ୍ଗପୁର ଜିଲ୍ଲା ପୋଲିସ୍‌ ଚଢ଼ଉ କରି ସବୁ ବାଣ ଜବତ କରିଛି। ସୂଚନା ଅନୁଯାୟୀ, ଖାତିଗୁଡା ଗାଁର ସୁରଜ କିଷାନ…

ଜେଲରେ ଲରେନ୍ସ ବିଷ୍ଣୋଇର ଇଣ୍ଟରଭିୟ୍ୟୁ ଘଟଣା, ୭ ପୋଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ବିବାଦୀୟ ସାକ୍ଷାତକାର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବ ସରକାର ଡିଏସପି ଗୁରୁଶର ସିଂ ସାନ୍ଧୁଙ୍କ ସମେତ ସାତ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି୲ ସୂଚନା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ୍ ମାସରେ ଖରାରର ସିଆଇଏ…