Latest Odisha News

BREAKING NEWS

Browsing Category

ବାଣିଜ୍ୟ

୧.୫ ବିଲିୟନ ଡଲାରର IPO ଆଣିବ PhonePe !

ନୂଆଦିଲ୍ଲୀ:ଦେଶର ସର୍ବବୃହତ ଡିଜିଟାଲ ପେମେଣ୍ଟ ପ୍ରଦାନକାରୀ ଫିନଟେକ୍ କମ୍ପାନୀ ଫୋନପେ ଭାରତରେ IPO ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ କମ୍ପାନୀ ଅଗଷ୍ଟରେ SEBI ନିକଟରେ ପ୍ରାଥମିକ ଡକ୍ୟୁମେଣ୍ଟ ଦାଖଲ କରିବ। ରିପୋର୍ଟ ଅନୁସାରେ, କମ୍ପାନୀ ଏହି ଇସ୍ୟୁ ମାଧ୍ୟମରେ ୧.୫ ବିଲିୟନ…

ପ୍ରଥମ ଗଲ୍ଫ ଦେଶ ଭାବେ ଓମାନରେ ଆୟକର ଲାଗୁ

ଦୁବାଇ: ଗଲ୍ଫ ଦେଶ ମଧ୍ୟରେ ଓମାନ ପ୍ରଥମ ଦେଶ ଭାବେ  ଦେଶରେ ଆୟକର ଲାଗୁ କରିବା ନେଇ ଘୋଷଣା କରିଛି। ବର୍ତ୍ତମାନ ଉପସାଗରୀୟ ଦେଶ ମାନଙ୍କରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ କୌଣସି ପ୍ରକାରର  ଆୟକର ଲାଗୁ କରାଯାଇନାହିଁ। ତେବେ ଓମାନ ସରକାରଙ୍କ ନୂତନ ଟିକସ ଆଇନ ଅନୁଯାୟୀ  ଯେଉଁମାନଙ୍କର…

ବିଶ୍ବ ବଜାରରେ ଯୁଦ୍ଧର ପ୍ରଭାବ: ଖସିଲା ସେନ୍‌ସେକ୍ସ ଓ ନିଫ୍ଟ, ଭବିଷ୍ୟତରେ ବଢିପାରେ ତୈଳ ଦର

ନୂଆଦିଲ୍ଲୀ: ସୋମବାର ସକାଳେ ଭାରତୀୟ ସେୟାର ବଜାରକୁ ଲାଗିଛି ଶକ୍ତ ଝଟକା। କୁହାଯାଉଛି ସେୟାର ବଜାରରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେନସେକ୍ସ ୬୦୦ ପଏଣ୍ଟ ତଳକୁ ଖସିଛି। ସକାଳୁ ମାର୍କେଟ ଖୋଲିବା ପରେ ୬୦୦ ପଏଣ୍ଟ ଖସିଥିବା ବଳେ ନିଫ୍ଟି ୧୮୦ ପଏଣ୍ଟ…

‘ହରମୁଜ୍ ଷ୍ଟ୍ରେଟ୍’ ବନ୍ଦ କରିବ ଇରାନ; ପ୍ରଭାବିତ ହେବ ସାରା ବିଶ୍ଵ…

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଯାହାପରେ ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଯାହା ଫଳରେ ପ୍ରଭାବିତ ହେବ ସାରା ବିଶ୍ବ।…

ଖୁବ୍ ଶୀଘ୍ର ବଜାରକୁ ଆସିବ ଟାଟା କ୍ୟାପିଟାଲର IPO

ନୂଆଦିଲ୍ଲୀ:ଏବେ IPO ବଜାର ପାଇଁ ମଧ୍ୟ ଏକ ଭଲ ଖବର ଆସୁଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI-Securities and Exchange Board of India) ଟାଟା ସନ୍ସର ଏକ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଟାଟା କ୍ୟାପିଟାଲ୍‌ର ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (IPO) ର ଡ୍ରାଫ୍ଟ…

ଗ୍ରାହକଙ୍କୁ ଆଶ୍ୱସ୍ତି: ଖସିଲା ଖୁଚୁରା ଦର, ମୁଦ୍ରାସ୍ଫୀତି ୨.୨୮%କୁ ହ୍ରାସ

ନୂଆଦିଲ୍ଲୀ: ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗୁରୁବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୨.୮୨ ପ୍ରତିଶତ ରେ ପହଞ୍ଚିଛି, ଯାହା ଛଅ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। ଏହା ଫେବୃଆରୀ ୨୦୧୯ ପରଠାରୁ…

ନୂତନ EV ଯୋଜନା: ଆମଦାନୀ ଶୁଳ୍କ ୧୫ପ୍ରତିଶତକୁ ହ୍ରାସ; ଏହିସବୁ କମ୍ପାନୀ କରିବେ ନିବେଶ !

ନୂଆଦିଲ୍ଲୀ: ଭାରୀ ଶିଳ୍ପ ମନ୍ତ୍ରଣାଳୟ 'ଭାରତରେ ବୈଦ୍ୟୁତିକ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା-Scheme to Promote Manufacturing of Electric Passenger Cars in india ' (SPMEPCI) ନାମକ ଏକ ନୂତନ EV ଯୋଜନାକୁ ଚୂଡ଼ାନ୍ତ କରିଛି। ଏହି ନୀତି…

୬,୧୮୧ କୋଟି ଟଙ୍କାର ୨୦୦୦ ନୋଟ୍ ଏପର୍ଯ୍ୟନ୍ତ ଫେରିନାହିଁ: ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛି । ୨୦୦୦ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ଏହି ନୋଟ୍ ବଜାରରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦିଆଯାଇନାହିଁ। ଆରବିଆଇ ଅନୁଯାୟୀ ୩୧ ମେ ୨୦୨୫ ସୁଦ୍ଧା, ୬,୧୮୧ କୋଟି ଟଙ୍କା ମୂଲ୍ୟର ୨୦୦୦…

‘X’ର ନୂଆ ଫିଚର୍; ଏଣିକି କରିହେବ ଅନଲାଇନ ପେମେଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ' ପାଲଟିବ ଏଭରିଥିଂ। ଆପଣ ଏଠାରେ ଖବରଠାରୁ ମନୋରଞ୍ଜନ ଏବଂ ପେମେଣ୍ଟ ପର୍ଯ୍ୟନ୍ତ ସୁବିଧା ମଧ୍ୟ ପାଇପାରିବେ। କାରଣ ମସ୍କ ଏହାର କ୍ଷମତା ବୃଦ୍ଧି କରିବା ସହ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବଂ ନୂଆ ଫିଚର୍ ଭାବେ…

ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧, ୨୦୨୫…