Latest Odisha News

BREAKING NEWS

Browsing Category

ଅପରାଧ

ଖଲିସ୍ତାନୀ ଆତଙ୍କାବାଦୀଙ୍କ ଧମକ, ନଭେମ୍ବର ୧ରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କରନି

ନୂଆଦିଲ୍ଲୀ: ନଭେମ୍ବର ୧ରୁ ୧୯ ତାରିଖ ଭିତରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ ବୋଲି ସୋମବାର ପୁଣି ଧମକ ଦେଇଛି ଖଲିସ୍ତାନୀ ଆତଙ୍କାବାଦୀ। ଏଭଳି ଧମକ ଦେଇଛନ୍ତି ଖଲିସ୍ତାନୀ ଆତଙ୍କାବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ଶିଖ୍ ଫର ଜଷ୍ଟିସ (ଏସଏଫଜ)ର ପ୍ରତିଷ୍ଠାତା ଦାବି କରିଛନ୍ତି…

ନିଜ ଦେହରେ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ

ବାଲେଶ୍ୱର: ବାଲେଶ୍ୱରର ସୋରୋ ବ୍ଲକ ଅନ୍ତର୍ଗତ ଆଡିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଭାନୁମତି ମହାରାଣା ବୋଲି ଜଣାପଡିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଶଶିକାନ୍ତ ମହାରାଣା ମଧ୍ୟ ଗୁରୁତର ଆହତ…

ଓୟୋ ହୋଟେଲରୁ ମିଳିଲା ସମାଜସେବୀଙ୍କ ମୃତଦେହ

ଭୁବନେଶ୍ବର:  ଓୟୋ ହୋଟେଲ ରୁମ୍‌ରୁ ମିଳିଛି ସମାଜସେବୀଙ୍କ ମୃତଦେହ। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ର ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ଦେବୀଦତ୍ତ ୨ ଦିନ ତଳେ ଭୁବନେଶ୍ୱର ଆସି ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ରହିଥିଲେ।…

କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର ଗିରଫ

ହାଇଦ୍ରାବାଦ:  ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର।  ହାଇଦ୍ରାବାଦର ଚିକ୍କାଡପଲ୍ଲୀ ସ୍ଥିତ ଅଶୋକ ନଗରରେ ତେଲେଙ୍ଗାନା ଲୋକ ସେବା ଆୟୋଗ ଅଧିନସ୍ଥ ଗ୍ରୁପ୍ ୧ ସର୍ଭିସର ପ୍ରାର୍ଥୀଙ୍କ ସହ ମିଶି ବିକ୍ଷୋଭ କାରଣରୁ ତାଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ସେ…

ସାଇବର ଆଟାକରୁ କିପରି ପାଇବେ ରକ୍ଷା ?

ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧ। ସକ୍ରିୟ ହେଉଛନ୍ତି ସାଇବର ଅପରାଧୀ। ସବୁ ଆଇନକୁ ଚକମା ଦେଇ ବଢାଉଛନ୍ତି ଅପରାଧ। ସାଇବର କ୍ରାଇମର ଶିକାର ହେଉଛନ୍ତି ପ୍ରାୟ ସବୁ ବର୍ଗର ଲୋକ। ଏହା ଲୋକଙ୍କ ଆଖିରୁ ନିଦ ଛଡାଇ ନେଇଥିବା ବେଳେ ଚୋରାଇ ନେଉଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଏମିତିକି…

ପୁରୀରୁ ୪୦୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ 

ପୁରୀ: ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ ୪୦୪ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଶ୍ରୀ ସେତୁ ନିକଟରେ ବ୍ରାଉନସୁଗର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି ୩ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା…

ଅଭିଶାପ ହେବ ସିନୱାର ମୃତ୍ୟୁ, ପଣବନ୍ଦୀଙ୍କୁ ଛାଡ଼ିବୁନି: ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନିହତ ହୋଇଛି ହମାସ ଚିଫ୍ ୟାହୟା ସିନୱାର।  ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ହମାସ ସଂଗଠନ। ହମାସ ପକ୍ଷରୁ ସିନୱାର ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇଛି। ହମାସ ଉପ ମୁଖ୍ୟ ଖଲିଲ ଅଲ ହାୟା ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ମଧ୍ୟ…

ବିଷାକ୍ତ ମଦ ପିଇ ୨୦ ମୃତ

ପାଟଣା: ବିହାରରେ ପୁଣି ଥରେ ବିଷାକ୍ତ ମଦ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସିୱାନ ଏବଂ ସରାନ ଜିଲ୍ଲାରେ ମଦ ପିଇ କିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ୨୦ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ…

ନାଳ ନିକଟରୁ ମାଆ-ଝିଅର ଖପୁରି ଓ କଙ୍କାଳ ଉଦ୍ଧାର! ହତ୍ୟା ସନ୍ଦେହରେ ୨ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ। ୫୯ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ସମୀକ୍ଷା କଲେ ମୋହନ ସରକାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗସ୍ତ ସମୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି।ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥତା ଓ ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ସମ୍ପର୍କରେ…