Latest Odisha News

BREAKING NEWS

Browsing Category

ଅପରାଧ

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର…

ଚା’ରେ ଛେପ ପକାଇ ବିକ୍ରି କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ମସୁରୀ: କେତେବେଳେ ଜୁସରେ ପରିସ୍ରା ତ ଆଉ କେତେବେଳେ ଛେପ ପକାଇ ରୁଟି ବିକ୍ରି କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି। ଉତ୍ତରାଖଣ୍ଡର ମସୁରୀରୁ ଆସିଥିବା ଏହି ଭିଡିଓରେ ଚା' ବିକ୍ରି…

ପୋଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, ଭିଡିଓ ଭାଇରାଲ୍

ଲକ୍ଷ୍ମୀପୁର: ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ପିଟିଲେ ଆଇନଜୀବୀ। ବାର ଆସୋସିଏସନ ସଭାପତି ଅବଧେଶ ସିଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ, ଫଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇଯାଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ପୁଣିଥରେ ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର, ଟ୍ରାକରେ ରଖିଲେ ଲୁହାରଡ଼

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଏକ ବଡ଼ ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ବିର୍ଲାନଗର ଷ୍ଟେସନ ନିକଟ ରେଳ ଟ୍ରାକରୁ ଏକ ଲୁହା ରଡ ଉଦ୍ଧାର କରାଯାଇଥିଲା। ତେବେ ଏହି ସମୟରେ ଟ୍ରାକରେ ଏକ ମାଲଗାଡ଼ି ଆସୁଥିଲା। ସତର୍କତା ସହ ଦୁର୍ଘଟଣା ଘଟିବା ପୂର୍ବରୁ ଡ୍ରାଇଭର ଟ୍ରେନକୁ ଅଟକାଇ…

କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ

କଟକ:ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍‌ରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। …

ସନ୍ଦୀପ ଘୋଷଙ୍କ ଅନୁଗତଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଆର.ଜି କରରୁ ୧୦ ବିଦା

କୋଲକାତା: କିଛି ଦିନର ନୀରବତା ପରେ ପୁଣି ଚର୍ଚ୍ଚାରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ୍ । ପୁଣି ଆସିଛି କିଛି ସଂଗୀନ ଅଭିଯୋଗ । ଆଉ ଏସବୁ ଅଭିଯୋଗରେ ଡାକ୍ତର, ଇଂଟର୍ନ ଓ ଛାତ୍ରଙ୍କୁ ମେଡିକାଲ କଲେଜରୁ ବହିଷ୍କାର କରାଯାଇଛି । ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ନେଇ…

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ…

ମଧ୍ୟପ୍ରଦେଶରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ ହୋଇଛି ବଡ଼ ଧରଣର ଚଢାଉ। ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦  କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା।…

ଅମୃତସର ବିମାନ ବନ୍ଦରରୁ ଜବତ ହେଲା ୧୦ କୋଟି ଟଙ୍କାର କୋକେନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲକୁ ମିଳିଛି ବଡ ସଫଳତା। ସ୍ପେସିଆଲ ବ୍ରାଞ୍ଚର ଅପରେସନରେ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏହା ସହିତ ଏକ ଫରଚୁନର କାର ମଧ୍ୟ ଜବତ ହୋଇଛି। ଅମୃତସର ବିମାନ ବନ୍ଦରରେ ଅଭିଯୁକ୍ତ ଜିତେନ୍ଦ୍ର ଉଫ ଜସୀକୁ ଗିରଫ କରାଯାଇଛି।…

ପଶ୍ଚିମବଙ୍ଗରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆକ୍ରୋଶ

କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଂଚଲ୍ୟ । ଜଣେ ନାବାଳିକା ସ୍କୁଲ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶୀକାର ହୋଇଥିବା ଅଭିଯୋଗ ହୋଇଛି । କୋଲକାତାର ଆରଜି କର ହସପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଆକ୍ରୋଶ ଶାନ୍ତ ପଡିନଥିବା ବେଳେ ୨୪…