Latest Odisha News
Browsing Category

ବାଣିଜ୍ୟ

ଟ୍ରମ୍ପଙ୍କ ଟାରିଫ: ଏସିଆରେ ଟଙ୍କା ଆଗରେ ଝଟକା ଖାଇଲା ଡଲାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ୍‌ ଘୋଷଣା ପରେ ଗୁରୁବାର ସକାଳେ କରେନ୍ସି ବଜାରରେ ଡଲାର ଆଗରେ ରହିଥିଲା। କିନ୍ତୁ ଦିନ ଶେଷ ହେବା ସୁଦ୍ଧା ଭାରତୀୟ ମୁଦ୍ରା ଟଙ୍କା ନିଜର ଶକ୍ତି ଦେଖାଇ ଡଲାରକୁ ପଛରେ ପକାଇ ଦେଇଛି। ସକାଳେ ୨୭ ପଇସାରେ ଆରମ୍ଭ…

ଟ୍ରେନରେ ଯାତ୍ରା ବେଳେ କେତେ ଓଜନର ଜିନିଷ ନେଇପାରିବେ? ନହେଲେ ମୋଟା ଅଙ୍କର ଜୋରିମାନା

ଭୁବନେଶ୍ୱର: ଅନେକ ଲୋକ ଦୂରଦୂରାନ୍ତକୁ ଯିବା ପାଇଁ ଟ୍ରେନରେ ଟ୍ରାଭେଲ ବା ଯାତ୍ରା କରନ୍ତି। ଏହା ଶସ୍ତା ଓ ଆରାମଦାୟକ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତାୟାତ କରନ୍ତି। ଯାତ୍ରା ସମୟରେ ଅନେକେ ଓଜନିଆ ଲଗେଜ ମଧ୍ୟ ସାଙ୍ଗରେ ନେଇଥାନ୍ତି। କିନ୍ତୁ ଟ୍ରେନରେ କେତେ ଲଗେଜ…

ନୋକିଆ ଫୋନର ବିଫଳତା କାହିଁକି ସମସ୍ତେ ଜାଣିବା ଆବଶ୍ୟକ?

ଭୁବନେଶ୍ୱର: ଏକ ସମୟରେ ମୋବାଇଲ୍ ଫୋନ୍ ଜଗତର ରାଜା ଥିବା ନୋକିଆ ଆଣ୍ଡ୍ରଏଡ୍ ଓ ଆପଲ୍ ଫୋନ୍‌ର ଆଧିପତ୍ୟ ଯୁଗରେ କାହିଁକି ପଛରେ ପଡ଼ିଗଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଫିନଲ୍ୟାଣ୍ଡ ଆଧାରିତ ଏହି କମ୍ପାନୀ, ଯିଏ ଏକଦା ଅତ୍ୟନ୍ତ ସରଳ ଫୋନ୍‌ ପାଇଁ ଜଣାଶୁଣା ଥିଲା, ସ୍ମାର୍ଟଫୋନ୍…

ବୁଧବାର ୟୁପିଆଇରେ ପେମେଣ୍ଟ କରି ହଟହଟା ହେଲେ କି?

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଭାରତରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଦେଶ ଜେତେବେଳେ ଡିଜିଟାଲ ପେମେଣ୍ଟ ବା ନଗଦବିହୀନ କାରବାର ଉପରେ ଗୁରୁତ୍ୱ ଦେଉଛି ଏହି ସମୟରେ ଇଉନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବାରେ ବାଧା ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଅନେକ ଉପଭୋକ୍ତା ଏହି…

ବଢ଼ିବ ଏହି ସବୁ ଔଷଧର ଦାମ, ରୋଗୀଙ୍କ ପକେଟ ଉପରେ ପଡ଼ିବ ବୋଝ?

ନୂଆଦିଲ୍ଲୀ: ଦେଶରେ ଔଷଧ ମୂଲ୍ୟ ବୃଦ୍ଧି ସମ୍ପର୍କରେ ସରକାରୀ ସୂତ୍ରରୁ ଖବର ମିଳିଛି। କ୍ୟାନସର, ଡାଇବେଟିସ୍, ହୃଦ୍‌ରୋଗ ଏବଂ ଆଣ୍ଟିବାୟୋଟିକ୍‌ ଭଳି ସରକାରୀ ନିୟନ୍ତ୍ରଣାଧୀନ ଔଷଧଗୁଡ଼ିକର ଦର ଶୀଘ୍ର ବଢ଼ିବାକୁ ଯାଉଛି। ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।…

କମ୍ ବଜେଟରେ କିଣନ୍ତୁ ଏହି ସ୍ମାର୍ଟ ଫୋନ, ମିଳିବ ଦମଦାର୍ ଫିଚର ସହ କ୍ୟାମେରା

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ବଜେଟ୍ କମ୍ ଅଛି ତେବେ ଚିନ୍ତା କରିବାର କିଛି ନାହିଁ। ମୋଟୋରୋଲା ଏବଂ ଓପୋ ସମେତ ଅନେକ କମ୍ପାନୀ ବଜେଟ୍ ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ୍ ପ୍ରଦାନ କରନ୍ତି। ଆଜି ଆମେ ଆପଣଙ୍କ ପାଇଁ ୧୫,୦୦୦ ଟଙ୍କାରୁ…

ସାମସଙ୍ଗକୁ ଟକ୍କର ଦେବ ଲାଭାର ଏହି ମଡେଲ୍, ଜାଣନ୍ତୁ ଫୋନର ମୁଲ୍ୟ

ନୂଆଦିଲ୍ଲି: ଲାଭା ଇଣ୍ଟରନ୍ୟାସନାଲ୍ ଭାରତରେ ଏହାର ନୂତନ ଏଣ୍ଟ୍ରି-ଲେବଲ୍ ସ୍ମାର୍ଟଫୋନ୍ ଲାଭା ଶାର୍କ ଲଞ୍ଚ କରିଛି। ଏହି ଫୋନରେ 50MP AI ବ୍ୟାକ କ୍ୟାମେରା ଅଛି। ଡିଭାଇସରେ 6.67 ଇଞ୍ଚର ଏଚଡି + ପଞ୍ଚ-ହୋଲ୍ ଡିସପ୍ଲେ ଅଛି ଯାହା 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରୁଛି । ଏଥିରେ 5000mAh…

ମେ ପହିଲାରୁ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏଟିଏମ୍ ଇଣ୍ଟରଚେଞ୍ଜ ଫି’ରେ ସଂଶୋଧନକୁ ଅନୁମୋଦନ ଦେଇଛି, ଯାହା ମେ ୧, ୨୦୨୫ ଠାରୁ ଲାଗୁ ହେବ। ଏହା ଗ୍ରାହକଙ୍କ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଦୁଇ ପ୍ରକାରର ଲେଣଦେଣକୁ ପ୍ରଭାବିତ କରିବ। ଆରବିଆଇ ଆର୍ଥିକ ଲେଣଦେଣ ପାଇଁ ଫି’ରେ ୨ ଟଙ୍କା…

UPIରେ ଟଙ୍କା ନେଲେ ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ UPI ପେମେଣ୍ଟ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍। UPI ପେମେଣ୍ଟକୁ ଆହୁରି ଲୋକପ୍ରିୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ସରକାର। କମ ମୂଲ୍ୟର UPI ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା,…

ଏପ୍ରିଲରୁ ମହଙ୍ଗା ହେବ TATA ର ଏହିସବୁ ଗାଡି, ଶୀଘ୍ର କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସବୁଠାରୁ ଅଧିକ କାର ବିକ୍ରୟକାରୀ କମ୍ପାନୀ ମଧ୍ୟରେ ଆଗୁଆ ଥିବା ଟାଟା ମୋଟର୍ସ ତା'ର ଗ୍ରାହକମାନଙ୍କୁ ଦେଇଛି ବଡ଼ ଝଟକା । ୧ ଏପ୍ରିଲ୍ ୨୦୨୫ ରୁ କମ୍ପାନୀର ସମସ୍ତ କମର୍ସିଆଲ ବା ବାଣିଜ୍ୟିକ ଯାନର ମୂଲ୍ୟ ୨ ଶତକଡା ପର୍ଯ୍ୟନ୍ତ ବଢିପାରେ। ବର୍ଦ୍ଧିତ ଶୁଳ୍କ ଏବଂ…