Latest Odisha News

BREAKING NEWS

Browsing Category

ଅପରାଧ

ଅଭିଶାପ ହେବ ସିନୱାର ମୃତ୍ୟୁ, ପଣବନ୍ଦୀଙ୍କୁ ଛାଡ଼ିବୁନି: ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନିହତ ହୋଇଛି ହମାସ ଚିଫ୍ ୟାହୟା ସିନୱାର।  ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ହମାସ ସଂଗଠନ। ହମାସ ପକ୍ଷରୁ ସିନୱାର ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇଛି। ହମାସ ଉପ ମୁଖ୍ୟ ଖଲିଲ ଅଲ ହାୟା ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ମଧ୍ୟ…

ବିଷାକ୍ତ ମଦ ପିଇ ୨୦ ମୃତ

ପାଟଣା: ବିହାରରେ ପୁଣି ଥରେ ବିଷାକ୍ତ ମଦ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସିୱାନ ଏବଂ ସରାନ ଜିଲ୍ଲାରେ ମଦ ପିଇ କିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ୨୦ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ…

ନାଳ ନିକଟରୁ ମାଆ-ଝିଅର ଖପୁରି ଓ କଙ୍କାଳ ଉଦ୍ଧାର! ହତ୍ୟା ସନ୍ଦେହରେ ୨ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ। ୫୯ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ସମୀକ୍ଷା କଲେ ମୋହନ ସରକାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗସ୍ତ ସମୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି।ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥତା ଓ ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ସମ୍ପର୍କରେ…

ପେଟ୍ରୋଲ ଟ୍ୟାଙ୍କରରେ ବିସ୍ଫୋରଣ, ୧୦୦ରୁ ଅଧିକ ମୃତ

ଜିଗୱା: ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବା ଏବଂ ପରେ ବିସ୍ଫୋରଣ ଘଟିବାରୁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ପେଟ୍ରୋଲ ନେବା ପାଇଁ ବହୁ ଲୋକ ଗାଡି ଆଡକୁ ଦୌଡିଥିବା ବେଳେ ଏହି ଅଘଟଣ ଘଟିଥିଲା। ଏନେଇ ପୋଲିସ ମୁଖପାତ୍ର…

ଘରୋଇ ସହାୟିକା ରଖୁଥିଲେ ରୁହନ୍ତୁ ସାବଧାନ, ଆପଣଙ୍କ ସହ ମଧ୍ଯ ହୋଇପାରେ ଏଭଳି… 

ଗାଜିଆବାଦ: ଉତ୍ତରପ୍ରଦେଶର ଯୋଗୀ ସରକାର ଖାଦ୍ୟ ସାମଗ୍ରୀରେ ଛେପ ପକାଇବା ତଥା ଅପମିଶ୍ରଣ ଭଳି ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଯାଉଛନ୍ତି। ଏହି ସମୟରେ ଗାଜିଆବାଦ-ଏନସିଆରରୁ ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା…

ଭୁବନେଶ୍ୱରରେ ନକଲି କଲ୍ ସେଣ୍ଟର, ୫ ଅଟକ

ଭୁବନେଶ୍ୱର: ଟୁଇନ୍ ସିଟି କମିଶନରେଟ୍ ପୋଲିସ ବୁଧବାର ଦିନ ଭୁବନେଶ୍ୱରରେ ଚାଲୁଥିବା ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। ଏହି ଘଟଣାରେ ୫ ଜଣ ଅଟକ ରହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ସାଇବର ଅପରାଧ ପାଇଁ ବ୍ୟବହୃତ ଏହି ନକଲି କଲ ସେଣ୍ଟର ରାଜଧାନୀର ସୁନ୍ଦରପଦା ଅଞ୍ଚଳର ଏକ…

ଫିଲ୍ମ ଷ୍ଟାରଙ୍କ ଅପେକ୍ଷା ଏହି ଗ୍ୟାଙ୍ଗଷ୍ଟର ଅଧିକ ଗୁଡଲୁକିଂ: ରାମ ଗୋପାଳ ବର୍ମା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଶଂସା କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ଷ୍ଟାରଙ୍କ ଅପେକ୍ଷା ଗ୍ୟାଙ୍ଗଷ୍ଟର ଲରେନ୍ସ ଅଧିକ ସୁନ୍ଦର ବୋଲି…

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ବିପୁଳ ମାତ୍ରାରେ ରୁପା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି । ତେବେ ଗଞ୍ଜେଇ ଚାଲାଣ…

ସରି ମମି…ପୁଅର ଶେଷ ଚିଠି

ଭୁବନେଶ୍ବର: ଦୂରେଇ ଗଲେ ପ୍ରେମିକା ! ସହିପାରିଲେନି ବିଚ୍ଛେଦ ! ପ୍ରେମରେ ବିଫଳ ହେବା ପରେ ହାରିଲେ ଜୀବନ । ଦଶହରାରେ ଭୁବନେଶ୍ବରରେ ଯେତେବେଳେ ସବୁଠି ଥିଲା ସେଲିବ୍ରେସନର ମାହୋଲ, ସେତେବେଳେ ଜୀବନର ଶେଷ ନିଷ୍ପତ୍ତି ନେଇ ସାରିଥିଲେ ଇଂଜିନିୟର ରୋନିତ ଜେନା । କିଛି ଦିନ ଧରି ଦୁଶ୍ଚିନ୍ତାରେ…