Home ବାଣିଜ୍ୟ କେନ୍ଦ୍ରୀୟ ବଜେଟ୍ ୨୦୨୦

କେନ୍ଦ୍ରୀୟ ବଜେଟ୍ ୨୦୨୦

Union Budget 2020

କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧: ରେଳ ବଜେଟରେ ଓଡିଶାକୁ ୪ହଜାର ୩୭୩ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ରେ ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟିର ଅନୁଦାନ ମିଳିଛି । ତେବେ, ଗତବର୍ଷ ଓଡିଶାକୁ ୪୫୯୩ କୋଟି ଟଙ୍କା ମିଳିଥିଲା । ବଜେଟରେ ପୂର୍ବତଟ ରେଳପଥକୁ ମୋଟ୍ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖୋର୍ଦ୍ଧା-ବଲାଙ୍ଗୀର...

ବଜେଟ ୨୦୨୦: ଡ଼ାକ୍ତର ଓ ଡାକ୍ତରଖାନା ଅଭାବ ଦୂର ପାଇଁ ପଦକ୍ଷେପ, ସବୁ ଜିଲ୍ଲାରେ ଖୋଲିବ ଜନ ଔଷଧି...

ନୂଆଦିଲ୍ଲୀ: ଦେଶରେ ଡ଼ାକ୍ତର ଓ ଡାକ୍ତରଖାନା ଅଭାବ ଦୂର କରିବା ଦିଗରେ ସାଧାରଣ ଜନତାଙ୍କ ପାଇଁ ସର୍ବସୁଲଭ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଦିଗରେ ବଜେଟ ରେ ବିଶେଷ ବ୍ୟବସ୍ଥା କରାଯାଇଛି | ପୂର୍ବ ବଜେଟ ରେ ୭୫ ଜିଲ୍ଲା ଡାକ୍ତରଖାନା ସହ...

ବଜେଟରୁ ଓଡିଶା ଭଳି ରାଜ୍ୟ ବେଶୀ ଲାଭ ପାଇବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିର୍ମଳା ସୀତାରମଣଙ୍କ ବଜେଟକୁ ସ୍ୱାଗତ ଜଣାଇଛନ୍ତି । ସେ କହିଛନ୍ତି, “ଅର୍ଥମନ୍ତ୍ରୀଙ୍କ...

ବଜେଟ୍‌କୁ ନେଇ ବଲିଉଡରେ ହଲ୍‌ଚଲ୍‌, ଜାଣନ୍ତୁ କିଏ କ’ଣ କହିଲେ

ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ନେଇ ଚାରିଆଡୁ ମିଶ୍ରିତ ପ୍ରତ୍ରିକ୍ରିୟା ଆସିଛି । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତେ ବଜେଟ୍‌କୁ...

ଖେଳ ବଜେଟ ୫୦ ପ୍ରତିଶତି ବଢ଼ିଲା

ନୂଆଦିଲ୍ଲୀ: ୨୦୨୦-୨୧ ବଜେଟରେ ଖେଳ ମନ୍ତ୍ରଣାଳୟକୁ ୨୮୨୬.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଭରାଲ କ୍ରୀଡା ବଜେଟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲେ କେତେକ ସ୍ଥାନରେ ରାଶିର ପରିମାଣ କମାଇ ଦିଆଯାଇଛି । ଗତ ବର୍ଷ ରାଶିର ପରିମାଣ ଥିଲା ୨୭୭୬.୯୨ କୋଟି...

କେନ୍ଦ୍ରୀୟ ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟ୍‌କୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବକୁ...

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !

ନୂଆଦିଲ୍ଲୀ: ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ କେନ୍ଦ୍ରସରକାରଙ୍କ ଟାସ୍କଫୋର୍ସ । ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଆଜି ବଜେଟ ଉପସ୍ଥାପନା ସମୟରେ ଇସାରା ଦେଇଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ବଢୁଥିବା ମାତୃହାର କମାଇବ...

କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍‌: ରାହୁଲ ଗାନ୍ଧୀ

ମୋଦି ସରକାରଙ୍କ ୨.୦ର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ବିରୋଧୀଙ୍କ ଟାର୍ଗେଟ୍ । ଚଳିତ ବଜେଟ୍‌କୁ କେବଳ ଭାଷଣର ରୂପ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟ୍‌ରେ କିଛି ନାହିଁ ବୋଲି...

ବଜେଟ ୨୦୨୦: ଗତବର୍ଷ ତୁଳନାରେ ୧୦ ହଜାର ୩୪୦ କୋଟି ବଢ଼ିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ: ଚଳିତ ବର୍ଷର ସାଧାରଣ ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସଂସଦରେ ଉପସ୍ଥାପନା କରିଛନ୍ତି। ଅନ୍ୟ ସମସ୍ତ ବିଭାଗ ସହ ପ୍ରତିରକ୍ଷା ବିଭାଗ ପାଇଁ ମଧ୍ୟ ବଜେଟ ଘୋଷଣା କରିଛନ୍ତି ସୀତାରମଣ ୨୦୧୯-୨୦ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା...

ବଜେଟ ୨୦୨୦: ପରିବେଶ ସୁରକ୍ଷା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

ନୂଆଦିଲ୍ଲୀ: ଚଳିତ ୨୦୨୦-୨୧ ବର୍ଷର ସାଧାରଣ ବଜେଟରେ ବିତ୍ତମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। -ବିଶୁଦ୍ଧ ବାୟୁ...

ସାହିତ୍ୟ