Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ…

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା…

ଆର.ଏନ.ଆର୍ – ୧୫୦୪୮ କିସମ ଧାନ ଚାଷ

ମାଟି ଆଉ ମଣିଷର ସର୍ମ୍ପକ ସତରେ ବେଶ ନିଆରା । ସେଇ ମାଟି ଉପରେ ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇପାରେ ଚାଷୀ । ସେଇଥିପାଇଁ ତ ସେ ଜାତିର ଅନ୍ନଦାତା । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । ଧାନ ହିଁ ଆମର ମୁଖ୍ୟ ଫସଲ ଅଟେ । ଓଡ଼ିଶାରେ ସାଧାରଣତଃ ଖରିଫ ରତୁରେ ଧାନ ଚାଷ କରାଯାଉଥିଲେ…

ଟ୍ୱିନସିଟିରେ ଅନଲାଇନରେ ଗ୍ରୋସରୀ ଦେବ ଜିଓମାର୍ଟ

ମୁମ୍ବାଇ: ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କଟକ ଓ ଭୁବନେଶ୍ୱର ବାସିନ୍ଦା ଘରେ ବସି ଅନଲାଇନରେ ଅର୍ଡର କରି ମଗାଇପାରିବେ ଗ୍ରୋସରୀ ସାମଗ୍ରୀ । ତାପୁଣି ଏମଆରପି ଠାରୁ ପାଞ୍ଚ ପ୍ରତିଶତ କମ୍ ଦରରେ । ତେବେ କ୍ୟାସ୍ ଅନ ଡେଲିଭରୀ ନୁହଁ କେବଳ ପ୍ରିପେଡ୍ ପେମେଣ୍ଟ ମୋଡରେ ମିଳିବ ଏହି…

ଜିଓ ପ୍ଲାଟଫର୍ମ୍‌ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର/ମୁମ୍ବାଇ: ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍, ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ମିଳିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ…

ଚୀନ ଛାଡି ଭାରତ ଆସିବ ଜର୍ମାନୀର ଜୋତା କମ୍ପାନୀ ଭୋନ ୱେଲେକ୍ସ

ନୂଆଦିଲ୍ଲୀ: ଚୀନ ପ୍ରତି ବିଦେଶୀ କମ୍ପାନୀଗୁଡିକର ମୋହ ଭଙ୍ଗ ହେବାରେ ଲାଗିଛି । ରବିବାର ଜର୍ମାନୀର ପ୍ରତିଷ୍ଠିତ ଜୋତା କମ୍ପାନୀ ଭୋନ ୱେଲେକ୍ସ ଚୀନ ବଦଳରେ ଭାରତର ଆଗ୍ରାରେ କାରଖାନା ବସାଇବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ କମ୍ପାନୀ ଲ୍ୟାଟ୍ରିକ ଇଣ୍ଡଷ୍ଟ୍ରିଜ ସହିତ ଚୁକ୍ତି କରିଛି ।…

ଆଜି ବିଶ୍ୱ ଟେଲି-କମ୍ୟୁନିକେସନ ଦିବସ, ଜାଣନ୍ତୁ ରାଜ୍ୟରେ ଟେଲିକମ ସେବାର ଇତିବୃତ୍ତି

ଭୁବନେଶ୍ୱର : ଆଜିକାଲି ଟେଲିଫୋନ ଓ ଇଣ୍ଟରନେଟ ସାଧାରଣ ଜନଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି । ଦିନ ଥିଲା କେବଳ ସୀମିତ ସଂଖ୍ୟକ ଲ୍ୟାଣ୍ଡଲାଇନ ଫୋନର ବ୍ୟବହାର ହେଉଥିବା ବେଳେ କଥା ହେବା ପାଇଁ ଲୋକଙ୍କୁ ଟ୍ରଙ୍କ କଲ ବୁକ୍ କରିବାକୁ ପଡୁଥିଲା । ତେବେ ନବେ ଦଶକରେ ମୋବାଇଲ ସେବାର…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏମଏସଏମଇ ଓ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଜାରି କରିଥିବା ଲକଡାଉନ ଦ୍ୱାରା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଗତ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମଏସଏମଇ ୟୁନିଟଗୁଡ଼ିକ ବନ୍ଦ ରହିଥିବା ଯୋଗୁ ସେମାନେ…

ଲକଡାଉନରେ ଓଡିଶାର ଏମଏସଏମଇ ମହିଳା ଉଦ୍ୟୋଗୀଙ୍କ ସମସ୍ୟା ନେଇ ୱେବିନାର

ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ମହିଳା ଉଦ୍ୟୋଗୀ ମାନେ କରୋନା ମହମାରୀ ଯୋଗୁଁ ହୋଇଥିବା ତାଲାବନ୍ଦ ସମୟରେ ଅନେକ ପ୍ରଭାବିତ ହେଉଛନ୍ତି । ଏନେଇ ଷ୍ଟାର୍ଟ ଅପ୍ ଓଡିଶା ଏବଂ ଲେକ୍ସଷ୍ଟାର୍ଟ ପାର୍ଟନର୍ସ ସହଭାଗିତାରେ FICCI FLO ଭୁବନେଶ୍ୱର ଅଧ୍ୟାୟର ମହିଳା ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା…

ଜିଓ ପକ୍ଷରୁ ଦୈନିକ ତିନି ଜିବି ଡାଟା ମିଳୁଥିବା ନୂତନ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଜିଓ  ପକ୍ଷରୁ ଅଧିିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର…